Daily Archives

October 24, 2019

ମା’ ଗଜଲକ୍ଷ୍ମୀଙ୍କୁ ବିଦାୟ : ବର୍ଷାରେ ଭସାଣୀର ମଜା ଇଠାଇଲେ ଲୋକେ

କନକ ବ୍ୟୁରୋ : ବୁଧବାର ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭସାଣୀ ସମାରୋହରେ ସଂପନ୍ନ ହୋଇଛି । ଭସାଣି ଶୋଭାଯାତ୍ରା ନୃତ୍ୟଗୀତ-ବାଦ୍ୟରେ ଦୁଲୁକି ଉଠିଥିଲା ଅନୁଗୁଳ । ତେବେ ବର୍ଷା ଯୋଗୁଁ ଅନ୍ୟ ବର୍ଷ ଭଳି ସେତେଟା ଭିଡ଼ ହୋଇନଥିଲା । ତେବେ ଲୋକେ ବର୍ଷାରେ ଭିଜି କାର୍ଯ୍ୟକ୍ରମର ବେଶ୍…

ଆହୁରି ୨ ଦିନ ଧରି ପ୍ରବଳ ବର୍ଷା : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି,…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ବୁଧବାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ହୋଇଥିବାବେଳେ ଆଜି ମଧ୍ୟ ବର୍ଷା ଲାଗି ରହିଛି । ଆଜି ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରୁସୁଗୁଡା, ସୁନ୍ଦରଗଡ, ଦେବଗଡ , ଅନୁଗୁଳ, କେଉଁଝର, ପୁରୀ,…

ବିଜେପୁରରେ କିଏ ମାରିବ ବାଜି? ସକାଳ ୮ଟାରେ ହେବ ଭୋଟ ଗଣତି, ଅପରାହ୍ଣ ସୁଧା ସ୍ପଷ୍ଟ ହେବ ଚିତ୍ର

କନକ ବ୍ୟୁରୋ: ଆଜି ଆସିବ ବିଜେପୁର ବିଧାନସଭା ଉପନିର୍ବାଚନର ଫଳ । ପଦ୍ମପୁରରେ ଥିବା ଆରଏମସି  ପରିସରରେ ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ହେବ ଗଣତି । ୧୦୩ ଜଣ ଅଧିକାରୀ ଗଣତି କରିବେ । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହିବେ । ଗଣତି…