Browsing Category

ନ୍ୟୁଜ୍

ଅଞ୍ଜଳୀ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । ୧୧ ପୋଲିସ କର୍ମୀ ସସପେଣ୍ଡ, ଅଭିଯୁକ୍ତଙ୍କ ଉପରେ ଚାଲିବ ହତ୍ୟା…

କନକ ବ୍ୟୁରୋ : ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲାରେ ଅବହେଳା କାରଣରୁ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ୨ଜଣ ସବ୍ ଇନସ୍ପେକ୍ଟର, ୪ଜଣ ହେଡ୍ କନେଷ୍ଟବଳ, ୪ଜଣ ଆସିଷ୍ଟାଣ୍ଟ ଇନସ୍ପେକ୍ଟର ଓ ଜଣେ କନେଷ୍ଟବଳ । ଏହି ପୋଲିସ…
Read More...

ଦୁଇ ଓଡିଆ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା: ୧୦ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟରେ ହକି ଫିଭର ମାହୋଲ ଭିତରେ ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ହୋଇଛି । ଆଜି ଭାରତ ଏହାର ପ୍ରଥମ ମ୍ୟାଚରେ ସନ୍ଧ୍ୟାରେ ସ୍ପେନକୁ ଭେଟିବ । ପ୍ରଥମ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ । ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ସ୍ଥାନ ପାଇଥିବା…
Read More...

ରାଜଶ୍ରୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ; ଓସିଏର ଚୟନ ପ୍ରକ୍ରିୟାକୁ ନେଇ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ : ମହିଳା କ୍ରିକେଟର ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହା ସହ ଓସିଏର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜଶ୍ରୀଙ୍କ ସମ୍ପର୍କୀୟ ଭାଇ ଅଭିଯୋଗ କରିଛନ୍ତି ଯେ, ଓସିଏର ଖେଳାଳି ଚୟନରେ ପଇସା କାରବାର ହୋଇଛି । ଆଉ ଏଥିପାଇଁ…
Read More...

କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ : ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତନାଘନା

କନକ ବ୍ୟୁରୋ : ଗୁରୁଡ଼ିଝାଟିଆ ଜଙ୍ଗଲରୁ ମିଳିଲା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ଗତ ୧୧ ତାରିଖରୁ ଘରକୁ ଫେରିନଥିଲେ ରାଜଶ୍ରୀ । କଟକ ବଜ୍ରକବାଟୀରେ ଥିବା କ୍ୟାମ୍ପରୁ ସେ ଘରକୁ ଯାଉଥିବା କହି ଫେରିନଥିବା…
Read More...

ପାକିସ୍ତାନ୍ ବିରୋଧରେ ତାତିଲେ ଗିଲଗିତ୍ ଓ ବେଲୁଚିସ୍ତାନ ବାସିନ୍ଦା । କହିଲେ ‘ଆମକୁ ଭାରତ ସହ ମିଶାଇଦିଅ’ ।

କନକ ବ୍ୟୁରୋ: ‘ଆମକୁ ଭାରତ ସହ ମିଶାଇ ଦିଅ’ ଭାରତର କେନ୍ଦ୍ରଶାସିତ ଇଲାକା ଲଦାଖରେ ମିଶିବାକୁ ଦାବି କରିଛନ୍ତି ବେଲୁଚିସ୍ତାନ ଓ ଗିଲଗିତସ୍ତାନ ବାସିନ୍ଦା । ବର୍ଷ ବର୍ଷ ଧରି ଏହି ପ୍ରଦେଶର ଲୋକେ ପାକିସ୍ତାନ ସରକାରର ନିର୍ଯାତନା ସହିଆସିଛନ୍ତି । ଏବେ ମାନ୍ଦାବସ୍ଥା, ବେରୋଜଗାରୀକୁ ନେଇ ଏହି…
Read More...

ରାପିଡୋକୁ ବମ୍ବେ ହାଇକୋର୍ଟର ଝଟକା, ତୁରନ୍ତ ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ବାଇକ୍, ଟେକ୍ସି ସର୍ଭିସ ଦେଉଥିବା କମ୍ପାନୀ ରାପିଡୋକୁ ବମ୍ବେ ହାଇକୋର୍ଟରୁ ବଡ ଝଟକା ଲାଗିଛି । ବମ୍ବେ ହାଇକୋର୍ଟରେ ପୁଣେରେ କମ୍ପାନୀର ସମସ୍ତ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି, ବାଇକ୍, ଟେକ୍ସି ସହ କମ୍ପାନୀ ରିକ୍ସା, ଡେଲିଭରି…
Read More...

ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ, ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ଚାଲିବ ବଜେଟ୍ ଅଧିବେଶନ

କନକ ବ୍ୟୁରୋ : ବଜେଟ ଅଧିବେଶନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଅର୍ଥଶାସ୍ତ୍ରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ…
Read More...

ବିଦେଶୀଙ୍କୁ ଚକାନୟନ ସହ ଆଖି ମିଳାଇବାକୁ ମିଳୁ ଅନୁମତି : ପ୍ରସ୍ତାବ ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କନକ ବ୍ୟୁରୋ : ବିଦେଶୀଙ୍କୁ ଚକାନୟନ ସହ ଆଖି ମଳାଇବାକୁ ଅନୁମତି ମିଳୁ । ଏ ନେଇ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଓଡ଼ିଶା ସହ ସେ ଜଡ଼ିତ ହୋଇଥିବାରୁ ସେବାୟତ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି ।
Read More...

ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ : ଶୁଭାରମ୍ଭ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ; ୫୦ ଦିନରେ ବିଭିନ୍ନ…

କନକ ବ୍ୟୁରୋ : ଆଜି ବିଶ୍ୱର ଦୀର୍ଘତମ ନଦୀ ବିହାର ‘ଗଙ୍ଗାବିଳାସ’ର ଉଦଘାଟନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ବାରଣାସୀରୁ ବାଂଲାଦେଶ ଦେଇ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ଚାଲିବ ଏହି ଜଳ ଯାନ । ୫୧ ଦିନରେ ବିଭିନ୍ନ ଐତିହାସିକ ସ୍ଥାନ ବୁଲିବ ଏହି…
Read More...

ଶିରିଡି ଯାଉଥିବା ବେଳେ ଦୁର୍ଘଟଣାରେ ୧୦ ଜଣ ସାଇଭକ୍ତଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

କନକ ବ୍ୟୁରୋ : ମହାରାଷ୍ଟ୍ରର ନାସିକ ସିନ୍ନର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫ଜଣଙ୍କୁ ଗୁରୁତର ଅବସ୍ଥ୍ାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ ୩୫ରୁ ୪୦ ଜଣ ଯାତ୍ରୀ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ସକାଳ ୬ଟା ବେଳେ ଏହି…
Read More...