Browsing Category

ରାଜନୀତି

ନିର୍ବାଚନ ପୂର୍ବରୁ ରଙ୍ଗୀନ ହେଉଛି ରେଙ୍ଗାଲି ରାଜନୀତି! ପ୍ରତି ଦଳରେ ପୁଳାପୁଳା ଆଶାୟୀ ପ୍ରାର୍ଥୀ, କାହାକୁ ଭରସା…

କନକ ବ୍ୟୁରୋ : ରେଙ୍ଗାଲି ରଣଭୂମିରେ ବିଜୟ ବାନା ଉଡାଇବା ଚଳିତ ଥର ପ୍ରାର୍ଥୀଙ୍କ ପାଇଁ ଏତେ ସହଜ ହେବ ନାହିଁ । ନିର୍ବାଚନ କ୍ଷେତ୍ର ପୁର୍ନଗଠନ ପରେ  ୨୦୦୯ରେ ଗଠିତ ସମ୍ବଲପୁର ଜିଲ୍ଲା ରେଂଗାଲି ନିର୍ବାଚନମଣ୍ଡଳୀର ଭୌଗଳିକ ସ୍ଥିତି ବଡ଼ ବିଚିତ୍ର। ରେଂଗାଲି ବ୍ଲକ, ଧନକଉଡ଼ା ବ୍ଲକ ସମେତ…
Read More...

ଧର୍ମଶାଳା ନେଇ ଛାତି ଧଡ଼ଧଡ଼ ! ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ତିନି ଦଳ, କାହାକୁ ବାଛିବେ ଦଳୀୟ ସୁପ୍ରିମୋ ।

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଏବେ ଚଳଚଞ୍ଚଳ । କିଏ ପାଇବ ଟିକେଟ୍ ? କାହା ମୁଣ୍ଡରେ ପିନ୍ଧାହେବ ଶିରିପା । ଏବେଠୁ ଆରମ୍ଭ ହେଲାଣି କସରତ । କିଏ ପଦଯାତ୍ରା କରି ଦଳୀୟ ସଫଳତା ପ୍ରଚାର କରୁଛି ତ ଆଉ କିଏ ବିଭିନ୍ନ…
Read More...

ନିମାପଡ଼ାରେ ନିର୍ବାଚନୀ କସରତ ! ତିନି ଦଳକୁ ଭରସା ୩ ପ୍ରମୁଖ ଆଶାୟୀ, କାହାର ପଲଡା ରହିବ ଭାରି ।

କନକ ବ୍ୟୁରୋ: ଶାସକ ବିଜେଡିର ବିଭିନ୍ନ ଗଡ଼କୁ କବଜା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ । ତେଣୁ ଶାସକ ବିଜେଡି କବଜାରେ ଥିବା ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ନିମାପଡା ଆସନକୁ ଦଖଲ କରିବା ପାଇଁ ଚାଲିଛି ବଳ କଷାକଷି । ଦୁଇଟି ନିର୍ବାଚନ…
Read More...

ଏରସମା-ବାଲିକୁଦାରେ ମହାଲଢ଼େଇ ! ପ୍ରଶାନ୍ତଙ୍କ ହ୍ୟାଟ୍ରିକ୍ ସ୍ୱପ୍ନକୁ ଭାଙ୍ଗିଦେବେ କି ଦାମ ? ସେପଟେ ଉଭୟଙ୍କ କଳିର…

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ସରଗରମ କରୁଛି ଜଗତସିଂହପୁର ଜିଲ୍ଲାରେ ଏରସମା-ବାଲିକୁଦା ନିର୍ବାଚନ ମଣ୍ଡଳୀ । କାରଣ ପୂର୍ବତନ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କୁ ବିଦା କରିବାରେ ପ୍ରମୂଖ ଭୂମିକା ନେଇଥିଲେ ପ୍ରଶାନ୍ତ ବୋଲି ଚର୍ଚ୍ଚା ହୋଇଥିଲା । ଏପରିକି ଏରସମା ଦାମଙ୍କ ଜନ୍ମମାଟି…
Read More...

ଅମିତ ଶାହ କହିଲେ ଏୟାରଷ୍ଟ୍ରାଇକରେ ନିହତ ହୋଇଛନ୍ତି ୨୫୦ ଆତଙ୍କବାଦୀ ! କଂଗ୍ରେସ କହିଲା, ରାଜନୀତି କରୁନି କି ବିଜେପି ?

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ ଭାରତୀୟ ବାୟୁସେନାର ପ୍ରଶଂସା ହେଉଛି । ପାକିସ୍ତାନ ବାଲାକୋଟରେ ପଶି ଭାରତୀୟ ବୋୟୁସେନା ଦ୍ୱାରା ହୋଇଥିବା ଏହାରଷ୍ଟ୍ରାଇକକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ । ତେବେ ଏୟାରଷ୍ଟ୍ରାଇକରେ କେତେ ଆତଙ୍କବାଦୀ ମରିଛନ୍ତି, ସେନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ।…
Read More...

ସାନଖେମୁଣ୍ଡିରେ କିଏ ରଖିବ ଦଳର ସମ୍ମାନ? ବିଜେଡି ପାଇଁ ପ୍ରାର୍ଥୀ କନ୍ଦଳ, କଂଗ୍ରେସକୁ ରମେଶ ଦେବେ କି ବଳ । ବିଜେପିକୁ…

କନକ ବ୍ୟୁରୋ :ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ସାନଖେମୁଣ୍ଡି ଅନ୍ୟତମ । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରେ ଏହି ବିଧାନସଭା ଆସନ ଆସୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଅନୁଷ୍ଠିତ ପ୍ରଥମ…
Read More...

ଧାମନଗରରେ କିଏ ଉଡାଇବ ବିଜୟ ଧ୍ୱଜା? ବିଜେଡିରେ ସବୁକିଛି ନାହିଁ ଠିକଠାକ୍, କଂଗ୍ରେସ ପାଇଁ ପ୍ରାର୍ଥୀ ଅଡୁଆ? ବିିଜେପି…

କନକ ବ୍ୟୁରୋ : ଧାମନଗରରେ ହେବ ଧୂଆଁଧାର ଲଢେଇ । ଭଦ୍ରକ ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ ଧାମନଗର ହୋଇଥିବା ବେଳେ ଏଠାରେ ଗତ ଦୁଇଟି ନିର୍ବାଚନରେ ବାଜି ମାରୁଛି ବିଜେଡି । ଏହି ଆସନରେ ବିଜେଡି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଥିବା ବେଳେ ଏଥିରେ ବଡ ବାଧକ ସାଜି ଛିଡା ହୋଇଛନ୍ତି ବିରୋଧୀ ବିଜେପି…
Read More...

ବରୀ : କାହା ଉପରେ କିଏ ପଡିବ ଭାରି? ଦେବାଶିଷଙ୍କ ଦୁର୍ଗ ଭାଙ୍ଗିବାକୁ ବିରୋଧୀଙ୍କ ରଣହୁଙ୍କାର, ଦୁର୍ଗ ରକ୍ଷା କରିବାର…

କନକ ବ୍ୟୁରୋ : ବରୀରେ କାହା ଉପରେ କିଏ ପଡିବ ଭାରି । ଏକଥା ଏଥିପାଇଁ କୁହାଯାଉଛି କାରଣ ବରୀ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟଛି । ଭୋଟର ଏଥର କାହା ଉପରେ ଭରସା କରିବେ ତାହା କହିବା ମୁସ୍କିଲ । ପାଖାପାଖି ଦୁଇ ଦଶନ୍ଧି ଧରି ବରୀ ନିର୍ବାଚନମଣ୍ଡଳୀରେ ବିଜୟ ସହ ଦେବାଶିଷ ଏହାକୁ ବିଜେଡିର…
Read More...

କିଏ ହେବ ଛତ୍ରପୁରର ଛତ୍ରପତି? ମେଣ୍ଟ କରି ମୈଦାନକୁ ଓହ୍ଲାଇବେ କଂଗ୍ରେସ-ସିପିଆଇ, ବିଜୟ ପାଇଁ ବଳ କଷୁଛନ୍ତି ବିଜେଡି ଓ…

କନକ ବ୍ୟୁରୋ : କିଏ ହେବ ଛତ୍ରପୁରର ଛତ୍ରପତି । ଗଞ୍ଜାମ ଜିଲ୍ଲାର ବାମଗଡ ଭାବେ ପରିଚିତ ହୋଇ ଆସୁଥିବା ଛତ୍ରପୁରରେ ବିଜେଡି ଗଠନର ଦୀର୍ଘ ୧୪ ବର୍ଷ ପରେ ଏହି ଆସନରେ ବିଜୟ ଟୀକା ପିନ୍ଧିଥିଲା ଦଳ । ଯାହା ଦଳ ପାଇଁ ସବୁଠାରୁ ବଡ ସଫଳତା ବୋଲି କୁହାଯାଉଥିଲା । କାରଣ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ…
Read More...

ସତ୍ୟବାଦୀ ସିହାଂସନ ସସପେନ୍ସ ! ୧୯ ବର୍ଷ ପରେ ଶୁଭିବ ଶଙ୍ଖଧ୍ୱନି ନା କଂଗ୍ରେସ ଧରିବ କମାଣ । ପଦ୍ମ ଫୁଟାଇବାକୁ ବିଜେପିର…

କନକ ବ୍ୟୁରୋ : ସତ୍ୟବାଦୀକୁ ନେଇ ସବୁବେଳେ ସସପେନ୍ସ ଦେଖିବାକୁ ମିଳିଥାଏ । ଭୋଟର ମାନେ ସତ୍ୟବାଦୀ ସିଂହାସନରେ କେତେବେଳେ କାହାକୁ ବସାଇଥାନ୍ତି ତାହା କହିବା ମୁସ୍କିଲ । ପୂର୍ବରୁ କଂଗ୍ରେସର ଗଡ ଥିବା ଏହି ଆସନରେ ବିଜେଡି ବାରମ୍ବାର ମାତ୍ ଖାଇ ଆସିଛି । ପୁରୀ ଜିଲ୍ଲାର ଅନ୍ୟ ଆସନ ଗୁଡିକରେ…
Read More...