Daily Archives

December 29, 2019

ୟୁପି ପୋଲିସ ବିରୋଧରେ ପ୍ରିୟଙ୍କାଙ୍କ ସାଂଘାତିକ ଅଭିଯୋଗ । ତଣ୍ଟି ଚିପିବା ସହ ଧକ୍କା ମାରି ଅଟକାଇବା ନେଇ ଅଭିଯୋଗ କଲେ…

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅବସରପ୍ରାପ୍ତ ଆଇପିଏସ ଅଫିସର ଏସଆର. ଦାରାପୁରୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବା ସମୟରେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କ  ତଂଟି ଚିପିବା ସହ ଧକ୍କା ମାରି…

ମଧ୍ୟରାତ୍ରିରେ ମେଡିକାଲ ପରିଦର୍ଶନ । ଡାକ୍ତରଖାନାରେ କିଭଳି ଚାଲିଛି ରୋଗୀ ସେବା? ଅଚାନକ ପହଁଚିଲେ, ବୁଲି ବୁଲି…

କନକ ବ୍ୟୁରୋ: ରାତିଅଧିଆ ସାଂସଦ ଓ ବିଧାୟକଙ୍କ ମେଡ଼ିକାଲ ଗସ୍ତ । ‘ମୋ ସରକାର’ ମୁଖ୍ୟମନ୍ତ୍ରୀଙ୍କ ଫାଇଭ୍-ଟି ମନ୍ତ୍ରକୁ ଆଖି ଆଗରେ ରଖି ମଧ୍ୟ ରାତ୍ରିରେ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ଅଚାନକ ଏମକେସିଜି ମେଡ଼ିକାଲ ପରିଦର୍ଶନ କରିଛନ୍ତି । ମେଡିକାଲ ପରିସରରେ ଥିବା କାଜୁଆଲିଟିକୁ ଗସ୍ତ କରି…

ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ…

କନକ ବ୍ୟୁରୋ: ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଗୋଟିଏ ପଟେ ଇଂରାଜୀ ଓ ଓଡିଆରେ ଆରକ୍ଷଣ ଫର୍ମ ଛାପିଛି ବିଭାଗ । ଅନ୍ୟପଟେ ସେହି ଫର୍ମକୁ ଓଡିଆରେ ପୂରଣ କଲେ ଆବେଦନକାରୀଙ୍କୁ ଟିକେଟ୍ ଦେବାକୁ ମନା କରି ଦେଉଛନ୍ତି ଏବଂ ଇଂରାଜୀରେ ଲେଖିବାକୁ ବାଧ୍ୟ କରୁଛନ୍ତି ଟିକେଟ୍…

ଜାଡରେ ଥରୁଛି ସାରା ଓଡିଶା: ରାତି ବଢ଼ିଲେ ବଢ଼ୁଛି ଥଣ୍ଡା,୧୮ ଜିଲ୍ଲାରେ ଅରେଂଜ ଓ ୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ରାତି ବଢ଼ିଲେ ବଢ଼ୁଛି ଥଣ୍ଡା । ତାସାଙ୍ଗକୁ ସକାଳୁ ସକାଳୁ ଶୀତ ଲହରୀ ବହିବା ଯୋଗୁଁ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେଉଛି । ମୟୂରଭଂଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଆସନ୍ତା…