Daily Archives

January 19, 2019

ବିବାହ ମଣ୍ଡପରେ ମଦ୍ୟପ ବରକୁ ବାହା ହେବାକୁ ମନା କଲା କନ୍ୟା, ପୁଲିସ ଡାକି କରାଇଲା ଗିରଫ

ବାହାଘର ବେଶ୍ ଧୁମଧାମରେ ହେବ ବୋଲି ଜଣା ପଡୁଥିଲା। କନ୍ୟା ବି ପ୍ରସ୍ତୁତ ଥିଲା। ହେଲେ ଯେତେବେଳେ ବର କନ୍ୟା ଘରେ ପାଦ ଦେଲେ, ସେତେବେଳେ କନ୍ୟା ଜାଣିପାରିଲା ଯେ ଭାବି ସ୍ୱାମୀ ମଦ୍ୟପାନ କରିଛନ୍ତି। ଭାବି ସ୍ୱାମୀ ଜଣେ କନେଷ୍ଟବଳ। ଏହାପରେ ପୁଲିସ ମଦ୍ୟପ କନେଷ୍ଟବଳକୁ ଗିରଫ କରିଥିଲା।…

କୁମ୍ଭମେଳାର ‘ଅମୃତ’ କାହାଣୀ ! ପବିତ୍ର ତିଥୀରେ ଭକ୍ତିର ବୁଡ ‘କୁମ୍ଭମେଳା’, ଆସ୍ଥାର ଏକ ଅନନ୍ୟ ପରମ୍ପରା

କୁମ୍ଭମେଳା ହେଉଛି, ପୃଥିବୀର ସବୁଠାରୁ ବଡ ଧାର୍ମିକ ମେଳା । ଏହି ମେଳାରେ ନଦୀରେ ବୁଡ ପକାଇବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ସହିତ ଲୋକମାନେ ମଧ୍ୟ ଆସିଥାନ୍ତି । ଚଳିତ ବର୍ଷ କୁମ୍ଭମେଳା ପ୍ରୟାଗରାଜରେ ଆୟୋଜନ କରାଯାଉଛି । ଏହାର ମକରସଂକ୍ରାନ୍ତି ପରଠାରୁ ୧୫ ତାରିଖରୁ…

ମାଲକାନଗିରି ବଣ୍ଡାଘାଟିକୁ ପୋଲ ଅଡୁଆ ! କାମରେ ଆସୁନି ଝୁଲା ପୋଲ, ଭଙ୍ଗା କଲଭର୍ଟ ଏବେ ବି ଏକମାତ୍ର ଭରସା।

କନକ ବ୍ୟୁରୋ: କୋଟି କୋଟି ଟଙ୍କା ବ୍ୟୟରେ ଦୁର୍ଗମ ତଥା ମାଓ ଉପଦୃତ ଅଂଚଳରେ ନିର୍ମାଣ ହୋଉଛି ଝୁଲା ପୋଲ । ପୋଲ ଗୁଡିକର ଉଦଘାଟନ ମଧ୍ୟ କରିଛନ୍ତି ରାଜନେତା । ତେବେ ରାସ୍ତା ଘାଟ ନଥିବାରୁ ଅନେକ ସ୍ଥାନରେ ପୋଲ ନିର୍ମାଣ ହବା ଘଟଣା ଏବେ ସାମନା କୁ ଆସିଛି । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିକୁ…

‘ପିଠା’ ଯୋଜନାରୁ ମିଳିଲା ନୂଆ ସ୍ୱାଦ ! ‘ଆମ ଘରେ ଏଲଇଡି’ ଯୋଜନାରେ ହିତାଧିକାରୀଙ୍କୁ ମିଳିଲା ଏଲଇଡି ବଲବ ।

କନକ ବ୍ୟୁରୋ: ‘ପିଠା’ ଦେଲା ଏଲଇଡି ବଲବ୍ । ରାଜ୍ୟ ସରକାରଙ୍କର ପ୍ରତିଟି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପିଠା ଯୋଜନାରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅବସରରରେ ହିତାଧିକାରୀମାନଙ୍କୁ ଏଲଇଡି…

ଓଡିଶାର କିଛି ସ୍ୱାଧୀନତା ସଂଗ୍ରାମୀ ; ଯାହାଙ୍କ ପ୍ରେରଣାରେ ଓଡିଶାବାସୀଙ୍କ ମନରେ ଜଳି ଉଠିଥିଲା ଇଂରେଜ ବିରୋଧୀ ନିଆଁ 

ଜୟୀ ରାଜଗୁରୁ :  ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କ ଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶ ପତ୍ର ପଠାଇଥିଲେ ଜୟୀ ରାଜଗୁରୁ  । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ…

ଜିମରେ ୱାର୍କଆଉଟ୍ ସମୟରେ ଚାଲିଗଲା ଜଣେ ୨୮ ବର୍ଷୀୟ ଯୁବକଙ୍କ ଜୀବନ ! ସାବଧାନ, ଆପଣ କରୁ ନାହାଁନ୍ତି ତ ଏହି ଭୁଲ

ବ୍ୟସ୍ତବହୁଳ ଜୀବନରେ ଟିକେ ଫୁରସତ ପାଇଲେ କିଏ ବାହାରକୁ ବୁଲିବାକୁ ଚାଲିଯାଉଚି ତ ପୁଣି କେହି ଜିମକୁ । ଯଦି ବଡି ଫିଟନେସ କଥା କହିବା ତେବେ ଅଧିକାଂଶ ଯୁବପୀଢି ଯୋଗାଭ୍ୟାସ ଅପେକ୍ଷ ଜିମ୍ ଯିବାକୁ ବେଶି ପସନ୍ଦ କରିଥାନ୍ତି ।  ହେଲେ ଜିମକୁ ନେଇ ଏଭଳି ଏକ  ଖବର ସାମ୍ନାକୁ ଆସିଛି  ଯାହାକୁ…