Daily Archives

February 14, 2020

କୋଲକାତାବାସୀଙ୍କୁ କେନ୍ଦ୍ରର ଭାଲେଣ୍ଟାଇନ ଗିଫ୍ଟ ! ପାଣି ଭିତରେ ଚାଲିଲା ମେଟ୍ରୋ ଟ୍ରେନ । ଦେଶରେ ପ୍ରଥମ ଥର ପାଇଁ…

କନକ ବ୍ୟୁରୋ: ପାଣିରେ ଚାଲିଲା ଟ୍ରେନ । ଦେଶରେ ପ୍ରଥମ ଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଭରା ପାଣି ଭିତରେ ନିର୍ମିତ ସୁଡଙ୍ଗରେ ଏହି ଟ୍ରେନ ସେବା ଉପଲବ୍ଧ ହେଲା । କୋଲକାତାରେ ଦେଶରେ ପ୍ରଥମ ଇଣ୍ଟ-ୱେଷ୍ଟ ମେଟ୍ରୋ ଟ୍ରେନ ପାଣି ଭିତରେ ଚାଲିଲା । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ…

ଆଜି ବିଶ୍ୱ ପାଳୁଛି ପ୍ରେମ ଦିବସ : ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମୀଯୁଗଳଙ୍କ ପାଇଁ ଦିନଟିଏ 

ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି…

ପ୍ରେମ ପାଇଁ ଦିନଟିଏ ! ଭାଲେଣ୍ଟାଇନ୍‌ ଡେ’, ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବ ପୁଲିସ

କନକ ବ୍ୟୁରୋ :  ଭାଲେଣ୍ଟାଇନ୍ ଦିବସକୁ କେତେକ ସଂଗଠନ ବିରୋଧ କରୁଥିବା ବେଳେ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି କମିସନରେଟ ପୁଲିସ। ଭାଲେଣ୍ଟାଇନ୍ ଦିବସ ପାଳନ କରିବାର ଅଧିକାର ପ୍ରେମୀ ଯୁଗଳଙ୍କର ରହିଛି। ସମ୍ବିଧାନ ଅନୁସାରେ ଜନସାଧାରଣଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି।…

ଗ୍ରିନ୍‌ ଲାଇଟ୍ ଲେଜର କିଣାରେ କେଁ : ଏସସିବି ବିକାଶରେ ବାଧକ ସାଜୁଛି କିଏ?

କନକ ବ୍ୟୁରୋ : କଟକ ବଡ ଡାକ୍ତରଖାନା ପାଇଁ ବଡ଼ ଯୋଜନା କରୁଛନ୍ତି ସରକାର। କିନ୍ତୁ ବଡ ଡାକ୍ତରଖାନାର ୟୁରୋଲୋଜି ବିଭାଗ ପାଇଁ ଦେଢ କୋଟି ଟଙ୍କା ବ୍ୟୟରେ କିଣାଯିବାକୁ ଥିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଗ୍ରିନ ଲାଇଟ୍ ଲେଜର ମେସିନ୍ ବିଭାଗକୁ ଆସି ପାରୁ ନାହିଁ। ବୁର୍ଲାର ଭୀମସାରରେ ୨୦୧୯ରୁ…

୪୦ ବୀରଙ୍କ ବଳିଦାନକୁ ପୁରିଲା ବର୍ଷେ : ଚାରିଆଡେ ରକ୍ତ ଏବଂ ଖଣ୍ଡ ଖଣ୍ଡ ମାଂସ ଟୁକୁଡା ଦେଖି ଯେତେବେଳେ ସହିଦ୍ ଙ୍କ…

ଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସକୁ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସାମାନ୍ୟ ଦିନ ଭଳି ଯବାନ ମାନେ…

ଚାନ୍ଦବାଲିର ଚର୍ଚ୍ଚିତ ଦୃଶ୍ୟ । ତିନି ଦିନରେ ଧରାହେଲାଣି ୧୦ ଲକ୍ଷରୁ ଅଧିକ ମାଛ : ଦିନରାତି ଜାଲରେ ପଡୁଛନ୍ତି ଟନ୍ ଟନ୍…

କନକ ବ୍ୟୁରୋ : ଏବେ ନଜର ପକାଇବା ଆଖିକୁ ବିଶ୍ୱାସ ନହେଲାଭଳି ଏକ ଦୃଶ୍ୟ ଉପରେ । ଟନ୍ ଟନ୍ ମାଛ । ଏତେ ପରିମାଣର ମାଛ ଜାଲରେ ପଡିଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବନି । ଡଙ୍ଗାରେ ମଧ୍ୟ ଟନ୍ ଟନ୍ ମାଛ ରହିଛି । ତେବେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛିୁ ଚାନ୍ଦବାଲିରେ  । ମାଛ ଧରିବା ପାଇଁ…