Daily Archives

February 14, 2020

ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ୍ । କୋଲକାତାରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଇଷ୍ଟ-ୱେଷ୍ଟ ମେଟ୍ରୋ ସେବାର କରିବେ ଉଦଘାଟନ 

କନକ ବ୍ୟୁରୋ : ଦେଶରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିବ ମେଟ୍ରୋ ଟ୍ରେନ୍ । ଆଜି କୋଲକାତାରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଇଷ୍ଟ-ୱେଷ୍ଟ ମେଟ୍ରୋ ସେବାର ଉଦଘାଟନ କରିବେ । ଏହାପରେ ରେଳସେବାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ଏହି ମେଟ୍ରୋ ସେବାର ସବୁଠୁ ବଡ କଥା ହେଉଛି ପାଣି ତଳେ ନିର୍ମିତ…

ନିର୍ଭୟା ଦୋଷୀଙ୍କୁ କେବେ ମିଳିବ ଫାଶୀ । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି…

କନକ ବ୍ୟୁରୋ : ନିର୍ଭୟା ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣିକରିବେ । ସୁପ୍ରିମକୋର୍ଟ ଦୋଷୀ ପବନ ପକ୍ଷରୁ ଦଲିଲ ରଖିବା ପାଇଁ ପୂର୍ବ ବିଚାରପତି ତଥା ବରିଷ୍ଠ ଆଇନଜୀବୀ ଅଂଜନା ପ୍ରକାଶଙ୍କୁ ଏମିକସ୍ ନିଯୁକ୍ତି…

ଏଣିକି ଦେଖି ଚାହିଁ କିଣନ୍ତୁ ଗାଡି ।  ଏପ୍ରିଲ ପହିଲାରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ : ଆସିବ ବିଏସ-୬ ମଡେଲ ଗାଡି

କନକ ବ୍ୟୁରୋ : ଏପ୍ରିଲରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଆସନ୍ତା ଏପ୍ରିଲ ପହିଲାରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ କରିଦିଆଯାଇଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏପ୍ରିଲ ପହିଲା ପରେ ବଜାରକୁ ବିଏସ-୬…

ସାରା ରାଜ୍ୟରେ ଆଳୁ ସଙ୍କଟ । ୩୦ ଟଙ୍କାରୁ ଖସୁନି ଆଳୁଦର, ପିଆଜ ପରେ ଖାଉଟିଙ୍କୁ କନ୍ଦାଉଛି ଆଳୁ

କନକ ବ୍ୟୁରୋ : ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । କିଲୋପିଛା ୩୦ ତଳକୁ ଖସୁନି । ହେଲେ ଆଳୁ ଚାଷ କରି ସଙ୍କଟରେ ପଡିଛି ଚାଷୀ । ସାଇତି ରଖିବା ପାଇଁ ସ୍ଥାନ ନାହିଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଏଥର ପ୍ରଚୁର ପରିମାଣର ଆଳୁ ଚାଷ ହୋଇଛି । ଜିଲ୍ଲାର ରେକୁଳା, ମହୁଲପାଳ,…

ଅନଲାଇନରେ ଏନଗେଜମେଣ୍ଟ: ଭିଡିଓ କଲ୍ କଲେ, ଶାଢି-ସୁନାମୁଦି ପିନ୍ଧାଇଲେ । ସୋସିଆଲ ମିଡିଆରେ ନିଆରା ନିର୍ବନ୍ଧକୁ ନେଇ…

କନକ ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ସମୟରେ କାହାରି ପାଖରେ କାହା ପାଇଁ ସମୟ ନାହିଁ କହିଲେ ଚଳେ। ଏଭଳି କ୍ଷେତ୍ରରେ ଲୋକମାନେ ଇଣ୍ଟରନେଟ ଓ ମୋବାଇଲକୁ ବିଭିନ୍ନ କାମ ପାଇଁ ବ୍ୟବହାର କରୁଥିବା ବେଳେ ଏହାକୁ ନେଇ ଗୁଜୁରାଟରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟରେ ଭିଡିଓ କଲ ଜରିଆରେ…