Daily Archives

June 30, 2018

ବଦଳିବ ମୋବାଇଲ ନମ୍ବର ! ୧୦ ଅଙ୍କ ନୁହେଁ ଆସନ୍ତାକାଲି ଠାରୁ ୧୩ ଅଙ୍କ ବିଶିଷ୍ଟ ହେବ ଆପଣଙ୍କ ନମ୍ବର ।

ଭାରତରେ ଜୁଲାଇ ୧ ତାରିଖରୁ ମୋବାଇଲ ନମ୍ବରକୁ ନେଇ ଏକ ଇଙ୍ଗ ପରିବର୍ତ୍ତନ ହେବାକୁ ଯାଉଛି । ୨୦୧୮ ଜୁଲାଇ ୧ ତାରିଖରୁ ମୋବାଇଲ ନମ୍ବର ୧୩ ଅଙ୍କ ବିଶିଷ୍ଟ ହୋଇଯିବ । ଅର୍ଥାତ ଆସନ୍ତାକାଲି ଠାରୁ ନୂଆ ନମ୍ବର ନେଉଥିବା ଗ୍ରାହକଙ୍କୁ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଦିଆଯିବ । ଏଥିପାଇଁ…

ଆପଣ ବି ଖାଉଛନ୍ତି କି ମୋମୋ ? ତେବେ ହୋଇଯାଆନ୍ତୁ ସାବଧାନ । ମୋମୋ ଖାଇ ୩୦ ଅସୁସ୍ଥ, ଲିଭର ହେଲା ଖରାପ

ଗାଜିୟାବାଦ ଲୋକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା । ୩୦ରୁ ଅଧିକ ଲୋକଙ୍କୁ ମୋମୋ ଖାଇବା ପରେ ପେଟରେ ହେଲା ସଂକ୍ରମଣ । ତା’ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା । ସୁଚନା ମୁତାବକ, ମୋମୋ ଖାଇବା ପରେ ଲୋକଙ୍କ ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଏହା ଦ୍ୱାରା ଜଣେ…

ଜେଲରୁ ଜଗନ୍ନାଥ ମନ୍ଦିର : ଓଡ଼ିଶା ସହ ଥିଲା ସଞ୍ଜୟ ଦତ୍ତଙ୍କ ଗଭୀର ସମ୍ପର୍କ

କନକ ବ୍ୟୁରୋ : ସଂଜୟ ଦତ୍ତଙ୍କ ଓଡିଶା ଲିଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା । ୯୦ ଦଶକର ଏହି ଘଟଣା ଏବେ ସଂଜୟଙ୍କ ବାଓପିକ ଫିଲ୍ମ ରିଲିଜ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛି  । ସେତେବେଳେ ସଞ୍ଚୟ ଦତ୍ତ ଜେଲରେ ଥିଲେ । ମୁମ୍ବାଇ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ ସଞ୍ଜୟ ଦତ୍ତ । ୧୯୯୩…

ପୋଲିସ କବଜାରେ ଗ୍ୟାଙ୍ଗଷ୍ଟାର ଟିଟୋ ! ଏନକାଉଣ୍ଟର କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ୍, ଜାଣନ୍ତୁ ଟିଟୋ ଅପରାଧର ପୁରା…

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଟିଟୋକୁ ନିଜ କବଜାକୁ ନେଇଛି ପୋଲିସ । ଗ୍ୟାଙ୍ଗଷ୍ଟାର ଟିଟୋକୁ ଏନକାଉଣ୍ଟର କରିଛି କ୍ରାଇମବ୍ରାଂଚ ଏସଟିଏଫ ଟିମ । ଟିଟୋ ସମେତ ଅନ୍ୟ ତିନି ଜଣ ସହଯୋଗୀଙ୍କୁ ପୋଲିସ କାବୁ କରିଛି । ତେବେ ଏନକାଉଣ୍ଟରରେ ଟିଟୋ ଆହତ ହୋଇଛି । ବଡଚଣା…

ଆସନ୍ତା ସପ୍ତାହରେ ଚାଷୀଙ୍କ ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର ! ମୋଦି ଦେଲେ ପ୍ରତିଶ୍ରୁତି, ଜାଣନ୍ତୁ କ’ଣ

ଦେଶର ଚାଷୀମାନଙ୍କ ପାଇଁ ମୋଦି ଆଣିବେ ବମ୍ପର ଅଫର । ଆସନ୍ତା ସପ୍ତାହରେ ମୋଦି ସରକାର ଅଧିସୁଚିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପାଇଁ ଘୋଷଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୁଚନା ମୁତାବକ ଅଧିସୁଚିତ ଖରିଫ ଫସଲ ପାଇଁ ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ…

ଏଣିକି ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରିବା ଲୋକଙ୍କୁ ପଡିବ ଆହୁରି ମହଙ୍ଗା : ଦେବାକୁ ପଡିପାରେ ୪ ଗୁଣା ଅଧିକ…

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧାରେ ବୃଦ୍ଧି କରିବା ଅଧିନରେ ଏବେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକଙ୍କ ବିରୁଦ୍ଧରେ କଡା ନିୟମ ଆଣିବାକୁ ଯାଉଛି । ଏହି ନିୟମ ଲାଗୁ ହେବା ପରେ ଟ୍ରେନ୍ ରେ ବିନା ଟିକେଟ୍ ରେ ଯାତ୍ରା କରୁଥିବା ଲୋକଙ୍କ ବ୍ୟାଣ୍ଡ ବାଜିବ । ପ୍ରକୃତରେ ପଶ୍ଚିମ ରେଳବାଇ…