Daily Archives

October 5, 2018

ପେଟରେ ଗ୍ୟାସ୍ ହେବାର ମୁଖ୍ୟ କାରଣ ହେଉଛି ଏହି ପରିବା ! ପ୍ରତିଦିନ ଖାଦ୍ୟରେ ସାମିଲ କରୁଥିଲେ ସାବଧାନ ହୋଇଯାଆନ୍ତୁ ।

ସାଧାରଣରେ ଏକ ବିଶ୍ୱାସ ରହିଛି ଯେ, ଆଳୁ ଖାଇଲେ ମଧୁମେହ ରୋଗଗ୍ରସ୍ତ ହେବାର ଆଶଙ୍କା ଥାଏ।ଏଥିପାଇଁ ଅନେକ ଲୋକ ଆଳୁର ଯଥାସମ୍ଭବ କମ୍ ଉପଯୋଗ କରିଥାନ୍ତି। ହେଲେ ଆଳୁ ଖାଇଲେ ଅନ୍ୟ କେତେକ ଶାରୀରିକ ସମସ୍ୟା ବି ଦେଖା ଦେଇଥାଏ। ଅଧିକ ମାତ୍ରାରେ ଆଳୁ ଖାଇଲେ ଗ୍ୟାସ୍ ସମସ୍ୟା ବଢ଼ିଥାଏ। ବିଶେଷ…

ପୁରୀ ଘଟଣାରେ ଷଡଯନ୍ତ୍ରର ଗନ୍ଧ ବାରିଲା ପୋଲିସ । ଲଙ୍କାକାଣ୍ଡ ପାଇଁ ଦୁର୍ବୃତ୍ତଙ୍କୁ ଦିଆଯାଇଥିଲା ୩୦ ପେଟି ନିଶା…

କନକ ବ୍ୟୁରୋ : ପୁରୀ ହିଂସାକାଣ୍ଡ ପଛରେ ଏକ ଭୟଙ୍କର ଷଡ଼ଯନ୍ତ୍ରର ଗନ୍ଧ ବାରିଛି ପୋଲିସ। ମୁଖ୍ୟ ଖଳନାୟକ ଓ ଷଡ଼ଯନ୍ତ୍ରକାରୀଙ୍କୁ ଏବେ ଖୋଜା ଚାଲିଛି। ସହରରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଓ ବିଭିନ୍ନ ଥାନାରେ ମାମଲା ଥିବା ପେସାଦାର ଅପରାଧୀଙ୍କୁ ପୋଲିସ ସ୍କାନରକୁ ନେଇଛି।…

ରାଜ୍ୟରେ କମୁନି ଜନନୀ ଯନ୍ତ୍ରଣା : ନାଳ ଉପରେ ପୋଲ ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଲେ…

କନକ ବ୍ୟୁରୋ :  ରାସ୍ତା କିମ୍ବା ପୋଲ ଅଭାବରୁ ମୟୂରଭଂଜ ଜିଲ୍ଲାରେ ପ୍ରସୂତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ଘଟଣା ବାରମ୍ବାର ଘଟିଚାଲିଛି । ଗତ ୩୦ ତାରିଖରେ ଏପରି ଏକ ଘଟଣା ଘଟିଥିଲା । ଆଜି ପୁଣି ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବା ଭଳି ଘଟଣା…

ଓଡିଶା ଟ୍ରାଭେଲ ବଜାରର ଆଜି ଶୁଭ-ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ସାମିଲ ହେବେ ୬୦…

କନକ ବ୍ୟୁରୋ : ଓଡ଼ିଶା ମାଟି ତଳେ ଯେତିକି ସମ୍ପଦ ସ˚ରକ୍ଷିତ ରଖିଛି, ମାଟି ଉପରେ ମଧ୍ୟ ସେତିକି ସୈାନ୍ଦର୍ଯ୍ୟକୁ କୋଳରେ ସାଇତିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ‘ଓଡ଼ିଶା ଟ୍ରାଭେଲ୍ ବଜାର’। ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନକୁ ଦେଶ ବିଦେଶର ଲୋକଙ୍କ…