Browsing Category

ନ୍ୟୁଜ୍

ଆରମ୍ଭ ହେଲା ବିଶ୍ୱର ଲମ୍ବା କ୍ରୁଜ୍ ଯାତ୍ରା । ଗଙ୍ଗା ଆଳତି ପରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୨୭ ନଦୀ ଦେଇ ଯିବ ଏମଭି…

କନକ ବ୍ୟୁରୋ : ଗଙ୍ଗା ଆଳତି ପରେ ଶୁକ୍ରବାର ଉତରପ୍ରଦେଶର ବାରଣାସୀ ଘାଟରୁ ବିଶ୍ୱର ସବୁଠୁ ଲମ୍ବା ନଦୀ କ୍ରୁଜର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାରଣାସୀରୁ ଯାତ୍ରା ଆରମ୍ଭ କରିଥିବା ଏହି ବିଳାସପୂର୍ଣ୍ଣ କ୍ରୁଜ୍ ୨୭ ନଦୀ ଅତିକ୍ରମ କରି ଆସାମର ଡିବ୍ରୁଗଡ଼ରେ ପହଂଚିବ ।…
Read More...

ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧାଙ୍କ ଜୀବନ । ନା ରହିବାକୁ ଘର ଅଛି, ନା ଖାଇବାକୁ ଦାନା ଅଛି ।

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧା ମହିଳାଙ୍କ ଜୀବନ । ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଆମେ କହୁଛୁ କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଶିଳୁପୁର ସଂଗ୍ରାମପୁର ଶାସନ ଗାଁରେ ରହୁଥିବା ହରିପ୍ରିୟା ମାଉସୀଙ୍କ ସଂଘର୍ଷର କଥା । ନୂଆଣିଆ ଚାଳ ଛପରେ ଘରେ ରୁହନ୍ତି…
Read More...

ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ବିଲ୍ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

କନକ ବ୍ୟୁରୋ: ରାଜକନିକା କାଟଣାବଣିଆ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଆଉ ଏହି ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ପକ୍ଷରୁ ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି । ଗତ ତିନି ମାସ ମଧ୍ୟରେ ରାଜକନିକା ବ୍ଳକର ପଣସ ଗଣ୍ଡ, କୋରନ୍ଦ ଓ କାଟଣାବଣିଆରେ ତଦନ୍ତ ଆରମ୍ଭ କରାଯାଇଛି । ସେହିଭଳି…
Read More...

ଜୀବନ ଜିଇଁବାକୁ ସଂଘର୍ଷ । କିଡନୀ ନଷ୍ଟ ଯୋଗୁ ଶଯ୍ୟାଶାୟୀ ଜଳେଶ୍ୱର ବ୍ରହ୍ମପୁରପାଟଣାର ଗୌତମ ବେହେରା ।

କନକ ବ୍ୟୁରୋ: ଜୀବନ ଜିଇଁବାକୁ ସଂଘର୍ଷ କରୁଛି ପୁଅ । ପୁଅର ଜୀବନ ବଞ୍ଚାଇବାକୁ କାନି ପତାଇ ସାହାଯ୍ୟ ଭିକ୍ଷା କରୁଛି ମାଆ । ଜଳେଶ୍ୱର ବ୍ରହ୍ମପୁରପାଟଣାର ଗୌତମ ବେହେରା । ପରିବାର କହିଲେ ବୃଦ୍ଧ ବାପାମାଆ । ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ବାହାରେ କାମ କରି ପରିବାର…
Read More...

ଯୋରନ୍ଦା ମାଘ ମେଳାକୁ ଆସିବେନି କୌପୀନଧାରୀ ବାବା । ଆଶା ଓ ଆଶଙ୍କାରେ ମହିମା ସାଧୁ ଓ ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ମାଘ ମେଳାକୁ ଯିବେନି କୌପୀନ ଧାରୀ । ଆଶା ଓ ଆଶଙ୍କାରେ ରହିଛନ୍ତି ମହିମା ସାଧୁ ଓ ଶ୍ରଦ୍ଧାଳୁ । ମହିମାଧର୍ମୀଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରତି ସରକାରଙ୍କ ଉଦାସୀନତା ଯୋଗୁ ମାଘ ମେଳାକୁ ନଯିବାକୁ ଜିଦରେ ବସିଛନ୍ତି ମହିମା ସାଧୁମାନେ । ଉଭୟ ବକଳ ଓ କୌପୁନୀଧାରୀ ସମାଜଙ୍କ ମଧ୍ୟରେ…
Read More...

ଜେଲରୁ ଜାମିନରେ ଆସି ଗର୍ଭବତୀଙ୍କ ମୃତ୍ୟୁ । ୧୪ ଦିନରେ ମୁକୁଳିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମା’ ।

କନକ ବ୍ୟୁରୋ: ଜେଲ୍ ଫେରନ୍ତା ଗର୍ଭବତୀଙ୍କ ମୃତ୍ୟୁ । ନିଜ ହକ୍ ପାଇଁ ବାସହରା ମାନେ ଆନ୍ଦୋଳନ କରୁଥିବା ବେଳେ ଗର୍ଭବତୀ ଜଣକ ମଧ୍ୟ ସାମିଲ ଥିଲେ । ଆନ୍ଦୋଳନ ସ୍ଥାନରୁ ହିଁ ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଦେଇଥିଲା । ରାୟଗଡାରେ ଉତ୍କଳ ଆଲୁମିନା କାରଖାନା ସମୁଖରେ ଆନ୍ଦୋଳନ କରୁଥିବା ୧୩…
Read More...

ରାଜଶ୍ରୀଙ୍କ ମୃତ୍ୟୁ ନେଇ ରାଜନୀତି । ସରକାରଙ୍କ ଉପରେ ବର୍ଷିଲେ ବିରୋଧୀଦଳ ନେତା । କ’ଣ କହିଲେ ପଢ଼ନ୍ତୁ…

କନକ ବ୍ୟୁରୋ: ରାଜଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଛନ୍ତି. ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପୂରା ଖରାପ । ଓଡ଼ିଶା ଭଳି ସରଳ ରାଜ୍ୟରେ ହତ୍ୟା ଏକ ବିରଳ କେସ୍ ଥିଲା ତାହା ଆଜି ପ୍ରତିଦିନ ବଢ଼ିବାରେ…
Read More...

ବିହାର ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଏକାସାଙ୍ଗରେ ଚାକିରିରୁ ବିଦାହେଲେ ୮୧ ଡାକ୍ତର

କନକ ବ୍ୟୁରୋ : ବିହାରରେ ନୀତିଶ କୁମାରଙ୍କ ଏକ ବଡ ନିଷ୍ପତ୍ତି କ୍ରମରେ ୮୧ ଜଣ ଡାକ୍ତରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୪ ଜଣ ଡାକ୍ତର ୫ବର୍ଷ ଧରି ଚାକିରିରେ ଅନୁପସ୍ଥିତ ଥିଲେ । ସରକାରଙ୍କର ଏଭଳି ନିଷ୍ପତ୍ତି ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଚମକାଇ…
Read More...

ରାଜଶ୍ରୀଙ୍କ ମୃତ୍ୟୁ ମାମଲା: ଭାଇ କହିଲେ, ମୁଣ୍ଡ, ଆଖି ଓ ପାଦରେ ଲାଗିଛି ଆଘାତ ।

କନକ ବ୍ୟୁରୋ: କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁକୁ ନେଇ ଭାଇଙ୍କ ବିସ୍ଫୋରକ ବୟାନ । ରାଜଶ୍ରୀକୁ କୌଣସି କାରଣ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଲେ ପରିବାର ଲୋକେ । ଭାଇ କହିଲେ, ଚୟନରେ ନାଁ କଟିବା ପରେ ତର୍କ ନେଇ ସନ୍ଦେହ ବଢୁଛି, ଆଉ ଏଥିପାଇଁ ମୋ ଭଉଣୀକୁ ମାରି ଦିଆଯାଇଥିବା ବୋଲି କନକ…
Read More...

‘ମୋ ବ୍ୟକ୍ତିଗତ ଓ ରାଜନୈତିକ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ…’ । ଚିଠି ଲେଖି ମନର କଥା କହିଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: କଂଗ୍ରେସ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡ ଯାତ୍ରାର ୩୫ ଶହ କିଲୋମିଟର ପାର୍ କରିସାରିଲେଣି । ବର୍ତ୍ତମାନ ଭାରତ ଯୋଡ ଯାତ୍ରା ପଞ୍ଜାବରେ ଥିବାବେଳେ, ରାହୁଲ ଗାନ୍ଧୀ ଗୋଟିଏ ପତ୍ର ଲେଖି ନିଜ ଅନୁଭୂତି ବାଣ୍ଟିଛନ୍ତି । ଖାଲି ସେତିକି ନୁହେଁ, ଏଥିସହିତ ତାଙ୍କ ବ୍ୟକ୍ତିଗତ ଓ…
Read More...