Daily Archives

June 30, 2018

ତିନ ତଲାକ୍ ପରେ ମୋଦି ସରକାରଙ୍କ ଟାର୍ଗେଟରେ ନିକାହ ହଲାଲା ଓ ବହୁ ବିବାହ ପ୍ରଥା : ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ…

କନକ ବ୍ୟୁରୋ : କେନ୍ଦ୍ର ସରକାର ୩ ତଲାକ ପ୍ରଥାକୁ ଯେଭଳି ଗୁରୁତର ଭାବେ ନେଇ ବିରୋଧ କରିଥିଲେ ଏବେ ସେଭଳି ବିରୋଧ ନିକାହ ହଲାଲା ଓ ବହୁ ବିବାହ ପ୍ରଥା କ୍ଷେତ୍ରରେ ବି କରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସଙ୍କେତ ଦିଆଯାଇଛି । ମିଳିଥିବା ଖବର ଅନୁସାରେ, ଏ ନେଇ ସୁପ୍ରିମକୋର୍ଟରେ…

ପାଖେଇ ଆସୁଛି ରଥ ଯାତରା ! ଚଳଚଂଚଳ ପୁରୀ ବଡଦାଣ୍ଡ ହେଲେ କେନ୍ଦୁଝରରେ ଭିନ୍ନ ଢଙ୍ଗରେ ଟଣା ଯାଇଥାଏ ମହାପ୍ରଭୁଙ୍କ ରଥ

କନକ ବ୍ୟୁରୋ: ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ସାରା ପୃଥୀବିରେ ପାଳନ କରାଯାଏ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଥାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ଦୀର୍ଘ ୧୫ ଦିନ ଜରରେ ପଡିବା ପରେ ମାଉସୀ ମା’ ଘରକୁ ବୁଲିବାକୁ ଯାଆନ୍ତି ଭଗବାନ ।…

କାହିଁକି ଅଫିସ୍ କିମ୍ବା ମଲର ବାଥରୁମ୍ କବାଟ ତଳପଟୁ ଖୋଲାଥାଏ ? ଜାଣିଛନ୍ତି କି ?

ଟୟଲେଟ ନେଇ ଏବେ ଦେଶ ସାରା ହଙ୍ଗାମା । ସରକାର ଟୟଲେଟ ପଛରେ ପଡ଼ିଛନ୍ତି । ଟଙ୍କା ନିଅ ପଛେ ଟୟଲେଟ ବା ପାଇଖାନା ତିଆରି କର ବୋଲି ସରକାର ଲୋକଙ୍କୁ ସଚେତନ କରାଉଛନ୍ତି । କେବଳ ଏତିକି ନୁହଁ ଟୟଲେଟ ଉପରେ ଏକ ସିନେମା ମଧ୍ୟ ଆସୁଛି । ଟୟଲେଟ ନଥିଲେ ନବବିବାହିତା ଶ୍ୱଶୁର ଘର ଛାଡ଼ି ଯିବାର ଖବର ମଧ୍ୟ…

ଅରୁଣାଚଳପ୍ରଦେଶରେ ଭୂସ୍ଖଳନ ! ଆଇଟିବିପି ଯବାନ ବସ୍ ଉପରକୁ ଖସି ପଡିଲା ପଥର ଖଣ୍ଡ, ୫ଜଣ ସହିଦ୍, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ: ଅରୁଣାଚଳପ୍ରଦେଶରେ ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ଆଇଟିବିପି ଯବାନ ବସ୍ ଉପରକୁ ପଥର ଖଣ୍ଡ ଖସି ୫ଜଣ ସହିଦ୍ ହୋଇଛନ୍ତି । ୨୦ ଜଣ ଯବାନଙ୍କୁ ନେଇ ବସ୍ଟି ପାହାଡ ତଳେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପାହାଡରୁ ଏକ ବଡ ପଥର ଖଣ୍ଡ ଯବାନଙ୍କ ବସ୍ ଉପରେ ଖସି ପଡିଥିଲା । ଫଳରେ…

ଆଜି ହେଉଛି ଆଧାରକୁ ପ୍ୟାନ୍ ସହ ଲିଙ୍କ୍ କରିବାର ଶେଷ ତାରିଖ ! ଜାଣନ୍ତୁ ଲିଙ୍କ୍ କରିବାର ୫ ଗୋଟି ପ୍ରକ୍ରିୟା ।

ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ଭଳି ଏବେ ଆୟକର ପରମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର(ପ୍ୟାନ୍) କାର୍ଡ ମଧ୍ୟ ଆଧାର କାର୍ଡ ସହ ଲିଙ୍କ୍ କରିବା ଅନିବାର୍ଯ୍ୟ ହୋଇପଡିଛି । ଯଦି ଆପଣ ମଧ୍ୟ ନିଜ ପ୍ୟାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରାଇ ନାହାନ୍ତି । ତେବେ ଆପଣଙ୍କ ପାଇଁ ଆଜି ଦିନକ ପାଇଁ ସମୟ…

ପ୍ରଥମ ପର୍ଯ୍ୟାୟ ମାନସରୋବର ଯାତ୍ରା ସଂପନ୍ନ ! କଷ୍ଟକର ଏହି ତିର୍ଥଯାତ୍ରା ପାଇଁ ଆବଶ୍ୟକ ଶାରୀରିକ ଓ ମାନସିକ ଫିଟନେସ

କନକ ବ୍ୟୁରୋ: କୈଳାସ ମାନସରୋବର ଯାତ୍ରା ସମ୍ପୂର୍ଣ କରି ଫେରିଛନ୍ତି ପ୍ରଥମ ତୀର୍ଥଯାତ୍ରୀ ଦଳ । ୧୮ ଦିନର ଯାତ୍ରା ପୂରା କରି ଏହି ଯାତ୍ରୀ ଦଳ ପିଥୋରଗଡ ଫେରିଆସିଛନ୍ତି । ଗତ ୧୨ ତାରିଖରେ ଏହି ଯାତ୍ରୀଦଳ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିଲେ । ୧୭ ଜଣ ମହିଳାଙ୍କ ସମେତ ଏହି ଦଳରେ ମୋଟ…