Daily Archives

October 18, 2019

ବଢୁଛି ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ରହସ୍ୟ : ସରପଞ୍ଚ ସ୍ୱାମୀଙ୍କ ସହ ୫ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ 

କନକ ବ୍ୟୁରୋ : ଗେଷ୍ଟ ହାଉସରେ ମହିଳା ଭିଏଲଡବ୍ଲ୍ୟୁ  ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଧର୍ମଶାଳା ପୋଲିସ୍ । ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ସମେତ ଗେଷ୍ଟହାଉସରେ ଉପସ୍ଥିତ ଥିବା ୫ଜଣଙ୍କୁ ପୋଲିସ ପଚରାଉଚରା କରୁଛି । ସେହିପରି ଫରେନସିକ୍…

ଦୁଇ ଘଣ୍ଟାରେ ବଦଳିଗଲା ଚିତ୍ର, ଚକାଚକ୍ ହୋଇଗଲା କ୍ୟାପିଟାଲ ହସ୍ପିଟାଲ : ଫାଇବ୍-ଟି ସଚିବଙ୍କ ପରିଦର୍ଶନ ସୂଚନା ପାଇଁ…

କନକ ବ୍ୟୁରୋ : ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କେମିତି ଚାଲିଛି ରୋଗୀ ସେବା ସେ ନେଇ ଆଜି ତଦାରଖ କରିପାରନ୍ତି ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଆଉ ଫାଇଭ ଟି’ ସଚିବଙ୍କ ଆସିବା ନେଇ ଚର୍ଚ୍ଚା ହେବାର ଦୁଇ ଘଂଟା ମଧ୍ୟରେ ଚକଚକ ହୋଇଗଲା କ୍ୟାପିଟାଲ ହସ୍ପିଟାଲ । ଫାଇଭ-ଟି ସଚିବ ଭିକେ…

ମାସକୁ ମାସ ବ୍ୟାଙ୍କ୍ ଦୌଡ଼ି ଦୌଡ଼ି ପଦ୍ମଶ୍ରୀଙ୍କ ପାଦ ଥକିଗଲାଣି : ପାହାଡ଼ କାଟି ଜଳସେଚନ ବ୍ୟବସ୍ଥା କରିଥିବା…

କନକ ବ୍ୟୁରୋ : ଦିନ କେଇଟା ପୂର୍ବରୁ ଓଡ଼ିଶାର ଗଣପର୍ବ ଦୁର୍ଗାପୂଜା ସରିଛି। ଏଇ ଦୁର୍ଗା ପୂଜାବେଳେ ଲୁଙ୍ଗି ଗାମୁଛା ଖଣ୍ଡେ କିଣିବାକୁ ମନ ବଳାଇଥିବା ଦୈତାରୀ ଗତ ୬ ତାରିଖରେ ଆସିଥିଲେ କେନ୍ଦୁଝରସ୍ଥିତ ଷ୍ଟେଟବ୍ୟାଙ୍କକୁ। ବ୍ୟାଙ୍କରେ ଥିବା ଜମାଖାତା ଦେଖିଥିଲେ। ଜମାଖାତାରେ ଟଙ୍କା ନ ଥିଲା।…

ପିପିଲିରେ ଏନକାଉଣ୍ଟର । ପୁଲିସ ଗୁଳିର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ, ବାଇକ୍ ସହ ଗୋଟିଏ ବନ୍ଧୁକ ଜବତ

କନକ ବ୍ୟୁରୋ: ପିପିଲିରେ ପୁଲିସ-ଅପରାଧୀ ଗୁଳିବିନିମୟ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ ଆହତ । ଭାଗୁକୁ ଗୁରୁତର ଅବସ୍ଥାରେ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲିରେ ପୁଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି। ଆହତ…

ଫନି ପ୍ରଭାବିତଙ୍କୁ ମିଳିବ ଘର : ୧୪ ଜିଲ୍ଲାର ୧୨ ଲକ୍ଷ ୭୫ ହଜାର ପରିବାର ଚିହ୍ନଟ, କେନ୍ଦ୍ରକୁ ହିତାଧିକାରୀଙ୍କ ତାଲିକା…

କନକ ବ୍ୟୁରୋ : ଫନି ପ୍ରଭାବିତ ୧୪ଟି ଜିଲ୍ଲାରେ ୧୨ ଲକ୍ଷ ୭୫ ହଜାର କ୍ଷତିଗ୍ରସ୍ତ ପରିବାରକୁ ବାସଗୃହ ଯୋଗାଇ ଦିଆଯିବ । ହିତାଧିକାରୀ ଚୟନ କରି କେନ୍ଦ୍ର ସରକାରଙ୍କୁ ତାଲିକା ପଠାଇଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ହିତାଧିକାରୀଙ୍କୁ ଘର ତିଆରି କରିବା ପାଇଁ ଅର୍ଥ ପ୍ରଦାନ କରାଯିବ । ପଂଚାୟତି…

ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ ବଳୟ : ଅକ୍ଟୋବରରେ ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ତାମିଲନାଡ଼ୁ, କେରଳ ସମେତ ଉପକୂଳ…

କନକ ବ୍ୟୁରୋ : ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପତବର୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଅକ୍ଟୋବର ମାସରେ ଓଡ଼ିଶା…