Browsing Category

ଦେଶ ବିଦେଶ

ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା

କନକ ବ୍ୟୁରୋ : ଭାରତ ହେଉକି ପାକିସ୍ତାନ , ସବୁଠି ଏବେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା । କେବେ ସୀମାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିବାକୁ ପ୍ରସ୍ତାବ ମିଳୁଛି ତ କେବେ ମିଳୁଛି ସିନେମାରେ ଅଭିନୟ କରିବାର ଅଫର୍ । ଆଉ ଏବେ ତାଙ୍କୁ ନେଇ ଆସିଛି ନୂଆ ଖବର । ଏନଡ଼ିଏର ସହଯୋଗୀ ଦଳ ତଥା…
Read More...

ହରିୟାଣା ହିଂସା ଭିତରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନୁହ ପ୍ରଶାସନ । ଜିଲ୍ଲାରେ ଥିବା ରୋହିଙ୍ଗ୍ୟା ବସ୍ତି ଉପରେ…

କନକ ବ୍ୟୁରୋ : ଶୁକ୍ରବାର ହରିୟାଣା ନୁହରେ ରହୁଥିବା ରୋହିଙ୍ଗ୍ୟା ମୁସଲିମଙ୍କ ଉପରେ ଚଡ଼କ ପଡିଥିଲା ଯେତେବେଳେ ସେମାନଙ୍କ ଘର ନିକଟର ସକାଳୁ ସକାଳୁ ପହଁଚିଥିଲା ସ୍ଥାନୀୟ ପ୍ରଶାସନ । ମାଇକ ଯୋଗେ ଘର ତୁରନ୍ତ ଖାଲି କରିବାକୁ କହି ପ୍ରଶାସନ ଚଳାଇଥିଲା ବୁଲଡୋଜର । କୋକୁଆ ଭୟ ଭିତରେ ଛ୍ରୁଆ ପିଲା…
Read More...

ବିବାଦ ଭିତରେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କ ବୟାନ । ସଂସଦ ଭିତରେ ବିରୋଧୀଙ୍କୁ ଦେଖାଇଲେ ନାଲିଆଖି । କହିଲେ ଚୁପ…

କନକ ବ୍ୟୁରୋ : ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ତର୍କ ଚାଲିଥିବାବେଳେ ବିରୋଧୀଙ୍କୁ ଧମକ ଦେବା ଆଳରେ ରୋକିଛନ୍ତି କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ । ବିଲ ପାରିତ ହେବା ପୂର୍ବରୁ ଏନେଇ ଲୋକସଭାରେ ଚର୍ଚ୍ଚା ଚାଲିଥିଲା । ଗୃହମନ୍ତ୍ରୀ ଅମିତ ଶାହା ବିଲ ଉପରେ ଚର୍ଚ୍ଚା…
Read More...

ମୋଦୀ ସାଙ୍ଗିଆ ମାମଲାରେ ସୁପ୍ରିମ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ

କନକ ବ୍ୟୁରୋ : ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଂଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡିବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନ ଜନକ ବୋଲି ଖଣ୍ଡପୀଠ କହିଥିଲେ ବି…
Read More...

ଚାଉଳ ରପ୍ତାନୀ ଉପରେ ଭାରତ ଲଗାଇଲା କଟକଣା, ନେପାଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକେ

କନକ ବ୍ୟୁରୋ : ଭାରତର ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ନେପାଳରେ ଚାଉଳର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ୨୦ରେ ଭାରତ ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ନିଷେଧାଦେଶ ଘୋଷଣା କରିଥିଲା ଏବଂ ଏହାର କିଛି ସମୟ ପରେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟରେ ୧୫ ପ୍ରତିଶତ…
Read More...

ସାଂସଦ ପଦ ଫେରିପାଇବେ ରାହୁଲ? ସଂସଦରେ ଦେଖିବାକୁ ମିଳିବ ରାହୁଲଙ୍କ ଭାଷଣ? ଲଢ଼ିପାରିବେ ୨୦୨୪ ଲୋକସଭା ନିର୍ବାଚନ !

କନକ ବ୍ୟୁରୋ: ଗୁଜୁରାଟର ତଳ କୋର୍ଟ ଦେଇଥିବା ଦଣ୍ଡବିଧାନ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ, ଏବେ ସମସ୍ତଙ୍କ ନଜର ରାହୁଲ ଗାନ୍ଧୀଙ୍କ ଉପରେ  । ରାହୁଲ ଗାନ୍ଧୀଙ୍କ ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ରାହୁଲ ଗାନ୍ଧୀଙ୍କ…
Read More...

ମୋଦୀ ସାଙ୍ଗିଆ ମାମଲାରେ ‘ସୁପ୍ରିମ’ ରାୟ । ରାହୁଲଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଲେ…

କନକ ବ୍ୟୁରୋ: ଦୀର୍ଘ ୪ମାସର ଲଢ଼େଇ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ୱସ୍ତି । ମୋଦୀ ସାଙ୍ଗିଆ ମାମଲାରେ ଗୁଜରାଟର ତଳକୋର୍ଟ ରାହୁଲଙ୍କୁ ଦେଇଥିବା ଦଣ୍ଡବିଧାନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ମନ୍ତବ୍ୟକୁ ଅପମାନଜନକ ବୋଲି ଖଣ୍ଡପୀଠ କହିଥିଲେ ବି ସର୍ବାଧିକ…
Read More...

ବିଶ୍ୱକପ୍ ପୂର୍ବରୁ ଅଚାନକ ଅବସର ନେଲେ ଇଂଲଣ୍ଡର ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଚାମ୍ପିୟନ୍…

କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆଲେକ୍ସ ହେଲ୍ସ । ଇନଷ୍ଟାଗ୍ରାମ ପୋଷ୍ଟ କରି ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅବସର ଘୋଷଣା କରିଛନ୍ତି । ଆଲେକ୍ସ ହେଲ୍ସ ଗତ ବର୍ଷ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ ।…
Read More...

କୋର୍ଟ ଚାଲୁଥିବା ବେଳେ ଇସ୍ତଫା ଘୋଷଣା କଲେ ହାଇକୋର୍ଟର ବିଚାରପତି । କହିଲେ, ଆତ୍ମସମ୍ମାନ ବିରୋଧରେ କାମ କରିବା ସମ୍ଭବ…

କନକ ବ୍ୟୁରୋ : ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ବି ଦେବ ନିଜ ପଦରୁ ଅଗଷ୍ଟ ୪ ତାରିଖରେ ଇସ୍ତଫା ଦେଇଛନ୍ତି । ଜଷ୍ଟିସ ରୋହିତ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ଥିଲେ । ସେ କୋର୍ଟ ଚାଲିଥିବା ବେଳେ ନିଜର ଇସ୍ତଫା ଘୋଷଣା କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି । ଜଷ୍ଟିସ…
Read More...

ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ASI ସର୍ଭେ । ମୁସଲିମ୍ ପକ୍ଷର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । 

କନକ ବ୍ୟୁରୋ: ବାରଣାସୀ ଜ୍ଞାନବ୍ୟାପୀ ମସଜିଦରେ ଜାରି ରହିବ ଏଏସଆଇ ସର୍ଭେ । ସୁପ୍ରିମକୋର୍ଟ ମୁସଲିମ୍ ପକ୍ଷଙ୍କ ଆବେଦନକୁ ଆଜି ଖାରଜ କରିଦେଇଛନ୍ତି । ଏଥିସହିତ ଜ୍ଞାନବ୍ୟାପୀ ମସଜିଦ୍ ପରିସରରେ ଏଏସଆଇର ବୈଜ୍ଞାନିକ ସର୍ଭେ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଏହି…
Read More...