Browsing Category

ଦେଶ ବିଦେଶ

ଆୟକର ଭରିବାର ଆଜି ଶେଷ ଦିନ ! ଏଭଳି ଭରନ୍ତୁ ଟିକସ୍, ନଚେତ୍ ଦେବାକୁ ପଡିବ ଜରିମାନା

ଆୟକର ପଇଠ କରିବାର ଆଜି ହେଉଛି ଶେଷ ତାରିଖ । ତେବେ ପୂର୍ବରୁ ନିର୍ଦ୍ଧାରିତ ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ଆୟକର ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଏଥିସହିତ କରଦାତାଙ୍କୁ ଠିକ୍ ସମୟରେ ଟିକସ୍ ପଇଠ କରିବାକୁ ମଧ୍ୟ ନିବେଦନ କରିଛି ଆୟକର ବିଭାଗ । ଯଦି ଆପଣ…
Read More...

ଗୁଜରାଟରେ ପ୍ରଳୟଙ୍କାରୀ ବନ୍ୟା ! ମୃତ୍ୟୁ ସଂଖ୍ୟା ୧୮୬କୁ ବୃଦ୍ଧି

କନକ ବ୍ୟୁରୋ : ଗୁଜୁରାଟରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି । ଉତ୍ତର ଗୁଜୁରାଟର ବନସକଂଟ । ପଟାନ୍ ଜିଲ୍ଲାରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୧୮୬କୁ ବୃଦ୍ଧି ପାଇଲାଣି । ଗତକାଲି ବନ୍ୟା ପାଣିରେ ଫସିି ରହିଥିବା ୧୭ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଥିବା ବେଳେ ବନସ…
Read More...

ଅତି ସମ୍ବେଦନଶୀଳ ଭୂମିକମ୍ପ ଜୋନରେ ଯାଉଛି ଭାରତର ୨୯ଟି ସହର !

ଦେଶର ରାଜଧାନୀ ଦିଲ୍ଲୀ ତଥା ୯ ଟି ରାଜ୍ୟର ରାଜଧାନୀ ସହିତ ଭାରତର ୨୯ ଟି ସହର ଭୂମିକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତଥା ଏନସିଏସ୍ ଅନୁସାରେ ଏହି ସବୁ ସହର ଗୁଡ଼ିକ ଭୂମିକମ୍ପ ପାଇଁ ଗମ୍ଭୀର ଓ ଅତି ଗମ୍ଭୀର ଜୋନ ଅନ୍ତର୍ଗତ । ଏଥିରୁ ପ୍ରାୟତଃ…
Read More...

ମେକ୍ସିକୋରୁ ଆସିଛି ମକ୍କା, ଚୀନରୁ ଚାଉଳ ! ଜାଣନ୍ତୁ କେଉଁଠୁ ଆସିଛି କେଉଁ ଖାଦ୍ୟ

ସାରା ବିଶ୍ୱରେ ବିଶେଷ କରି ଖାଦ୍ୟରେ ରୁଚି ରଖୁଥିବା ଲୋକଙ୍କ ସଂଖ୍ୟା କହିବାକୁ ଗଲେ କିଛି କମ୍ ନାହିଁ । ଏହି ଖାଦ୍ୟକୁ ଆହୁରି ସ୍ୱାଦିଷ୍ଟ କରିବାକୁ ହେଲେ ଏଥିପାଇଁ ଆବଶ୍ୟକ ପଡିଥାଏ ଅନେକ ସାରା ଫଳ, ପନିପରିବା ଏବଂ ଚାଉଳ । ଆପଣଙ୍କୁ ଜଣାଥିବ କି ରୋଷେଇରେ ବ୍ୟବହୃତ ଫଳ, ପନିପରିବା ଓ ଚାଉଳ…
Read More...

ଆଜି ଆୟକର ପଇଠର ଶେଷ ଦିନ ! ଡେଡଲାଇନ୍ ବୃଦ୍ଧି ପାଇଁ ନାହିଁ ଯୋଜନା

କନକ ବ୍ୟୁରୋ: ଆଜି ଆୟକର ପଇଠର ଶେଷ ଦିନ । ୨୦୧୬-୧୭ ଆର୍ଥିକ ବର୍ଷର ଆୟକର ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ଜୁଲାଇ ୩୧ ଅର୍ଥାତ୍ ଆଜି ଆୟକର ଦାଖଲର ଶେଷ ଦିନ ହୋଇଥିବା ବେଳେ ଇଲେକଟ୍ରୋନିକ୍ ଭାବେ ପୂର୍ବରୁ ୨ କୋଟି ଟଙ୍କାର ରିଟର୍ଣ ଫାଇଲ ହୋଇସାରିଛି । ତେବେ ଏହି ଡେଡଲାଇନ୍ ବୃଦ୍ଧି…
Read More...

ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ ! ୨ ମୃତ, ୪ ଜଣ ଆହତ

କନକ ବ୍ୟୁରୋ : ଜର୍ମାନୀ ନାଇଟ୍ କ୍ଲବରେ ଗୁଳିକାଣ୍ଡ । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ରବିବାର ରାତିରେ ଜର୍ମାନୀର ୱର୍ଟମବର୍ଗ କୋନଷ୍ଟାଞ୍ଜ ସହରରେ ଏକ ଡିସ୍କୋଥେକରେ ଘଟିଛି ଏଭଳି ଘଟଣା । ଜଣେ ବନ୍ଧୁକଧାରୀ…
Read More...

ବିଶ୍ୱର ସବୁଠାରୁ ଉଚ୍ଚତାରେ ଥିବା ଡାକଘର !

ବିଶ୍ୱରେ ସବୁଠାରୁ ଅଧିକ ଉଚ୍ଚତାରେ ଥିବା, ଡାକଘରଟି ହିମାଚଳ ପ୍ରଦେଶ ଅନ୍ତର୍ଗତ ଲାହୁଲ-ସ୍ପୀତି ଜିଲ୍ଲାର ହିକିମରେ ଅବସ୍ଥିତ । ହିକିମର ଅବସ୍ଥିତି ସମୁଦ୍ର ପତ୍ତନଠାରୁ ୧୪,୫୬୭ ଫୁଟ୍‌ ଉପରେ । ୧୯୮୩ ନଭେମ୍ବର୍‌ରେ ଡାକଘରଟି ଖୋଲିଥିଲା । ସ୍ଥାନୀୟ ଯୁବକ ଛେରିଙ୍ଗ୍‌ ପ୍ରଥମ ଡାକବାବୁ ଭାବେ…
Read More...

୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି ଯୋଗୁଁ ପଞ୍ଜୀକରଣ ୧କୋଟି ଛୁଇଁବ: ସରକାରଙ୍କ ଅନୁମାନ

ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ବସ୍ତୁ ଓ ସେବା କର(ଜିଏସଟି) ଅନ୍ତର୍ଗତ ପଞ୍ଜୀକରଣ ୯୦ ଲକ୍ଷରୁ ୧କୋଟି ହେବ ବୋଲି ସରକାରଙ୍କ ଅନୁମାନ କରିଛନ୍ତି । ଏହି ପଞ୍ଜୀକରଣରେ ଜିଏସଟିର ପୁରୁଣା ଓ ନୂଆ ପଞ୍ଜୀକରଣକୁ ସାମିଲ କରାଯାଇଛି । ସୂଚନା ଅନୁସାରେ ଭାଟ, ଦେଶରେ ଉତ୍ପାଦିତ ବା ବିକ୍ରି ଦ୍ରବ୍ୟ ଓ…
Read More...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକ୍ ! ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼

କନକ ବ୍ୟୁରୋ: ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ କଶ୍ମୀର ରଜୌରୀ ସେକ୍ଟରରେ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍ ସେନା । ରାତିର ଅନ୍ଧାରରେ ଭାରତୀୟ ପୋଷ୍ଟ ଉପରକୁ ଗୁଳିମାଡ଼ କରିଛି ପାକ୍ ସେନା । ରଜୌରୀ ଅଂଚଳର ନୌସେରାର ବାବା ଖାରି ପଟିରେ…
Read More...

ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଅଡ଼ୁଆରେ ! ଗାନ୍ଧୀଙ୍କ ନାମରେ ନିର୍ବାଚନ ନ ଲଢ଼ିବାକୁ ଭଣଜାଙ୍କ ଆହ୍ଵାନ

ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଏନେଇ ପ୍ରଶ୍ନବାଚୀ ଉଠାଇଛନ୍ତି ତାଙ୍କ ଭଣଜା ଶ୍ରୀକୃଷ୍ଣ  କୁଲକର୍ଣ୍ଣି । କଂଗ୍ରେସ ଦଳ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତନକୁ ଜଳାଞ୍ଜଳି ଦେଇ ସାରିଛି ଏବଂ ଗାନ୍ଧୀଜୀଙ୍କ ସହିତ ଏହି ଦଳର କିଛି…
Read More...