Browsing Category

ନ୍ୟୁଜ୍

ପୁରୀ : ପିପିଲି ସାତସଙ୍ଖ ଅଞ୍ଚଳରେ ବିହନ କେନ୍ଦ୍ରରେ ଜାଗା ଅଭାବରୁ ନଷ୍ଟ ହେଉଛି ବସ୍ତା ବସ୍ତା ଧାନ

କନକ ବ୍ୟୁରୋ : ବିହନ କେନ୍ଦ୍ରରେ ଧାନ ରଖିବା ଜାଗା ନଥିବାରୁ ବସ୍ତା ବସ୍ତା ଧାନ ବାହାରେ ଓଦା ହୋଇ ନଷ୍ଟ ହେଉଛି । ଓଦା ଧାନ ଶୁଖେଇବା ପାଇଁ ଧାନ ଖଳା ମଧ୍ୟ ନାହିଁ । ପିପିଲି ସାତସଙ୍ଖ ଧାନ ବିହନ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ…
Read More...

ସମ୍ବଲପୁର ଜିଲ୍ଲା ଓରାମପଡ଼ା ଗାଁରେ କୀଡନି ରୋଗ ଆତଙ୍କ ! ବର୍ଷକରେ ଗଲାଣି ୧୦ ଜଣଙ୍କ ଜୀବନ

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଓରାମପଡ଼ା ଗାଁରେ ବ୍ୟାପୁଛି କିଡ଼ିନୀ ରୋଗ । କିଡ଼ିନୀ ରୋଗରେ ଆକ୍ରାନ୍ତ ହୋଇ ବର୍ଷକ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇ ରହିଛନ୍ତି ୫ଜଣ । ଦୂଷିତ ପାଣି ପାଇଁ ଏହା ବ୍ୟାପୁଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।…
Read More...

କାଳ ହେଲା ଅଦିନିଆ ବର୍ଷା ! ସମ୍ବଲପୁରରେ ଫସଲ ନଷ୍ଟ ଯୋଗୁଁ ଋଣ ସୁଝିବା ଚିନ୍ତାରେ ଚାଷୀ

କନକ ବ୍ୟୁରୋ : ଚାଷୀମାନଙ୍କ ଚିନ୍ତାର କାରଣ ପାଲଟିଛି ଅଦିନିଆ ବର୍ଷା । ଅଦିନିଆ ବର୍ଷା ଯୋଗୁଁ ସମ୍ବଲପୁର ଚାଷୀ ଏବେ ଚିନ୍ତାରେ । ବୋଝ ଉପରେ ନଳିତା ବିଡ଼ା ପରି ଏବେ ଚାଷୀଙ୍କ ଉପରେ ଦାଉସାଜିଛି ବର୍ଷା । ଅଦିନିଆଁ ବର୍ଷା ଯୋଗୁଁ ପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଟମାଟୋ ସବୁ…
Read More...

ନବରଙ୍ଗପୁର ଗୁରୁସିଙ୍ଗାରେ ଚାଉଳ ହଡପ ଅଭିଯୋଗ ! ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଟକ ରଖିଲେ ହିତାଧିକାରୀ

କନକ ବ୍ୟୁରୋ : ଚାଉଳ ହଡପକୁ କେନ୍ଦ୍ର କରି ପଂଚାୟତ କାର୍ଯ୍ୟାଳୟ ଘେରିଲେ ହିତାଧିକାରୀ । ନବରଙ୍ଗପୁର ଗୁରୁସିଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଯୋଗାଣ ଅଧିକାରୀଙ୍କୁ ଅଟକ ରଖିବା ସହ ଶତାଧିକ ହିତାଧିକାରୀ ବିକ୍ଷୋଭ କରିଛନ୍ତି । ପାଖାପାଖି ୪ ଘଂଟା ଧରି କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।…
Read More...

ଆସନ୍ତା ୨୪ ଘଂଟା ଯାଏଁ ଜାରି ରହିବ ବର୍ଷା : ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ନେଇ ପାଣିପାଗ କେନ୍ଦ୍ରର ସୂଚନା

କନକ ବ୍ୟୁରୋ : ଆଗାମୀ ୨୪ଘଂଟା ପର୍ଯ୍ୟନ୍ତ ଉତ୍ତର ଓ ଉପକୂଳବର୍ତୀ ଓଡ଼ିଶାରେ ବର୍ଷା ଜାରି ରହିବ । ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବା ସହ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୧ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବା ପରେ ୧୩ ତାରିଖରେ ପାଗ ସ୍ୱାଭାବିକ ରହିବ…
Read More...

ଡି-ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ! ପୈତୃକ ବାସଭବନ ସମେତ ୩ଟି ସ୍ଥାନରେ ଇଡିର ରେଡ

କନକ ବ୍ୟୁରୋ : ଧଳସାମନ୍ତ ବ୍ରଦର୍ସ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର । ଡି-ବ୍ରଦର୍ସଙ୍କ ଆର୍ଥିକ କାରବାର ଉପରେ ଇଡିର ଆଖି ପଡିଛି । ଆଜି ଇଡିର ଅଧିକାରୀମାନେ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ପୈତୃକ ବାସଭବନରେ ରେଡ କରିଛି । ଏହାସହ ସେମାନଙ୍କ ତାନ୍ତିଆ କନଷ୍ଟ୍ରକସନ୍ର…
Read More...

କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କଲେ ଭର୍ତୃହରି ! କହିଲେ, ଉତ୍କଟ ହେଉଛି ଆମରେିକାରେ ବର୍ଣ୍ଣବୈଶମ୍ୟ…

କନକ ବ୍ୟୁରୋ : କାନସାସ୍ ଗୁଳିକାଣ୍ଡ ନେଇ ଲୋକସଭାରେ କ୍ଷୋଭ ପ୍ରକାଶ କରିଛନ୍ତି ଭର୍ତୃହରି ମହତାବ । ଆମରିକାରେ ବର୍ଣ୍ଣବୈଶମ୍ୟ ଘୃଣା ଉତ୍କଟ ହେଉଛି ବୋଲି ଭର୍ତୃହରି କହିଛନ୍ତି । ଏହାସହ  ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ନେଇ ସରକାରଙ୍କୁ ଜବାବ ମାଗିଛନ୍ତି  ।
Read More...

ଆଜି ଆସିବ ୟୁପି ସମେତ ୫ଟି ରାଜ୍ୟର ଏକ୍ଜିଟ୍ ପୋଲ ରିପୋର୍ଟ : ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ କଣ କହୁଛି ଜନମତ…

କନକ ବ୍ୟୁରୋ : ଆଜି ଆସିବ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟର ଏକ୍ଜିଟ୍ ପୋଲ ରିପୋର୍ଟ । ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ କଣ କହୁଛି ଜନମତ ସର୍ଭେ ରିପୋର୍ଟ, ଏହା ଉପରେ ସମସ୍ତଙ୍କ ନଜର । ବିଶେଷ କରି ଉତ୍ତରପ୍ରଦେଶର ନିର୍ବାଚନ ଫଳାଫଳ କଣ ହେବ, କେଉଁ ଦଳ ଉପରେ ଜନସାଧାରଣ ଅଧିକ ଭରସା…
Read More...

ରେଭେନ୍ସା ପ୍ରସଂଗରେ ରାଜନୀତିକରଣ ନକରାଯାଉ : ବିଧାୟକ ପ୍ରଭାତ ବିଶ୍ୱାଳ

କନକ ବ୍ୟୁରୋ : ରେଭେନ୍ସା ପ୍ରସଂଗରେ ରାଜନୀତିକରଣ ନକରାଯାଉ । ରେଭେନ୍ସା କୁଳପତି ସତ କହୁଛନ୍ତି ନା ମିଛ କହୁଛନ୍ତି ତାହା କହିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ଭିସି ଜଣେ ଭଲ ବ୍ୟକ୍ତିତ୍ୱ । ଦୁଇ ଦିନ ତଳେ ତାଙ୍କ ସହ ଆଲେଚନା କରିଥିଲି ବୋଲି…
Read More...

ସଂସଦ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ : ଉଭୟ ଗୃହରେ ପୂର୍ବତନ ବାଚସ୍ପତି ରବି ରାୟଙ୍କୁ ଶ୍ରଦ୍ଧାଂଜଳି

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ । ସଂସଦର ଉଭୟ ଗୃହରେ ଦିବଙ୍ଗତଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଦିଆଯାଇଛି । ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି…
Read More...