Daily Archives

December 19, 2019

ବାରବାଟୀ ମ୍ୟାଚ ପାଇଁ କାଉଂଟରରେ ଚାଲିଛି ଟିକେଟ ବିକ୍ରି : ଟିକେଟ୍ କିଣିବାକୁ ଧାଡି ଲଗାଇଛନ୍ତି କ୍ରିକେଟ ପ୍ରେମୀ

କନକ ବ୍ୟୁରୋ : ବାରବାଟୀ ମ୍ୟାଚ ପାଇଁ କାଉଂଟରରେ ଚାଲିଛି ଟିକେଟ୍ ବିକ୍ରି । ଟିକେଟ କିଣିବାକୁ ଭିଡ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ କାଉଂଟରରୁ ଟିକେଟ୍ କିଣୁଛନ୍ତି । ତେବେ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକଟ କିଣିପାରିବ  । ଏଥର ବାରବାଟୀରେ ୧୨ଟି…

ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ୧୪ ଜିଲ୍ଲା ହୋଇଥିଲା ପ୍ରଭାବିତ ! ରାଜ୍ୟରେ ମୋଟ ଦେଢ କୋଟିରୁ ଅଧିକ ଲୋକ ହୋଇଥିଲେ…

ସାମୁଦ୍ରିକ ଝଡ଼ ‘ଫୋନି’ ଯୋଗୁଁ ଉପକୂଳ ଓଡ଼ିଶାର ୧୪ଟି ଜିଲ୍ଲାରୁ ୧,୫୦,୫୪,୩୨୧ ଜଣ ପ୍ରଭାବିତ ହୋଇଥିବା ଜଣାପଡିଥିଲା । ଷ୍ଟେଟ ଏମର୍ଜେନସି ଅପରେସନ୍ ସେଣ୍ଟର ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ ଏହା କୁହାଯାଇଥିଲା । ରିପୋର୍ଟ ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର,…

ଭୟଙ୍କର ବାତ୍ୟା ଫୋନି ଉଜାଡିଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ : ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ମିଳିନଥିଲା ପତ୍ତା ,…

ପ୍ରଳୟଙ୍କାରୀ ବାତ୍ୟା ଫୋନିର କରାଳ ରୁପ ଉଜାଡି ଦେଇଥିଲା ବାଲୁଖଣ୍ଡ ଅଭୟାରଣ୍ୟ । କେଇ ମୁହୂର୍ତ୍ତ ମଧ୍ୟରେ ପୁରା ଖିନବିନ ହୋଇଯାଇଥିଲା ଏହି ବନାଂଚଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ଖୋଜ ଖବର ମିଳିନଥିଲା । ସେତେବେଳେ ବଡ଼ ପ୍ରଶ୍ନ…

୨୦ ଲକ୍ଷ ଗଛ ପାଇଁ ୨୦ ବର୍ଷ : ପ୍ରଳୟଙ୍କାରୀ ବାତ୍ୟା ଫୋନି ଉଜାଡିଦେଇଥିଲା ୨୦ ଲକ୍ଷ ଗଛ , ପୁନରୁଦ୍ଧାର ପାଇଁ ୨୦ ବର୍ଷ…

ପ୍ରଳୟଙ୍କାରୀ ବାତ୍ୟା ଫୋନିରେ ପ୍ରାୟ ୨୦ ଲକ୍ଷ ଗଛ ନଷ୍ଟ ହୋଇଯାଇଥିଲା । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦ ବର୍ଷ ସମୟ ଲାଗିବ ବୋଲି କହିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ତଥାପି ଫୋନିର ତାଣ୍ଡବରେ ନଷ୍ଟଭ୍ରଷ୍ଟ ହୋଇଥିବା ଗଛ ଗୁଡ଼ିକର ପୁନରୁଦ୍ଧାର କରିହେବ…

ସାରା ଦେଶରେ ସିଏଏ ନିଆଁ : ଆସାମରେ ଫସିଛନ୍ତି ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌, ହିଂସା ଥମିଲା ପରେ ସ୍ୱତନ୍ତ୍ର ଟ୍ରେନରେ…

କନକ ବ୍ୟୁରୋ : ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ଉଗ୍ରରୂପ ଧାରଣ କରିଛି ।  ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସେଠାରେ ଲାଗି ରହିଥିବା ଆନ୍ଦୋଳନ ଓ କର୍ଫ୍ୟୁ ଯୋଗୁଁ ୬୫ ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌ ଗୌହାଟିରେ ଫସି ରହିଛନ୍ତି । ଏହି ୬୫ ଜଣ…

ବାରବାଟୀ ମ୍ୟାଚ ପାଇଁ ବଢିଲା ଉତ୍କଣ୍ଠା : ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ୍,ଭିଡକୁ…

କନକ ବ୍ୟୁରୋ : ବାରବାଟି ମ୍ୟାଚ ପାଇଁ ବଢ଼ିଲା ଉତ୍କଣ୍ଠା । ରାତି ଅନିଦ୍ରା ହୋଇ କାଉଣ୍ଟରରେ ଟିକେଟ୍ କିଣିବା ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଉ କିଛି ସମୟ ପରେ ଖୋଲିବ ବାରବାଟୀର ଟିକଟ କାଉଣ୍ଟର । ନିଜର ଆବଶ୍ୟକ ପରିଚୟପତ୍ର ଦେଖାଇ ଜଣେ ବ୍ୟକ୍ତି କାଉଣ୍ଟରରୁ ସର୍ବାଧିକ…