Monthly Archives

April 2018

ଚାଲିଥିଲା ବିବାହ, ହଠାତ ବାଜିଲା ଗୁଳି ! ବିବାହର ଖୁସିକୁ ଦଳିଦେଲା ମୃତ୍ୟୁର ଛାୟା ।

ବିବାହର ସମସ୍ତ ଖୁସିକୁ ଦଳିଦେଲା ମୃତୁର ଛାୟା । ଉତ୍ତରପ୍ରଦେଶର ଲଖିମପୁର ଖିରି ଜିଲ୍ଲାରେ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ନିମଗାଓଁ ଥାନା ଅନ୍ତର୍ଗତ ରାମପୁର ଠାରେ ଏକ ବିବାହ ସମାରୋହ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି । ଦ୍ୱାରପୂଜା ଚାଲିଥିବା ସମୟରେ ହଠାତ ବରକୁ ଗୁଳି…

ମୋଦିଙ୍କ ପ୍ରଚାର ପାଇଁ… ! ୨୨ ମିନିଟର କେଦାରନାଥ ଭିଡ଼ିଓରେ ପଶିଲା ୫ ମିନିଟର ମୋଦିଙ୍କ ବିଜ୍ଞାପନ

କେଦାରନାଥଙ୍କ ପୌରାଣିକ କାହାଣୀରେ ପଶିଲା ମୋଦିଙ୍କ ବିଜ୍ଞାପନ । କେଦାରନାଥ ମନ୍ଦିରରେ ଆରମ୍ଭ ହୋଇଥିବା ୨୨ ମିନିଟର ଲେଜର ଲାଇଟ ସୋରେ ରୋକ ଲଗାଇଛି ବଦ୍ରି କେଦାର ସମିତି । କାରଣ ଏହି ୨୨ ମିନିଟର ଲେଜର ଲାଇଟ ସୋରେ ୫ ମିନିଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ…

ମୋଦିଙ୍କ ବିଜ୍ଞାପନରେ ଏହି ଛୋଟ ଭୁଲ, ଯାହାକୁ ସହଜରେ କେହି ଜାଣିପାରିବେନି । କହିପାରିବେ କି ଏଥିରେ କଣ ତ୍ରୁଟି ରହିଛି?

ପ୍ରଚାର ଏମିତି ଏକ ଜିନିଷ ଯେଉଁଥିରେ ଲୋକ ଖରାପ ଜିନିଷକୁ ମଧ୍ୟ ଭଲ ଦରରେ ବିକ୍ରି କରିଥାନ୍ତି । ଆଉ ଠିକ ଏହି କାରଣରୁ ଆଜିକାଲି ଦୁନିଆରେ ଲୋକମାନେ ସାମଗ୍ରୀ ଠାରୁ ଅଧିକ ଖର୍ଚ୍ଚ ପ୍ରଚାରରେ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ ସରକାରଙ୍କ ପ୍ରଚାର ଜୋରସୋରରେ କରୁଛନ୍ତି ।…

କମିବନି ପେଟ୍ରୋଲ ଓ ଡ଼ିଜେଲ ଦର ! ଲିଟର ପିଛା ଉତ୍ପାଦନ ଶୁଳ୍କ ୧ ଟଙ୍କା କମିଲେ କ୍ଷତି ହେବ ୧୩,୦୦୦ କୋଟି

ଚଢା ଦରରେ କିଣିବାକୁ ପଡିବ ପେଟ୍ରୋଲ ଓ ଡିଜେଲ୍ । କାରଣ ଏବେ ଏହି ଦର କମିବ ନାହିଁ । ପେଟ୍ରୋଲ ଓ ଡିଜେଲରେ ଉତ୍ପାଦନ ଶୁଳ୍କ ହ୍ରାସ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥନେତିକ ବ୍ୟାପାର ସଚିବ । ତୈଳ ଦର ୫୫ ମାସର ରେକର୍ଡ ଭାଙ୍ଗିଛି, ହେଲେ ଏପର୍ଯ୍ୟନ୍ତ ସେହି ସ୍ତରରେ ପହଁଚିନାହିଁ…

୯ ଦିନ ଜୀବନ ସହ ସଂଗ୍ରାମ ପରେ ଚାଲିଗଲା ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ଜୀବନ ! ମୁଖ୍ୟମନ୍ତ୍ରୀ କହିଲେ, ଏଭଳି ଘଟଣା…

କନକ ବ୍ୟୁରୋ : ଓଡିଶାର ସାଲେପୁରରେ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ କରି ମୃତ୍ୟୁମୁଖକୁ ଠେଲି ଦେବା ଘଟଣା ପରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କହିଛନ୍ତି, ଏଭଳି ସମ୍ବେଦନଶୀଳ ମାମଲାକୁ କେମିତି ରୋକାଯିବ, ସେନେଇ ସରକାରଙ୍କ ଚିନ୍ତା ନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ଉତର…