Daily Archives

July 20, 2018

ସିରିୟଲ କିମ୍ବା ସିନେମାରେ ଅଭିନୟ କରିବାକୁ ଚାହୁଁଛନ୍ତି କି? ତେବେ ଏଠାରେ କରନ୍ତୁ ଆବେଦନ, ତୁରନ୍ତ ମିଳିଯିବ କାମ

ଟେଲିଭିଜନ ଧାରାବାହୀକ ଏବଂ ସିନେମା ଦେଖିବା କିଏ ବା ପସନ୍ଦ କରେନି। ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ଆପଣ ମଧ୍ୟ ସିନେମା ଜଗତରେ ନିଜର କ୍ୟାରିୟର ଗଢିପାରିବେ । ଆପଣ ମଧ୍ୟ ଆପଣଙ୍କର ଅଭିନୟ କରିବାର ସ୍ୱପ୍ନକୁ ସାକାର କରିପାରିବେ । ତେବେ ଏହା କିପରି ଆଉ କିଭଳି ସମ୍ଭବ ତାହା ସଂପର୍କରେ…

କାଲି ନୁହେଁ ବରଂ ଆଜି ହିଁ ଆରମ୍ଭ ହେଉଛି ଜିଓର ‘ମନସୁନ ହଙ୍ଗାମା ଅଫର’ ! କୌଣସି ବି ପୁରୁଣା ଫୋନ ଦେଇ ମାତ୍ର ୫୦୧…

ରିଲାଏନ୍ସ ଜିଓର ମନସୁନ ହଙ୍ଗାମା ଅଫର ଗୋଟିଏ ଦିନ ପୂର୍ବରୁ ତଥା ୨୧ ଜୁଲାଇ ପରିବର୍ତ୍ତେ ୨୦ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଜି ସଂଧ୍ୟା ୫ଟା ୧ମିନିଟରୁ ଜିଓର ଏହି ଅଫରଟିକୁ ଆରମ୍ଭ କରିଦିଆଯିବ । ତେବେ ଏଭଳି ଟାଇମିଂର ରଖାଯିବାର ଏକମାତ୍ର…

ବିରୋଧୀଙ୍କୁ ଝଟକା ! ବିଜେଡିର କକ୍ଷତ୍ୟାଗ ପରେ, କଂଗ୍ରେସ କହିଲା, ସିବିଆଇ ଭୟ ଯୋଗୁଁ କକ୍ଷତ୍ୟାଗ କଲା ବିଜେଡି ।

ମୋଦି ସରକାରକୁ ବିଗତ ୪ ବର୍ଷ ଶାସନକାଳରେ ପ୍ରଥମଥର ପାଇଁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଛି । ତେବେ ଏହା ମୋଦିଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇଥିବାବେଳେ ବିରୋଧୀଙ୍କ ମୁଣ୍ଡ ବ୍ୟଥା କରାଇଛି ବିଜେଡି । ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ବିତର୍କ ହେଉଥିବା ବେଳେ…

ସଂସଦରେ ବିରଳ ଦୃଶ୍ୟ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଦୁ କି ଝପି ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ।

ସଂସଦରେ ଅନାସ୍ଥା ଆଲୋଚନା ବେଳେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଅନାସ୍ଥା ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରିଥିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାର୍ଲାମେଣ୍ଟ ଇତିହାସରେ ହୁଏତ ଏହି…

ମୁହଁ ଖୋଲିଲେ ରାହୁଲ ! ସଂସଦରେ ଅନାସ୍ଥା ଆଲୋଚନା ବେଳେ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ…

ଲୋକସଭାରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବାକ୍ୟବାଣର ବର୍ଷା କରିଥିଲେ । ରାହୁଲଙ୍କ କହିବାନୁସାରେ, ‘ମୋଦି ସରକାର ଭାରତରେ ଦୁଇ କୋଟି ବୋରୋଜଗାରଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇ ମାତ୍ର ୪ ଲକ୍ଷ ଯୁବକଙ୍କୁ ଚାକିରୀ…

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଆରମ୍ଭ : ଆସନ୍ତା ୨୪ ଘଂଟା ମଧ୍ୟରେ ବୃଦ୍ଧି…

କନକ ବ୍ୟୁରୋ : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ପୁରୀ,କେନ୍ଦ୍ରାପଡା,ଜଗତସିଂହପୁର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆଜିଠୁ…