Daily Archives

December 19, 2019

ବିଶ୍ୱାସରେ ଭଗବାନ…ବରାହଜୀଉଙ୍କ ପୀଠରେ ଦେଖିବାକୁ ମିଳେ ଇଶ୍ୱରଙ୍କ ଅଲୌକିକ ମହିମା…ରହସ୍ୟରେ ଭରା ଏହି…

କନକ ବ୍ୟୁରୋ: ପୃଥିବୀରେ ମନୁଷ୍ୟ କେତୋଟି ମୌଳିକ ଚିନ୍ତାଧାରାକୁ ନେଇ ତାର ଜୀବନ ଧାରଣର ମାନ ପ୍ରସ୍ତୁତ କରିଥାଏ । ତା ମଧ୍ୟରେ ଅନ୍ୟତମ ବିଶ୍ୱାସ ଆଉ ଏହି ବିଶ୍ୱାସ ହିଁ ଭଗବାନ । ତେବେ ଭଗବାନଙ୍କ ଏହି ସୃଷ୍ଟିରେ ବହୁତ କିଛି ଅଲୌକିକ ଘଟଣା ରହିଛି । କାହାକୁ ନେଇ ମନୁଷ୍ୟ ତାର ଦୈନନ୍ଦିନ…

ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ପ୍ରସ୍ତୁତ ହେଉଛି ଖାଦ୍ୟ : ବିସିସିଆଇରୁ ଆସିଛି ସ୍ୱତନ୍ତ୍ର…

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ଖାଦ୍ୟ । ହୋଟେଲ ମେଫେୟାରରେ ରହଣି ସମୟରେ ଖେଳାଳିମାନେ ଏହି ଖାଦ୍ୟ ଖାଇବେ । ସେହିପରି ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ର ଭାବେ ସଜା ଯାଇଛି । ବିସିସିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶ ଅନୁସାରେ ହୋଟେଲ ମେଫେୟାରରେ…

ଆକୃଷ୍ଟ କରୁଛି ହଦଗଡ଼ ଡ୍ୟାମ୍ : ନଭଶ୍ଚୁମ୍ଭୀ ପାହାଡ ସାଙ୍ଗକୁ ମନୋରମ ପରିବେଶ, ଆଖି ଝଲସିଯିବା ପରି ଜଳଧାରରେ ଗାଧୋଇ ମଜା…

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁ ଆସିଲେ ସମସ୍ତଙ୍କର ମନେପଡ଼େ କେନ୍ଦୁଝର ଜିଲ୍ଲା । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳେ ଏଠାରେ ରହିଥିବା ଡ୍ୟାମଗୁଡ଼ିକର ଅବସ୍ଥିତି ବି କମ୍ ମନୋରମ ନୁହେଁ  । ଘନ ସବୁଜ ବନାନୀ,ନଭଶ୍ଚୁମ୍ଭୀ ପାହାଡ ସାଙ୍ଗକୁ ଆଖି…

ବିଶ୍ୱ ଦେଖିଥିଲା ନବୀନଙ୍କ ଶାସନତନ୍ତ୍ରର ଝଲକ। ନ୍ୟାସନାଲ୍ ଜିଓଗ୍ରାଫିକ ଚ୍ୟାନେଲରେ ବାତ୍ୟା ‘ଫୋନି’ ମୁକାବିଲାର ସଫଳ…

ବିଶ୍ୱ ଦେଖିଲା ନବୀନଙ୍କ ଶାସନତନ୍ତ୍ରର ଝଲକ । ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲେ ବିଶ୍ୱବାସୀ । ନବୀନଙ୍କୁ ନେଇ ସୁଟିଂ ହୋଇଥିବା ସ୍ୱତନ୍ତ୍ର ସୋ’ରେ ଫୋନି…

ରାୟଗଡା ଗୁଣପୁରରେ ଖୋଲିଛି ମଣ୍ଡି, ହେଲେ ଚାଷୀ ବିକ୍ରି କରିପାରୁନି ଧାନ : ନାମ ପଞ୍ଜିକରଣ ହୋଇନଥିବାରୁ ଟୋକନ…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାରେ ଧାନମଣ୍ଡିକୁ ନେଇ ଚାଷୀଙ୍କ ସମସ୍ୟା ବଢିଯାଇଛି । ପ୍ରଥମେ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଧାନମଣ୍ଡି ଖୋଲିଥିଲା । ଏବେ ମଜୁରି ବଢାଇବା ଦାବିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଯୋଗୁଁ ମଣ୍ଡିଗୁଡିକରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ଏବେ ଟାର୍ଗେଟ ଆଳରେ…

ପୁଲୱାମା ଆତଙ୍କୀ ହମଲା: ଭୟଙ୍କର ବିସ୍ଫୋରଣରେ ସହିଦ ହୋଇଯାଇଥିଲେ ୪୪ ଜଣ ଯବାନ: ପ୍ରତିଜବାବରେ ପାକିସ୍ତାନରୁ ଛଡାଇ…

କନକ ବ୍ୟୁରୋ: ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଫେବ୍ରୁଆରୀ ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ୪୪ ଜଣ ଭାରତୀୟ ଯବାନ । ଯାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯିବା ସହ ପ୍ରତିଶୋଧରେ ନିଆଁରେ ଜର୍ଜରିତ ହୋଇଉଠିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ…