Browsing Category

ରାଜନୀତି

କାହାର ହେବ ବାଲିଗୁଡ଼ା ଆସନ ! ନୂଆ ମୁହଁ ଖୋଜୁଛି ବିଜେଡି, ବିଜେପି-କଂଗ୍ରେସକୁ ଅଡୁଆ ମାଳମାଳ ଆଶାୟୀ ।

କନକ ବ୍ୟୁରୋ: ବାଲିଗୁଡ଼ା ସିଂହାସନରେ ବସିବ କିଏ ? ସାଧାରଣ ନିର୍ବାଚନ ପାଖେଇ ଆସିଲାବେଳକୁ ଏଭଳି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । ୪ଟି ବ୍ଲକ ଓ ଗୋଟିଏ ଏନଏସିକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନମଣ୍ଡଳୀ ଗଠିତ। ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନ ବିଜେଡି…
Read More...

ହ୍ୟାକ୍ ହେଲା ବିଜେପି ୱେବସାଇଟ୍ ! ପେଜ ଖୋଲିଲେ ଅଶ୍ଲୀଳ ଭାଷାରେ ମେସେଜ

କନକ ବ୍ୟୁରୋ : ହ୍ୟାକ ହେଲା ବିଜେପିର ଦଳୀୟ ୱେବସାଇଟ୍ । ଆଜି ସକାଳୁ ସକାଳୁ ଭାରତୀୟ ଜନତା ପାର୍ଟିର ୱେବସାଇଟ୍ ହ୍ୟାକ୍ ହୋଇଛି । ୱେବସାଇଟ୍ ପେଜ୍ ଖୋଲିଲେ ଦେଖିବାକୁ ମଳୁଛି ଆପତ୍ତିଜନକ ଲେଖା ଓ ଫଟୋ । ଏହାକୁ ନେଇ ଟୁଇଟରେ ବହୁ ଲୋକ ଅଭିଯୋଗ କରି ସ୍କ୍ରିନସଟ୍ ପୋଷ୍ଟ କରିଛନ୍ତି । ଟୁଇଟରରେ…
Read More...

ମୋହନା ପାଇଁ ମୁହାଁମୁହିଁ । ଗଡ଼ ଫେରିପାଇବାକୁ କଂଗ୍ରେସର କସରତ, ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ବିଜେଡି-ବିଜେପି ।

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଏପରିକି ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ଣତା ଉଷ୍ମତା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଆଉ ଏହି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ମଧ୍ୟରେ ଚାଲିଛି ଛକାପଞ୍ଝା । ବିଜୟ ତିଳକ ପିନ୍ଧିବାକୁ ଶାସକ ବିଜେଡ଼ି,…
Read More...

ଇସ୍ତାହାର କସରତ ଆରମ୍ଭ କଲା ବିଜେଡି ! ଆଜି ବିଜୁ ପଟ୍ଟନାୟକ ଜୟନ୍ତୀରେ ଆରମ୍ଭ ହେବ ‘ଘରେ ଘରେ ଶଂଖ’ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ଆଜି ଠାରୁ ରାଜ୍ୟରେ ନୂଆ ଅଭିଯାନ ଆରମ୍ଭ କରିବ ବିଜେଡି । ଏହି ଅଭିଯାନର ନାଁ ରହିଛି ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ ଅବସରରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…
Read More...

ପଦ୍ମ ଧରିଲେ ବୈଜୟନ୍ତ ! କହିଲେ ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ

କନକ ବ୍ୟୁରୋ : ସବୁ କଳ୍ପନା-ଜଳ୍ପନାର ଅନ୍ତ ଘଟାଇ ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ଗତକାଲି ନୂଆଦିଲ୍ଲୀର ଦଳୀୟ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ବୈଜୟନ୍ତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ…
Read More...

ବିଜେପି ଡଙ୍ଗାରେ ବସିଲେ ବୈଜୟନ୍ତ? ବିକଳ୍ପ ରାଜନୀତିର ପରିକଳ୍ପନା କରୁଥିବା ଭେଟରାନ ନେତାଙ୍କର କଣ ହେବ ଭବିଷ୍ୟତ ।

କନକ ବ୍ୟୁରୋ : ବିଜେପି ଡଙ୍ଗାରେ ବୈଜୟନ୍ତ ବସିବା ପରେ ପଦ୍ମ ଶିବିର ଉତ୍ସାହିତ ହୋଇପଡିଛି । ବିଜେପିର ମିଶନ ୧୨୦କୁ ବୈଜୟନ୍ତ ବଳ ଯୋଗାଇବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛିଦିନ ହେବ ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜୋରଦାର ଆଲୋଚନା ହେଉଥିଲା । ଏପରିକି ବୈଜୟନ୍ତ କେଉଁ…
Read More...

ବାମଦଳର ବଣାଇଁ ଗଡ ଉପରେ ବିଜେଡିର ଆଖି । ୨୦୦୯ର ସଫଳତା ୧୯ରେ ଦୋହରାଇବାକୁ ବିଜେପିର ରଣନୀତି, ମେଣ୍ଟ ଭରସାରେ କଂଗ୍ରେସ…

କନକ ବ୍ୟୁରୋ : ଏକଦା ଭାରତୀୟ ଜନତା ପାର୍ଟି (ବିଜେପି)ର ଗଡ଼ ବୋଲି କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବିଧାନସଭା କ୍ଷେତ୍ର ଏବେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କବଜାରେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରୋଇ ଅଞ୍ଚଳ ବଣାଇଁରୁ ଗତ…
Read More...

ତଳସରାରେ କାହାର ହେବ ରାଜତିଳକ? କଂଗ୍ରେସର ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ବିଜେଡିରୁ କିଏ , ପଞ୍ଚାୟତ ନିର୍ବାଚନର ସଫଳତା…

କନକ ବ୍ୟୁରୋ : କଂଗ୍ରେସର ଗଡ କୁହାଯାଉଥିବା ତଳସରା ନିର୍ବାଚନମଣ୍ଡଳୀରେ ଚଳିତ ଥର ବିଗ୍ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଖାସକରି ଗତ ଅଢେଇ ଦଶନ୍ଧି ଧରି ଏହି ଆସନ କଂଗ୍ରେସ କବଜାରେ ରହି ଆସିଛି । ବିଜେଡି ଗଠନ ପରଠାରୁ ଦଳ ଏଠାରେ ବିଜୟର ବାସ୍ନା ପାଇନାହିଁ । ଅନ୍ୟପଟେ…
Read More...

ତେଲକୋଇ ବିଜୟ ତିଳକ ପିନ୍ଧିବ କିଏ ! ବିଜେଡିକୁ ବିଦ୍ରୋହୀଙ୍କ ଟେନସନ୍ । ଏବେ ବି କନଫ୍ୟୁଜନରେ ବିଜେପି-କଂଗ୍ରେସ, ଗେମ୍…

କନକ ବ୍ୟୁରୋ: ତେଲକୋଇର ତାଜ୍ ପିନ୍ଧିବ କିଏ? ଏଭଳି କିଛି ପ୍ରଶ୍ନ ଏବେ ତେଲକୋଇବାସୀଙ୍କ ମଧ୍ୟରେ ଉଙ୍କି ମାରୁଛି । କାରଣ ବିଗତ ୪ଟି ଯାକ ବିଧାନସଭା ନିର୍ବାଚନରେ ତେଲକୋଇକୁ ଅକ୍ତିଆର କରି ରଖିଛି ବିଜେଡି । ୨୦୧୪ ବିଧାନସଭାରେ ବିଜେଡିର ବେଦବ୍ୟାସ ନାଏକ ବିଜୟୀ ହୋଇ ହୋଇଥିବା ବେଳେ ଏବେ…
Read More...

ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା । ନିର୍ବାଚନ ସମୀକରଣ ଉପରେ କଣ ରହିବ ପ୍ରଭାବ?

କନକ ବ୍ୟୁରୋ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଜ୍ୟ ବିଜେପିରର ଶୀର୍ଷ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୈଜୟନ୍ତ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ…
Read More...