Daily Archives

December 29, 2019

ଶୀତରେ ଥରୁଛି ସାରା ରାଜ୍ୟ । ୧୦ ଡିଗ୍ରୀ ତଳେ ୧୫ଟି ସ୍ଥାନର ପାରଦ। ଜାଣନ୍ତୁ କେତେ ରହିଛି ଓଡିଶାର ବିଭିନ୍ନ ସହରର ଆଜିର…

କନକ ବ୍ୟୁରୋ: ସାରା ରାଜ୍ୟରେ ଜାରି ରହିଛି ଶୀତର ଥାର୍ଡଡିଗ୍ରୀ । ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା । ମୟୂରଭଂଜଠୁ ମାଲକାନଗିରି, ସମ୍ବଲପୁରରୁ ଜଗତସିଂହପୁର ଯାଏଁ ସବୁଠି ଅନୁଭୂତ ହେଉଛି ପ୍ରବଳ ଥଣ୍ଡା । ତାପମାତ୍ରା ଗୋଟିଏ ଦିନରେ ୪ ରୁ ୫ ଡିଗ୍ରୀ ତଳକୁ ଖସି ଆସିଛି । ୧୫ଟି ସ୍ଥାନରେ…

ବାଲେଶ୍ୱରରେ ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଓଭରବ୍ରିଜ୍ । ବ୍ରିଜ୍ ଭୁଶୁଡ଼ିବାରୁ ଛିଡ଼ିଗଲା ରେଲୱେ ବିଦ୍ୟୁତ୍ ତାର,…

କନକ ବ୍ୟୁରୋ: ବାଲେଶ୍ୱରରେ ବଡ଼ ଅଘଟଣ । ଭୁଶୁଡ଼ି ପଡ଼ିଲା ନିର୍ମାଣଧିନ ରେଳ ଓଭରବ୍ରିଜ୍ । କିଛି ସମୟପୂର୍ବେ ବାଲେଶ୍ୱର ଶୋଭାରାମପୁର ଠାରେ ନିର୍ମାଣଧୀନ ରେଳ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସୂଚନା ମୁତାବକ, ଓଭରବ୍ରିଜର କାର୍ଯ୍ୟ ଚାଲୁଥିବାବେଳେ ୩ଟି ଉପର ସ୍ଲାବ୍ ଖସିପଡ଼ିଛି । ରେଲୱେ କ୍ରସିଂ…

ରାଜଧାନୀରେ ଚାଞ୍ଚଲ୍ୟ ! ଭୁବନଶ୍ୱରରେ କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଂଟ କମିଶନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।…

କନକ ବ୍ୟୁରୋ: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଂଟ କମିଶନର ଅର୍ଜ୍ଜୁନ ଧଳଙ୍କ ମୃତ ଦେହ ଉଦ୍ଦାର । ବରମୁଣ୍ଡା ସ୍ଥିତ ବାସଭବନରୁ ଅଜ୍ଜୁନଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।…

ବାଲିଗୁଡା ଆରଟିଆଇ କର୍ମୀ ଅଭିମନ୍ୟୁ ହତ୍ୟା ଘଟଣାର ପର୍ଦ୍ଦାଫାସ: ୫ ଅଭିଯୁକ୍ତ ଗିରଫ, ମାର୍କେଟ କମ୍ପେ୍ଲସ ବିବାଦରୁ…

କନକ ବ୍ୟୁରୋ: କନ୍ଧମାଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପର୍ଦ୍ଦାଫାସ କଲା ପୋଲିସ୍ । ମାର୍କେଟ କମ୍ପେ୍ଲସ ଉଚ୍ଛେଦକୁ ନେଇ ଅଭିମନ୍ୟୁଙ୍କର ବିଶ୍ୱଜିତ୍ ପାତ୍ରଙ୍କ ସହ ବିବାଦ ରହିଥିଲା । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ରାସ୍ତାରୁ ହଟାଇବା ପାଇଁ…

ଭୁବନେଶ୍ୱର ସପିଂମଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ୨ ଅଭିଯୁକ୍ତ ସୁରକ୍ଷା କର୍ମୀ ଗିରଫ । କାଲି ଖବର ସଂଗ୍ରହ…

କନକ ବ୍ୟୁରୋ: ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ । ଏହି ଦୁଇଜଣ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଗତକାଲି ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ…

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା । ଗାଡି ପାର୍କିଂ ପାଇଁ ପ୍ରସ୍ତୁତ ହେଲା ୨ଦିନିଆ ରୁଟ୍…

କନକ ବ୍ୟୁରୋ: ନୂଆବର୍ଷକୁ ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ସଜେଇ ହେଉଛି ଶ୍ରୀମନ୍ଦିର । ନୂଆବର୍ଷ ପାଇଁ ନବ ନିର୍ମିତ ସେଡ୍କୁ ଅଧିକ ଆକର୍ଷଣୀୟ କରାଯାଇଛି। ଫୁଲ କୁଣ୍ଡ ସଜାକାମ ସରିଥିବା ବେଳେ ସେଡ୍ ଉପରେ ଫୁଲ ସଜାହେଉଛି। ଏହି ବାଟ ଦେଇ ଭକ୍ତମାନେ ଯିବା ବେଳେ ସେମାନଙ୍କ ମନରେ…