Browsing Category

ନ୍ୟୁଜ୍

ଧର୍ମେନ୍ଦ୍ରଙ୍କ ପଛରେ ଜୁଏଲ୍ . .

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଗଲେ କିଛି ଆପତି ନାହିଁ । ସେ ଏହି ନିଷ୍ପତିକୁ ସ୍ୱାଗତ କରିବେ । କିଛି ଏଭଳି ଢଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ…
Read More...

କ୍ଷୁଦ୍ର ଜମାକାରୀଙ୍କୁ ଆଶା

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ରାଜ୍ୟ ସରକାରଙ୍କୁ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ । କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ସୁପାରିଶ ଥିବା କହିଛନ୍ତି ଜଷ୍ଟିସ ଏମ. ଏମ. ଦାସ କମିଶନଙ୍କ ସଚିବ । ସୂଚନା ଅନୁସାରେ, ରିପୋର୍ଟରେ କ୍ଷୁଦ୍ର ଜମାକରୀ ସଂପର୍କିତ ନଥିପତ୍ର…
Read More...

ଆଠଗଡ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ : ଜଣେ ଜୀବନ୍ତ ଦଗ୍ଧ

ଆଠଗଡ : ଆଠଗଡର ଚାଇଁପୁର ପଂଚାୟତ ଗଦାଧରପୁରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣେ ବୃଦ୍ଧା ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକ ଜଣକ ହେଲେ ଛାୟା । ଏହାସହ ୮୦ ବଖରାରୁ ଅଧିକ ଘର ଓ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ…
Read More...

ପ୍ରେମ ନା ସାଲିସ୍ ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କିଏ କହିଲା ଭଙ୍ଗା ମନ ଆଉ ଯୋଡି ହୁଏନା । କିଏ କହିଲା ସମ୍ପର୍କର ସୂତାଖିଅ ଛିଣ୍ଡି ଗଲେ ଆଉ ଗୁନ୍ଥି ହୁଏନା । ପୁରୁଷ ପୁରୁଷର ଏହି ପ୍ରବାଦକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ବର୍ଷା ସୋନି ଓ ରାଜାଶ୍ରୀ । ଯୌତୁକ ନିର୍ଯ୍ୟାତନାରେ ଏବେ ଆସିଛି ପ୍ରେମର ମୋଡ…
Read More...

ବ୍ରହ୍ମପୁରରେ ଆଇପିଏଲ୍ ବେଟିଂ : ୨ ବୁକି ଗିରଫ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : କୋରାପୁଟ ପରେ ବ୍ରହ୍ମପୁରରୁ ଧରାପଡିଲେ ବୁକି । ଗଂଜାମ ଜିଲ୍ଲା ବିଏନପୁର ଥାନାର ଚନ୍ଦନନଗର ଅଂଚଳରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ୧୧ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ୧୦ଟି ମୋବାଇଲ୍ ଓ ଟିଭି ଜବତ ହୋଇଛି…
Read More...

ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତିଙ୍କୁ ହତ୍ୟା ଧମକ ଅଭିଯୋଗ

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଜୁନିୟର ଡାକ୍ତର ସଂଘ ସଭାପତି ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ହତ୍ୟା ଧମକ ମାମଲା । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୁଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ସିକ୍ୟୁରିଟି ଗାର୍ଡ ଓ ଜଣେ ବୁର୍ଲା ମେଡିକାଲ…
Read More...

ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ପୂରିଲା ଦୁଇ ବର୍ଷ : ଆଜିଠାରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:ନବୀନ ସରକାରଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପୂର୍ତି ଅବସରରେ ଆଜିଠାରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଗତାକଲି ଦିଲ୍ଲୀରୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ସେ ଗୋଟି ଗୋଟି କରି ସବୁ ବିଭାଗର ସମୀକ୍ଷା କରିବେ ବୋଲି…
Read More...

ବର୍ଷାସୋନୀ- ରାଜାଶ୍ରୀ ମହାମିଳନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି, ପୁଣିଥରେ ଏକାଠି ହୋଇଛନ୍ତି ବର୍ଷାସୋନୀ ଓ ରାଜାଶ୍ରୀ । ରାଜାଶ୍ରୀ, ମୋ ପାଇଁ ବଳ ବୋଲି କହିଛନ୍ତି ବର୍ଷାସୋନୀ । ସେମାନେ ଦୁଇଜଣ ଆଗକୁ ସଂସାର ଗଢିବାର ନିଷ୍ପତି ନେଇଛନ୍ତି । ଉଭୟ ପରିବାରର ପ୍ରୟାସରେ ମିଳାମିଶା…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍:ଏସସିବି ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଛାତ୍ରୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ତେବେ ଖୁବଶୀଘ୍ର ନ୍ୟାୟ ମିଳିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ…
Read More...

ଆଜି ଆସିପାରେ ଚିଟଫଣ୍ଡ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଆଜି ଅନ୍ତରୀଣ ରିପୋର୍ଟ ଦେଇପାରନ୍ତି ଚିଟଫଣ୍ଡ କମିଶନ୍ । ବିଶେଷ କରି କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ନେଇ ଉଲ୍ଲେଖ କରିପାରନ୍ତି ଜଷ୍ଟିସ ଏମଏମ ଦାସ । ସେହିପରି ସ୍ୱଳ୍ପ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ କିଛି ସଂସ୍ଥାଙ୍କ ଆଭିମୁଖ୍ୟ ସଂପର୍କରେ ମଧ୍ୟ…
Read More...