Daily Archives

October 5, 2018

ଭୁଲି ଯାଇଛନ୍ତି ଏଟିଏମ କାର୍ଡର ପିନକୋର୍ଡ ! ତେବେ ଘରେ ବସି ହିଁ କରିପାରିବେ ଜେନରେଟ୍ , ଜାଣନ୍ତୁ କିପରି

ଏଟିଏମରୁ ଟଙ୍କା ଉଠାଇବା ଏକ ବହୁତ ସରଳ ପ୍ରକ୍ରିୟା । କାରଣ ମେସିନରେ ମାତ୍ର କିଛି ନମ୍ବର ଡାଏଲ କରି ଦେଲେ ହିଁ ଟଙ୍କା ବାହାରି ଆସେ । କିନ୍ତୁ ଏହି ନମ୍ବର ହିଁ ଯଦି କେହି ଭୁଲି ଯାଏଁ ତେବେ କଣ ହେବ କେବେ ଚିନ୍ତା କରିଛନ୍ତି । ତେବେ ଆପଣଙ୍କୁ ଏଥିପାଇଁ ପୁଣି ଥରେ ବ୍ୟାଙ୍କର ଚକ୍କର କାଟିବାକୁ…

ଚୀନ ଓ ପାକିସ୍ତାନକୁ ଜଗିବ ଏସ୍ ୪୦୦ ! ଭାରତକୁ ଶକ୍ତିଶାଳୀ କରିବା ସହ ସାଜିବ ସତର୍କ ପ୍ରହରୀ

କନକ ବ୍ୟୁରୋ : ରୁଷ୍ ନିର୍ମିତ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍କୁ ଆମେରିକୀୟ ଥାଡ୍ ମିସାଇଲ୍ ସିଷ୍ଟମର ଅଧିକ ଉପଯୁକ୍ତ ବିକଳ୍ପ କୁହାଯାଏ । ୨୦୦୭ ମସିହାରୁ ରୁଷୀୟ ସେନାରେ ସାମିଲ୍ ହୋଇଥିବା ଏହି ବ୍ୟବସ୍ଥା ଦ୍ୱାରା ଭାରତୀୟ ସେନା ଅଧିକ ଶକ୍ତିଶାଳୀ ହେବ ଓ ୨ ପଡ଼ୋଶୀ ଦେଶର ଗତିବିଧି ଉପରେ…

ରାତ୍ରିଭୋଜନରେ ରୁଷ୍ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ମୋଦି : ଆଜି ସ୍ୱାକ୍ଷରିତ ହୋଇପାରେ ଏସ-୪୦୦…

କନକ ବ୍ୟୁରୋ : ଭାରତଗସ୍ତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ । ଆଉ ଏହି ଗସ୍ତ ଉପରେ ଆମେରିକା ସମେତ ସାରା ବିଶ୍ୱର ନଜର ରହିଛି । କାରଣ ଗସ୍ତ ସମୟରେ ହିଁ ଭାରତକୁ ଏସ୍ ୪୦୦ ଆଂଟି ମିସାଇଲ୍ ସିଷ୍ଟମ୍ ବିକ୍ରି ନେଇ ଚୂଡ଼ାନ୍ତ ହେବ । ଏହି ମିସାଇଲ୍ ସିଷ୍ଟମ୍ ଭାରତ ହାସଲ୍ କରି ବିଶ୍ୱର…

ଅଙ୍ଗନୱାଡି ସୁପରଭାଇଜର୍ ପଦବୀ ପାଇଁ ବାହାରିଲା ୩୦୯ ନିଯୁକ୍ତି ! ଏଭଳି ପ୍ରକ୍ରିୟାରେ କରନ୍ତୁ ଆବେଦନ ।

ରାଜସ୍ଥାନ ସବଅର୍ଡିନେଟ୍ ଆଣ୍ଡ୍ ମିନିଷ୍ଟ୍ରିୟଲ୍ ସର୍ଭିସ୍ ସିଲେକସନ୍ ବୋର୍ଡ (RSMSSB) ତରଫରୁ ଅଙ୍ଗନୱାଡି ସୁପରଭାଇଜର୍ ପଦବୀ ପାଇଁ ୩୦୯ ଟି ପଦବୀରେ ଭ୍ୟାକେନ୍ସି ବାହାରି ଯାଇଛି । ଯଦି ଆପଣ ବି ଏହି ଭର୍ତ୍ତିରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି ଏବଂ ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ…

ସୁପ୍ରିମ କୋର୍ଟରେ ପୋଲାଭରମ ମାମଲା : ଆଜି ବ୍ୟାକ ୱାଟର ଅଧ୍ୟୟନ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ…

କନକ ବ୍ୟୁରୋ : ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲା ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ବିନା ପରିବେଶ ମଞ୍ଜୁରିରେ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖି ଆନ୍ଧ୍ରକୁ…

ଭାରତ ସହ ଶାନ୍ତି ଆଲୋଚନା ପାଇଁ ବ୍ୟଗ୍ର ପାକିସ୍ତାନ୍ : ଆମେରିକାର ଠାରୁ ସହଯୋଗ ଲୋଡ଼ିଲା ପଡ଼ୋଶୀ ଦେଶ, ହେଲେ ମନା…

କନକ ବ୍ୟୁରୋ : ଶାନ୍ତି ଆଲୋଚନା ପାଇଁ ଭାରତ ରୋକ୍‌ଠୋକ୍ ମନା କରିଦେବା ପରେ ମଧ୍ୟ ପାକିସ୍ତାନ ଶାନ୍ତ ପଡ଼ିନାହିଁ  । ଏଥିପାଇଁ ବ୍ୟଗ୍ର ହୋଇଉଠିଛି । ଏମିତି କି କଥାବାର୍ତ୍ତା ପାଇଁ ଭାରତକୁ ମନାଇବା ଲାଗି ପାକିସ୍ତାନ ଆମେରିକାର ସହଯୋଗ  ଲୋଡ଼ିଛି । କିନ୍ତୁ ପାକିସ୍ତାନର ଏହି ଅନୁରୋଧକୁ…