Daily Archives

February 4, 2019

ମମତାଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ ! ଚିଟଫଣ୍ଡ୍ ତଦନ୍ତରେ ବାଧା ଦେଉଥିବା ଅଭିଯୋଗ

କନକ ବ୍ୟୁରୋ : କୋଲକାତା ମେଟ୍ରୋ ସିନେମା ହଲ୍ ଆଗରେ ଟିଏମସି ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ମମତା ବାନାର୍ଜୀ । ଗତ ରାତି ପ୍ରାୟ ୮ଟାବେଳୁ ଧାରଣାରେ ବସିଛନ୍ତି ମମତା । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ ଧାରଣା…

ଭାଇରାଲ ହେଲା ନବୀନଙ୍କ ନାରା ! ମୁଖ୍ୟମନ୍ତ୍ରୀ ପଚାରୁଛନ୍ତିି, ‘ଆପଣମାନେ ଖୁସି ତ’  

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି ନବୀନଙ୍କ ନାରା- ଆପଣ ମାନେ ଖୁସି ତ ।  ସୋସିଆଲ ମିଡିଆରେ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ରାସ୍ତାଘାଟରେ ମଧ୍ୟ ଏହି ନାରା ଯୁବକ ଯୁବତୀ ମାନେ ଦୋହରାଉଥିବାର ଦେଖିବାକୁ ମିଳୁଛି ।ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଏଭଳି…

ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ! ଦୀର୍ଘଦିନ ଧରି ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ : ୭୨ ବର୍ଷ ବୟସରେ କଂଗ୍ରେସର ବରିଷ୍ଠ ନେତା ତଥା ଓଡ଼ିଶାର ପୂର୍ବତନ ପୂର୍ବତନ ମନ୍ତ୍ରୀ ହରିହର  କରଣଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ ହରିହର  କରଣ ।…

ବେକାରୀଙ୍କ ପାଇଁ ଖୁସି ଖବର : ମାର୍ଚ୍ଚ୧ରୁ ଏହି ରାଜ୍ୟର ଯୁବପିଢ଼ିଙ୍କୁ ମିଳିବ ବେକାରୀ ଭତ୍ତା

ରାଜସ୍ଥାନର ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟର ଶିକ୍ଷିତ ବେକାରୀ ଯୁବପିଢ଼ିଙ୍କୁ ୩ହଜାର ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ ଟଙ୍କା ପ୍ରତି ମାସ ର ବେକାରୀ ଭତ୍ତା ଦେବାକୁ ଯାଉଛି । ଏହି ବେକାରୀ…

କୋଲକାତାରେ ହାଇଭୋଲଟେଜ ଡ୍ରାମା ! ସିବିଆଇ ଜେରା ଉଦ୍ୟମ ଘଟଣାର ପ୍ରତିବାଦରେ ରାତିସାରା ଧାରଣାରେ ବସିଲେ ପଶ୍ଚିମବଙ୍ଗ…

କନକ ବ୍ୟୁରୋ : ରାତିସାରା ଧାରଣାରେ ବସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । କୋଲକାତା ମେଟ୍ରୋ ରେଳ ଷ୍ଟେସନ ଆଗରେ ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବାକୁ ଯାଇଥିବା ସିିବିଆଇକୁ ବିରୋଧ କରି ମମତା ବାନାର୍ଜୀ…

ଆରମ୍ଭ ହେଲା ଘୋଷଯାତ୍ରା ପ୍ରସ୍ତୁତି । ପରମ୍ପରା ଅନୁସାରେ ମାଘମାସରେ ରଥ ନିର୍ମାଣ ପାଇଁ ପ୍ରଥମେ ପୁରୀରେ ପହଞ୍ଚିଥାଏ…

କନକ ବ୍ୟୁରୋ : ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଆଜି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିବ ଚଳିତ ବର୍ଷର ପ୍ରଥମ ରଥକାଠ। ଏ ନେଇ ଦଶପଲ୍ଲା ବନାଂଚଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଗତକାଲି ସଂଧ୍ୟାରେ ୩ଗୋଟି ଟ୍ରକ୍ ଯୋଗେ ଚଢେୟାପଲ୍ଲୀ…