Browsing Category

ଦେଶ ବିଦେଶ

କାଶୀ ବିଶ୍ୱନାଥଙ୍କ ମନ୍ଦିରରେ ରୁଦ୍ରାଭିଷେକ ପରେ ବିଜେପି କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ: କହିଲେ, ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନରେ ମହାବିଜୟ ପରେ କାଶୀ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେ କହିଛନ୍ତି ମୁଁ ବିଜେପି କାର୍ଯ୍ୟକର୍ତାଙ୍କ ଆଦେଶକୁ ପାଳନ କରେ । ସେମାନଙ୍କ ସନ୍ତୋଷ ମୋ ଜୀବନମନ୍ତ୍ର । ପ୍ରଧାନମନ୍ତ୍ରୀ ହେଲେ ବି ମୁଁ ଦଳର ସାଧାରଣ କର୍ମୀ । ସଭାରେ ମୋଦି…
Read More...

ଉଠିଲା ଆଦର୍ଶ ଆଚରଣ ବିଧି କଟକଣା: ଏଣିକି ହୋଇପାରିବ ଅଟକି ରହିଥିବା ଏହି ସମସ୍ତ କାମ

କନକ ବ୍ୟୁରୋ: ୨୦୧୯ ନିର୍ବାଚନର ଫଳାଫଳ ଆସିବା ପରେ ହିଁ ମଡେଲ କୋର୍ଡ ଅଫ କଣ୍ଡକ୍ଟ ତଥା ଆଦର୍ଶ ଆଚରଣ ସଂହିତା ଉଠିଛି । ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର…
Read More...

ବଂଶବାଦ ରାଜନୀତିକୁ ଦୋହଲାଇଦେଲା ମୋଦି ସୁନାମୀ : ମୁଲାୟମଙ୍କ ଭାଇ ଶିବପାଲ ଓ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ପରାଜିତ,…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି । ମୋଦୀ ଲହରରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପଦେଶ, ହରିୟାଣାରେ ବଂଶବାଦ ରାଜନୀତି ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି । ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ଏଥର ନିର୍ବାଚନରେ ଶକ୍ତ ଝଟ୍କା ଲାଗିଛି ।…
Read More...

ବିଶ୍ୱକପ୍ ପୂର୍ବରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ! ବ୍ୟତିବ୍ୟସ୍ତ ହେଲା…

୧୯୯୬ ବିଶ୍ୱକପରେ ଶ୍ରୀଲଙ୍କାକୁ ଚ୍ୟାମ୍ପିୟନ୍ କରିବାରେ ମୁଖ୍ୟ ଭୂମିକା ନିଭାଇଥିବା ବିସ୍ଫୋଟକ ବ୍ୟାଟସମ୍ୟାନ୍ ସନନ୍ଥ ଜୟସୂର୍ଯ୍ୟାଙ୍କ ମୃତ୍ୟୁ ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହାପରେ କ୍ରିକେଟ୍ ବିଶ୍ୱକପରେ ଝଡ ସୃଷ୍ଟି ହୋଇଯାଇଛି । ସୋସିଆଲ୍ ମିଡିଆରେ ଏଭଳି ଏକ…
Read More...

ରାଜନୀତି ପୂର୍ବରୁ ଅଭିନୟ ସାଙ୍ଗକୁ ସାମ୍ବାଦିକତା କରୁଥିଲେ ସ୍ମୃତି ଇରାନୀ। ଟିଭି ସାକ୍ଷାତକାରରେ ଅମେଠୀ ସାଂସଦଙ୍କ…

୨୦୧୯ ଲୋକସଭା ନିର୍ବାଚନରେ ଆମେଥିରୁ ବିପୁଳ ଭୋଟ ପାଇ ବିଜୟ ହାସଲ କରିଛନ୍ତି ସ୍ମୃତି ଇରାନୀ । କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ଆମେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ ସ୍ମୃତି ଇରାନୀ ବିଜୟ ହାସଲ କରିବା ପରେ ଏହାକୁ ଲୋକେ ଐତିହାସିକ ବିଜୟ ବୋଲି କହିବା ଆରମ୍ଭ କରିଛନ୍ତି ।…
Read More...

ନିଜ ପ୍ରିୟ ନେତାଙ୍କ ଶବକୁ କାନେ୍ଧଇ ଶ୍ମଶାନ ପର୍ଯ୍ୟନ୍ତ ନେଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ ! ମା’ଙ୍କ କୋଳରେ ମୁଣ୍ଡ…

ଅମେଠିର ନୂଆ ସାଂସଦ ସ୍ମୃତି ଇରାନୀ ରବିବାର ସୁରେନ୍ଦ୍ର ସିଂହଙ୍କ ଘରେ ପହଂଚିଥିଲେ ଏବଂ ସୁରେନ୍ଦ୍ରଙ୍କ ମା’ଙ୍କ ଗୋଡରେ ମୁଣ୍ଡ ରଖି କହିଥିଲେ ଆଜିଠାରୁ ମୁଁ ଆପଣଙ୍କ ପୁଅ । ସ୍ମୃତି ଇରାନୀ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁ ଭଉଣୀ ହେବାର ଅନୁଭବ କରାଇଥିଲେ । ଠିକ୍ ସେପରି…
Read More...

ମୋଦି ସରକାରଙ୍କ ୧୦୦ ଦିନର ପ୍ଲାନ୍ ପ୍ରସ୍ତୁତ ! ଚାକିରୀ ବଢାଇବା ପାଇଁ ଏହି ଯୋଜନା ଉପରେ ରହିଛି ଅଧିକ ଫୋକସ୍ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ଭାରତର ଶାସନଭାର ସମ୍ଭାଳିବାକୁ ଗୁରୁଦାୟିତ୍ୱ ଦିଆଯାଇଛି । ଏବେ ମୋଦି ସରକାର ୧୦୦ ଦିନର ଏଜେଣ୍ଡାକୁ ନେଇ କାମ ଆରମ୍ଭ କରିଦେଇଛି । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାରଙ୍କ କହିବାନୁସାରେ ନୀତି ଅୟୋଗ ସରକାର ପାଇଁ ଆର୍ଥିକ ଏଜେଣ୍ଡା ପ୍ରସ୍ତୁତ କରୁଛି…
Read More...

ନା ଫୁଟିଲା ବାଣ, ନା ମିଠା ବଂଟାଗଲା : ମୋଦିଙ୍କ ବିଜୟ ନେଇ ଗୁଜୁରାଟରେ ଅତି ନିରାଡ଼ମ୍ବର ଭାବେ ବିଜୟ ଉତ୍ସବ ପାଳିଲେ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପୁଣି ଥରେ ପ୍ରଚଣ୍ଡ ବହୁମତରେ ବିଜୟ ହାସଲ କରିଛି । କେନ୍ଦ୍ରରେ ପୁଣି ଥରେ ମୋଦି ସରକାର । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ତେବେ ବିଜେପିର ବିଜୟ ନେଇ ଗୁଜୁରାଟରେ ଏକ ବଡ଼ ଉତ୍ସବ ହେବାର ଯୋଜନା ରହିଥିଲା ।…
Read More...

ସତ ପ୍ରମାଣିତ ହେଲା ପୂର୍ବତନ ବାଜପେୟୀଙ୍କ ଭବିଷ୍ୟବାଣୀ । ଜାଣନ୍ତୁ ମୃତ୍ୟୁ ପୂର୍ବରୁ ବିରୋଧୀଙ୍କୁ ନେଇ କଣ କହିଥିଲେ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମହାସମର ଶେଷ ହେବା ସହ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନେତାଙ୍କ ଭାଗ୍ୟର ପେଡି ମଧ୍ୟ ଖୋଲିସାରିଛି । ଆଉ ଇତି ମଧ୍ୟରେ ସ୍ପଷ୍ଟ ହୋଇସାରିଛି କାହାକୁ ଜନତାଜନାର୍ଦ୍ଦନ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ତେବେ ଗତଥର ଭଳି ଏଥର ବି ଜନତା ମୋଦିଙ୍କୁ ହିଁ…
Read More...

ନିର୍ବାଚନ ପରେ ବାରଣାସୀରେ ନମୋ : କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

କନକ ବ୍ୟୁରୋ : ବାରଣାସୀରେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରିଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ…
Read More...