Daily Archives

October 24, 2019

ବିଜେପୁର ନିଷ୍ପତ୍ତି : ପ୍ରଥମ ରାଉଣ୍ଡରେ ବିଜେଡ଼ି ଆଗୁଆ, ବିଜେଡ଼ି ପ୍ରାର୍ଥୀ ରୀତା ସାହୁଙ୍କୁ ମିଳିଛି ୭୦୦୫ ଖଣ୍ଡ ଭୋଟ

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ଭୋଟ୍ ଗଣତି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ପ୍ରାଥମିକ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପି ପ୍ରାର୍ଥୀ…

ଶକ୍ତି ଦେଲା ଶିବସେନା । ଦମ୍ ଦେଖାଇଲେ ଦେବେନ୍ଦ୍ର । ଦ୍ୱିତୀୟଥର ପାଇଁ ‘ପଦ୍ମ’ ପକେଟକୁ ଯାଇପାରେ ମହାରାଷ୍ଟ୍ର ।

କନକ ବ୍ୟୁରୋ: ପୁଣି ମହାରାଷ୍ଟ୍ରର ମଙ୍ଗ ଧରିପାରେ ବିଜେପି । ଆଉ ପୁର୍ନବାର ଦେବେନ୍ଦ୍ର ଫଡନଭିସଙ୍କ ଦବଦବା ବଜାୟ ରହିପାରେ ବୋଲି ପ୍ରାଥମିକ ଟ୍ରେଣ୍ଡରୁ ଜଣାପଡୁଛି । ୨୮୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେପି-ଶିବସେନା ମେଣ୍ଟ ଦଳ ଆଗୁଆ ଥିବାବେଳେ…

ଆହୁରି ୨ ଦିନ ପ୍ରବଳ କାଚିବ: ଘଡଘଡି ସହ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ ସୂଚନା; ଲଗାଣ ବର୍ଷା ପାଇଁ ୪ ଜିଲ୍ଲାର…

କନକ ବ୍ୟୁରୋ : ବର୍ଷା ପାଇଁ ସ୍କୁଲ ଛୁଟି । ଲଗାଣ ବର୍ଷା ପାଇଁ ଗଂଜାମ, ଗଜପତି ,ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ରାଜ୍ୟରେ ଗତକାଲି ଠାରୁ ବର୍ଷା ଲାଗିରହିଥିବା ବେଳେ ଗଂଜାମ, ଗଜପତି,ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି…

ଜାରି ରହିଛି ପ୍ରବଳ ବର୍ଷା : ପୂର୍ବତଟ ରେଳ ସେବା ପ୍ରଭାବିତ

କନକ ବ୍ୟୁରୋ : ଅତି ପ୍ରବଳ ବର୍ଷା ଯୋଗୁଁ ପୂର୍ବତଟ ରେଳବାଇ ସେବା ଖୁବ୍‌ ପ୍ରଭାବିତ ହୋଇଛି । ଗତକାଲି ଠାରୁ ବର୍ଷା ଲାଗି ରହିଥିବା କାରଣରୁ ପଲାସା ଏବଂ ବିଜିଆନଗରମ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ରେ ପାଣି ଜମି ରହିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରୁଛି । ବିଜୟନଗରମ୍‌ ଠାରେ…

ଏ ଯୁଗର ଶ୍ରବଣ କୁମାର : ମା’ଙ୍କୁ ତୀର୍ଥ ଭ୍ରମଣ କରାଇବା ପାଇଁ ଛାଡ଼ିଲେ ଚାକିରି, ୨୦ ବର୍ଷର ପୁରୁଣା ବଜାଜ୍ ଚେତକ…

କନକ ବ୍ୟୁରୋ : ଆଉ ଜଣେ ଶବଣ କୁମାର । ମହୀଶୂରର ଜଣେ ବ୍ୟକ୍ତି ନିଜ ମା’ଙ୍କୁ ସ୍କୁଟରରେ ତୀର୍ଥଯାତ୍ରା କରାଇଛନ୍ତି । ୩୭ ବର୍ଷୀୟ ଡି କୃଷ୍ଣ କୁମାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । କୃଷ୍ଣ କୁମାର ତାଙ୍କର ୭୦ ବର୍ଷୀୟା ମା’ଙ୍କୁ ସ୍କୁଟରରେ ବସାଇ ତୀର୍ଥଯାତ୍ରା କରାଇବା ଫଟୋ…

ସ୍ୱିଗିରୁ ଖାଦ୍ୟ ଅର୍ଡର କଲେ କିନ୍ତୁ ଗ୍ରହଣ କଲେନାହିଁ ଗ୍ରାହକ ! କାରଣ ଥିଲା ଅଣହିନ୍ଦୁ ଡେଲିଭରି ବୟ ଆଣିଥିଲେ ଖାଦ୍ୟ

ଜଣେ ଅଣହିନ୍ଦୁ ଡେଲିଭରି ବୟ ଆଣିଥିବାରୁ ‘ସ୍ୱିଗି’ ଦ୍ୱାରା ଖାଦ୍ୟ ବରାଦ ଦେଇଥିବା ହାଇଦ୍ରାବାଦର ପୁରୁଣା ସହର ଅଞ୍ଚଳର ଜଣେ ଗ୍ରାହକ ତାହା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଘଟଣାଟି ସୋମବାର ରାତିରେ ଘଟିଥିଲେ ବି ୩୨ ବର୍ଷିୟ ଡେଲିଭରି ବୟ ମୁଦାସିର ଓମାର ଶାଲିବନ୍ଦା ଥାନାରେ ଅଭିଯୋଗ…