Browsing Category

ନ୍ୟୁଜ୍

ଇଡିରେ ହାଜର ହେଲେ ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ର : ଖୋଲିବେ ସାରଥୀଙ୍କ ଗୁମର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରବର୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି ସାରଥୀଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ର । ସାରଥୀ ସାମ୍ରାଜ୍ୟର ଆର୍ଥିକ କାରବାରର ମୁଖ୍ୟ କାର୍ପରଦାର ଥିଲେ ଶରତ ପାତ୍ର । ସତ୍ୟମ ଚାରିଟେବୁଲ ଟ୍ରଷ୍ଟକୁ ବିପୁଳ ପରିମାଣର ଟଙ୍କା କେଉଁଠୁ ଆସୁଥିଲା ଆଉ ଏସବୁର ଖର୍ଚ…
Read More...

ବାନା ବାବାଙ୍କ ଆଶ୍ରମରେ ୪ ଦିନ ହେବ ଜବରଦଖଲ ଉଚ୍ଛେଦ ଜାରି

କୋଣାର୍କ : ୪ ଦିନ ହେବ କଳକୀ ଆଶ୍ରମକୁ ମାଟିରେ ମିଶାଇବାରେ ଲାଗିଛି ପ୍ରଶାସନ ବୁଲଡୋଜର । ଆଜି ଚତୁର୍ଥ ଦିନରେ ମଧ୍ୟ ଜବରଦଖଲ ଉଚ୍ଛେଦ ଜାରି ରହିଛି । ପ୍ରଶାସନର ୩ଟି ବୁଲଡୋଜର ବାନା ବାବାଙ୍କ ଆଶ୍ରମର ମୁଖ୍ୟ କୋଠା ଭାଙ୍ଗିବାରେ ଲାଗିଛି । କଳକୀ ଆଶ୍ରମର ଯଜ୍ଞମଣ୍ଡପ, ଯୋଗଗୃହ ଓ ଜଳକ୍ରୀଡା…
Read More...

ଆଜି ରାଉରକେଲାରେ ବିଜେପିର ବିକାଶ ପର୍ବ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ମୋଦି ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଛି ବିକାଶ ପର୍ବ । ଏହି କ୍ରମରେ ରାଉରକେଲାର ଭଞ୍ଜଭବନ ପଡ଼ିଆରେ ବିକାଶ ପର୍ବର ଆୟୋଜନ କରାଯାଇଛି । ଆଜି ସଂଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ କରାଯିବ । ଏଥିରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଯୋଗ…
Read More...

ହୋଇପାରିଲାନି ମାନଭଂଜନ : ବିକାଶ ପର୍ବ ବର୍ଜନ କରି ରାଉରକେଲା ଛାଡି କୋଲକ।ତା ଗଲେ ଦିଲ୍ଲୀପ ରାୟ

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍: ସବୁ ଉଦ୍ୟମ ଫେଲ ମାରିଲା । ବିଭିନ୍ନ ସ୍ତରର ନେତା ଓ ମନ୍ତ୍ରୀ ଯେତେ ବୁଝାଇଲେ ବି ହେଲାନାହିଁ । ଶେଷରେ ବିକାଶ ପର୍ବକୁ ବର୍ଜନ କରି ରାଉରକେଲା ଛାଡି କୋଲକାତା ପଳାଇଛନ୍ତି ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟ । କାଲି ସଂଧ୍ୟାରେ ସମଲେଶ୍ୱରୀ ଏକ୍ସପ୍ରେସରେ ସେ…
Read More...

ସଙ୍କଟରେ ଗଜରାଜ

ଢେଙ୍କାନାଳ : ସଙ୍କଟରେ ଗଜରାଜ । ପୁଣି ଢେଙ୍କାନାଳରେ ବିଦ୍ୟୁତ ଆଘାତରେ ଗଲା ଦନ୍ତାର ଜୀବନ । ହିନ୍ଦୋଳ ରେଂଜ ଗଙ୍ଗାଧରପୁର ଗାଁରେ ଏଭଳି ଅଘଟଣ ଘଟିଛି ।   ବିଦ୍ୟୁତ ଆଘାତରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ମୃତ ହାତୀଟିର ବୟସ ୩୦ବର୍ଷ ହେବ ବୋଲି ଅନୁମାନ…
Read More...

ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆଜି ଆସିବ ବିଜ୍ଞପ୍ତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ବର୍ଦ୍ଧିତ ଟୋଲ ଫି’ ଆଦାୟ ସ୍ଥଗିତ ନେଇ ଆସିବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ବର୍ଦ୍ଧିତ ଟୋଲ୍-ଫି ନେଇ ଉଭୟ କେନ୍ଦ୍ର ସରକାର ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇକୁ ରିପୋର୍ଟ ଦେବେ ରାଜ୍ୟ ସରକାର । ସେହିପରି ବେଆଇନ୍ ଟୋଲ୍ ଗେଟ୍ ଏବଂ ଫି…
Read More...

ରୋଜା ଅଲ୍ ଦି ବେଷ୍ଟ

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ପୁଣି ଜାତୀୟ ସ୍ତରର ରିୟଲିଟି ଶୋରେ ଓଡିଆ କଳାକାରଙ୍କ କମାଲ । ଏକ ଘରୋଇ ଚ୍ୟାନେଲର ଡ୍ୟାନ୍ସ ରିୟଲିଟି ଶୋରେ ରାଉରକେଲାର ରୋଜା ପହଂଚିଛନ୍ତି ଟପ୍ ରାଉଣ୍ଡରେ । ଦେଶର ୧୪ ଜଣ ନୃତ୍ୟ ଶିଳ୍ପୀଙ୍କ ଭିତରେ ସେ ତିଆରି କରିପାରିଛନ୍ତି ନିଜ ପାଇଁ ଜାଗା । ଆଉ ଏବେ…
Read More...

ବାନା ବାବାଙ୍କ ଗୁପ୍ତ ସୁଡଙ୍ଗ

କୋଣାର୍କ : କଳକୀ ଆଶ୍ରମରେ ସୁଡଙ୍ଗର ସନ୍ଧାନ । ବାନା ବାବାଙ୍କ ସାମ୍ରାଜ୍ୟର ପତନ ବେଳେ ନଜରକୁ ଆସିଛି ଏମିତି କିଛି ସୁଡଙ୍ଗ । ଆଶ୍ରମ ଭିତରେ ଏକାଧିକ ସୁଡଙ୍ଗ ରହିଛି । ସୁଡଙ୍ଗ ଭିତରକୁ ଯାଇଛି କଂକ୍ରିଟ୍ ସିଡି । ପୁରା ନିଛାଟିଆ । ଏହି ଭିତରେ କଣ ହୁଏ, ତାହା କେହି ଜାଣନ୍ତି ନାହିଁ ।…
Read More...

ଅସଲି ବଜାର ନକଲି ଶାଢୀ

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ନକଲି ବାନ୍ଧକଳା ଶାଢ଼ୀ ଏବେ ସମ୍ବଲପୁର ଶାଢୀ ବଜାରରେ ନିଜର କାୟା ବିସ୍ତାର କରିଚାଲିଛି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ବୁଣାକାରମାନେ କରିଥିବା ଅନୁରୋଧ କ୍ରମରେ କେନ୍ଦ୍ରୀୟ ଟିମ୍ ବରଗଡରେ ତଦନ୍ତ କରିଛନ୍ତି । ନକଲି ସମ୍ବଲପୁରୀ ଶାଢୀ ଉପରେ ଅଙ୍କୁଶ…
Read More...

ଗ୍ରାମୀଣ ଦକ୍ଷତାରେ ଓଡିଶାକୁ ମିଳିଲା ଅର୍ନ୍ତଜାତୀୟ ସ୍ୱୀକୃତି

କନକ ବ୍ୟୁରୋ : ଗ୍ରାମୀଣ ଓଡିଶାର ଦକ୍ଷତାକୁ ଅର୍ନ୍ତଜାତୀୟ ସ୍ୱୀକୃତି । ଗ୍ରାମାଂଚଳର ଯୁବକ-ଯୁବତୀଙ୍କୁ ଆତ୍ମନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓରମାସ୍କକୁ ମିଳିଛି ପ୍ରଶଂସା । ପ୍ୟାରିସରେ ୟୁନେସ୍କୋ ମୁଖ୍ୟାଳୟରେ ଅନୁଷ୍ଠିତ ଗ୍ଲୋବାଲ ସ୍କିଲ୍ ଡେଭଲପମେଂଟ ମିଟରେ…
Read More...