Daily Archives

December 22, 2019

କର୍ମଚାରୀଙ୍କୁ ୧୦ ଟଙ୍କାରେ ପେଟପୁରା ଖାଦ୍ୟ ଯୋଗାଇବ ମୁମ୍ବାଇ ମହାନଗର ନିଗମ : କର୍ମଚାରୀଙ୍କ ପାଇଁ ୧୦ ଟଙ୍କିଆ…

ମୁମ୍ବାଇ ମହାନଗର ନିଗମ (ବିଏମସି) ନିଜର କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ବିଏମସି ମେୟର କିଶୋରୀ ପେଦନେକର ଏହାର ଶୁଭାରମ୍ଭ କରିଛନ୍ତି। ଏହି ଖାଦ୍ୟ ଥାଳିରେ ୨ ଟି ରୁଟି, ଭାତ, ଡ଼ାଲି ଓ ୨ ଟି ତରକାରୀ ମିଳିବ। ଗୋଟିଏ ଥାଳି…

‘ନାଗରିକତା ଆଇନ’କୁ ନେଇ ଦେଶରେ ହିଂସାତ୍ମକ ଆନ୍ଦୋଳନ ଜାରି । ଉତ୍ତରପ୍ରଦେଶରେ ୧୬ ମୃତ,୫୦୦ରୁ ଅଧିକ ଆହତ । ସରକାରୀ…

କନକ ବ୍ୟୁରୋ: ନାଗରିକତା ଆଇନକୁ ବିରୋଧ କରି ହେଉଥିବା ହିଂସାତ୍ମକ ପ୍ରତିବାଦରେ ୟୁପିରେ ମୃତ୍ୟୁସଂଖ୍ୟା ୧୬ରେ ପହଂଚିଛି । ଏପର୍ଯ୍ୟନ୍ତ ହିଂସାକାଣ୍ଡରେ ପ୍ରାୟ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ଭିତରେ ଅଢେଇଶହ ପୋଲିସ କର୍ମୀ ଅଛନ୍ତି । ଉତର ପ୍ରଦେଶର ୨୫ରୁ ଅଧିକ ସହରରେ ଶନିବାର…

ଦିଲ୍ଲୀରେ ଆଜିି ‘ଧନ୍ୟବାଦ ମୋଦି ରାଲି’ । ରାମଲୀଳା ମୈଦାନରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ୨୦୨୦ ଦିଲ୍ଲୀ…

କନକ ବ୍ୟୁରୋ: ଦିଲ୍ଲୀରେ ମୋଦିଙ୍କ ପାଇଁ ମହାରାଲି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ବପିଜେପି କରୁଛି ‘ଧନ୍ୟବାଦ ମୋଦି ରାଲି’ । ଦିନ ୧୧ଟା ବେଳେ ଦିଲ୍ଲୀ ରାମଳୀଳା ମୈଦାନରେ ହେବ ଏହି ମହାରାଲି । କୁହାଯାଉଛି ଆଗାମୀ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ…

ଜାଣନ୍ତୁ କେଉଁ ମସିହାରେ ଜନ୍ମିତ ବ୍ୟକ୍ତିଙ୍କୁ ମନାଯିବ ଭାରତୀୟ ନାଗରିକ । ସ୍ପଷ୍ଟ କଲା ଗୃହ ମନ୍ତ୍ରାଳୟ

ସାରା ଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତେଜନା ଜାରି ରହିଛି। କେବଳ ସିଏଏ ନୁହେଁ ପୂର୍ବରୁ ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)କୁ ନେଇ ମଧ୍ୟ ଥମିନି ବିବାଦ। ଏବେ ଏନଆରସି ସମ୍ପର୍କରେ ଗୃହମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଗୁରୁତ୍ବପୂର୍ଣ୍ଣ ସୂଚନା। ଗୃହ ମନ୍ତ୍ରଣାଳୟ…

କଟକରେ କାକର ଚିନ୍ତା…ବାରବାଟୀ ମୁକାବିଲାରେ ବାଧକ ସାଜିପାରେ କାକର…ଉଭୟ ଦଳରେ ପରିବର୍ତ୍ତନ ଆଶା

କନକ ବ୍ୟୁରୋ: ଆଜି ବାରବାଟୀ ମୁକାବିଲାରେ ଉଭୟ ଦଳ ପାଇଁ ଚିନ୍ତାର କାରଣ ହୋଇପାରେ କାକର । ଅଭ୍ୟାସ ପରେ ଭାରତୀୟ ଯୁବ ତାରକା ଶ୍ରେୟସ୍ ଆୟର ମଧ୍ୟ ଏକଥା ସ୍ବୀକାର କରିଥିଲେ। ଶୀତ ଦିନରେ କଟକରେ ରାତିରେ ପ୍ରବଳ କାକର ପଡ଼ୁ ଥିବାରୁ ଟସର ଗୁରୁତ୍ବ ବଢ଼ିଯିବ। ଶୃଙ୍ଖଳାର ପ୍ରଥମ ଦୁଇ ମୁକାବିଲାରେ…

ବାରବାଟୀ ଲଢେଇ ପାଇଁ ସରିଛି ସମରସଜ୍ଜା…ଆଉ ମାତ୍ର କେଇ ଘଂଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍…

କନକ ବ୍ୟୁରୋ: ବାରବାଟୀର ବଡ଼ ଲଢ଼େଇ ଲାଗି ସମରସଜ୍ଜା ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆରମ୍ଭ ହୋଇଯିବ କ୍ରିକେଟ୍ ସମର। ଐତିହାସିକ ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟ୍ଇଣ୍ଡିଜ୍ ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ୍। ଆଜିର ଏହି ବହୁ ପ୍ରତୀକ୍ଷିତ ଟ୍ରଫି ଟକ୍କର ଲାଗି ପଡ଼ିଆ, ପିଚ୍ ଓ…