Daily Archives

December 26, 2019

ଆକାଶରେ ଚାଲିଛି ଛାଇ ଆଲୁଅର ଖେଳ । ଖାଲି ଆଖିରେ ଦେଖନ୍ତୁ ନାହିଁ ସୂର୍ଯ୍ୟୋପରାଗ ।

କନକ ବ୍ୟୁରୋ : ଆରମ୍ଭ ହୋଇଛି ବିରଳ ବଳୟ ସୂର୍ଯ୍ୟୋପରାଗ । ଏହି ମହାଜାଗତିକ ଦୃଶ୍ୟ ସମଗ୍ର ଓଡ଼ିଶାରେ ଆଂଶିକ ଭାବେ ଦେଖାଯାଉଛି । ଓଡ଼ିଶାରେ ସକାଳ ୮ଟା ୧୯ ମିନିଟ୍‌ରୁ ଆରମ୍ଭ ହୋଇଛି ଏବଂ  ପୂର୍ବାହ୍ନ ୧୧ଟା ୨୮ ମିନି୍‌ଟରେ ଶେଷ ହେବ। ଏଠାରେ ଆମେ ଆପଣଙ୍କୁ ସଚେତନ କରାଇ ଦେଉଛୁ କି…

ସୂର୍ଯ୍ୟପରାଗର ପ୍ରକ୍ରିୟା ଆରମ୍ଭ : ମହାକାଶରେ ଆରମ୍ଭ ହେଲା ମହାଜାଗତିକ ଦୃଶ୍ୟ । ବିଭିନ୍ନ ସ୍ଥାନରୁ ଆସିଲା…

୨୬ ଡିସେମ୍ବର ୨୦୧୯ର ଅନ୍ତିମ ସୂର୍ଯ୍ୟପରାଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହା ହେଉଛି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୬ ଜାନୁଆରୀରେ ହୋଇଥିଲା । ଦ୍ୱିତୀୟ ସୂର୍ଯ୍ୟପରାଗ ୨ ଜୁଲାଇରେ ଲାଗିଥିଲା । ଆଜି ହୋଇଥିବା ସୂର୍ଯ୍ୟପରାଗରେ ତିନି ଘଣ୍ଟା ଧରି ଜାରି…

ମହାକାଶରେ ଆରମ୍ଭ ହେଲା ମହାଜାଗତିକ ଦୃଶ୍ୟ । ଆରମ୍ଭ ହେଲା ସୂର୍ଯ୍ୟୋପରାଗ, ତିନି ଘଣ୍ଟା ଧରି ଜାରି ରହିବ ଛାଇ ଆଲୁଅ…

କନକ ବ୍ୟୁରୋ : ମହାକାଶରେ ଆରମ୍ଭ ହେଲା ମହାଜାଗତିକ ଦୃଶ୍ୟ । ଆରମ୍ଭ ହେଲା ସୂର୍ଯ୍ୟୋପରାଗ ପ୍ରକ୍ରିୟା । ଏହା ଚଳିତ ଦଶନ୍ଧିର ଶେଷ ସୂର୍ଯ୍ୟୋପରାଗ ହେବ । ଏଥର ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେଉଥିବା ବେଳେ ଦକ୍ଷିଣ ଭାରତର କିଛି ଅଂଚଳରେ ଏହା ବଳୟ ସୂର୍ଯ୍ୟୋପରାଗ ଭାବେ ଦୃଶ୍ୟମାନ ହେବ । ସକାଳ…

ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା । ୨୭ ରାତିରୁ ଲେଉଟିବ ଶୀତ, ୧୧ ଜିଲ୍ଲାରେ…

କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ । ଉତ୍ତର ପଶ୍ଚିମ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ‌କୋହଲା ରହିବା ସହ ବର୍ଷା ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଆଜି ଭଳି ଥଣ୍ଡା ଜାରି ରହିବ । ଫୁଲବାଣୀ ଓ…

ଓଡିଶାକୁ ଖ୍ରୀଷ୍ଟମାସ୍ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ସେନା ମୁଖପାତ୍ର : ଭାରତରେ ଏତେ ରାଜ୍ୟ ଥାଉ ଥାଉ ଖାଲି ଓଡିଶାକୁ…

କେନ୍ଦ୍ର ସରକାର କାଶ୍ମୀରରୁ ୩୭୦ଧାରା ଉଚ୍ଛେଦ, ସିଏଏ ଲାଗୁ କରିବା ପରେ ପାକିସ୍ତାନ ଭାରତ ପଛରେ ପଡ଼ିଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବାକୁ ବିଭିନ୍ନ ସମୟରେ ବୟାନବାଜି ଜାରି ରଖିଛି। ହେଲେ ଏବେ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବା ବାହାନାରେ ପାକିସ୍ତାନ ସେନାର ମୁଖପାତ୍ର…

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ । ରାଜ୍ୟପାଳ ରଖିବେ ପ୍ରାରମ୍ଭିକ ଅଭିଭାଷଣ ।

କନକ ବ୍ୟୁରୋ : ୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ ଫେବ୍ରୁଆରୀ ପ୍ରଥମ ସପ୍ତାହ‌ରେ ବସିବ । ଏହା ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା (୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିବେଶନ ପ୍ରାରମ୍ଭରେ ଅଭିଭାଷଣ ପ୍ରଦାନ କରିବେ ।…