Browsing Category

ନ୍ୟୁଜ୍

ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କଲା ବିଜେଡି : ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀ ନିର୍ବାଚନ ଲାଗି ହୁଇପ ଜାରି କରିଛି ବିଜେଡି । ୧୨ ତାରିଖ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ହୁଇପ୍ ଜାରି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ଟିକେଟରେ ବିଜୟୀ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ହୁଇପ୍ ଜାରି କରିଛନ୍ତି ।…
Read More...

କିଏ ହାତେଇବ ୫ଟି ରାଜ୍ୟର ସିଂହାସନ : କାଲି ଆସିବ ଜନାଦେଶ,ଏକଜିଟ୍ ପୋଲ ପୂର୍ବାନୁମାନ ପରେ ବଢିଲା ଉତ୍କଣ୍ଠା

କନକ ବ୍ୟୁରୋ : କାଲି ଆସିବ ଉତରପ୍ରଦେଶ ସମେତ ୫ଟି ରାଜ୍ୟର ଜନାଦେଶ । ହାଇପ୍ରୋଫାଇଲ ପ୍ରଚାର ଓ ମତଦାନ ପରେ ଏକଜିଟ୍ ପୋଲ ରିପୋର୍ଟ ଆସିଛି । ଏହା ପରେ ସାରା ଦେଶରେ ଉତ୍କଣ୍ଠା ବଢିବାରେ ଲାଗିଛି । ବିଶେଷ କରି ଉତରପ୍ରଦେଶର ନିର୍ବାଚନ ଫଳାଫଳ କଣ ହେବ, କେଉଁ ଦଳ ଉପରେ ଜନସାଧାରଣ ଅଧିକ ଭରସା…
Read More...

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଦେଶରେ ସମ୍ମାନିତ : ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ବାହାରିନରେ ଦିଆଗଲା ସମ୍ମାନ

କନକ ବ୍ୟୁରୋ : ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବିଦେଶରେ ସମ୍ମାନିତ କରାଯାଇଛି । ବାହାରିନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ମାନ ମିଳିଛି । ତାଙ୍କୁ ବାହାରିନ୍ ଶିକ୍ଷାମନ୍ତ୍ରୀ ମଜିଦ ବିନ୍ ଅଲ୍ଲୀ ଆଲ୍ ନୂଆଇମିନ୍ ସମ୍ମାନିତ କରିଛନ୍ତି । ଅନ୍ତର୍ଜାତିୟ ମହିଳା ଦିବସ…
Read More...

ଆଜି ସରୁଛି ମାଟ୍ରିକ ପରୀକ୍ଷା : ଶେଷ ଦିନରେ ଇତିହାସ ଓ ଭୂଗୋଳରେ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ

କନକ ବ୍ୟୁରୋ : ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଇତିହାସ ଓ ଭୁଗୋଳ ପରୀକ୍ଷା ରହିଛି । ଫେବୁଆରୀ ୨୮ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମୋଟ ୬ଲକ୍ଷ ୮ହଜାର ୬୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପାଇଁ ସାରା ରାଜ୍ୟରେ ୨ହଜାର ୯୩୮ଟି ପରୀକ୍ଷା…
Read More...

ରାଜ୍ୟରେ ଘୁରି ବୁଲୁଛି ଜାଲ ନୋଟ : ବାରିପଦାରୁ ୩୨ଟି ୫ଶହ ଟଙ୍କିଆ ନକଲି ନୋଟ ଜବତ

କନକ ବ୍ୟୁରୋ : ଜାଲ ନୋଟ କାରବାର ଅଭିଯୋଗରେ ବାରିପଦା ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ତା ନିକଟରୁ ପୋଲିସ ୩୨ଟି ଜାଲ ୫୦୦ ଟଙ୍କିଆ ନୋଟ ଜବତ କରିଛି । ଗିରଫ ଯୁବକ ଜଣକ ହେଉଛନ୍ତି ମୟୁରଭଂଜ ରାସଗୋବିନ୍ଦପୁରର ଶାଗେନ ଟୁଡୁ । ତେବେ ଶାଗେନ ଏହି ଟଙ୍କା କେଉଁଠୁ ଆଣିଲେ ଓ ଏଥିରେ…
Read More...

ଆଜିଠୁ ଆରମ୍ଭ ହେବ ଆଇସିଏସଇ ବୋର୍ଡ ପରୀକ୍ଷା : ଓଡିଶାରୁ ପ୍ରାୟ ୬୨୦୦ ପିଲା ପରୀକ୍ଷା ଦେବେ

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଆଇସିଏସଇ ବୋର୍ଡ ପରୀକ୍ଷା । ଓଡିଶାରୁ ପ୍ରାୟ ୬୨୦୦ ପିଲା ପରୀକ୍ଷା ଦେବେ । ଏଥିପାଇଁ ଓଡିିଶାରେ ଥିବା ସ୍କୁଲଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ପରୀକ୍ଷାର ସୁପରିଚାଳନା ପାଇଁ ହଲଗୁଡିକରେ ସିସିଟିଭି ମଧ୍ୟ ଲଗାଯାଇଛି । ପୁର୍ବାହ୍ନ ୧୧ଟାରୁ…
Read More...

ପଂଚାୟତ ନିର୍ବାଚନ ପରେ ପେଂଚ ପୁରାଇଲା ଶାସକ ବିଜେଡି : ନୂଆ ନିୟମକୁ ବିଜେପିର ବିରୋଧ

କନକ ବ୍ୟୁରୋ : ନବୀନ ଓ ବିଜେଡିକୁ ହାରିବାର ଭୟ ଘାରିଛି । ନିର୍ବାଚନୀ ନିୟମ ବଦଳାଇ ଜିଲ୍ଲା ପରିଷଦ ସଭାପତି ପଦ ହାତେଇବାକୁ ଚାହୁଁଛି ବିଜେଡି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ତରବରିଆ ଭାବରେ ବିଧାନସଭାରେ କୌଣସି ପ୍ରସ୍ତାବ ଆଗତ ନକରି ଜିଲ୍ଲା ପରିଷଦ ଆଇନରେ ପରିବର୍ତନ…
Read More...

ଆହୁରି ୨୪ ଘଂଟା ବର୍ଷିବ : ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ୫୦ରୁ ୬୦କିଲୋମିଟର ବେଗରେ ପବନ ସହ ଲାଗିରହିବ ବର୍ଷା

କନକ ବ୍ୟୁରୋ : ବଂଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇଛି । ଉତର ଓଡିଶା, ଝାଡଖଣ୍ଡ, ଓ ପଶ୍ଚିମବଂଗର ଗାଂଗେୟ ଉପତ୍ୟାକାରେ ସୃଷ୍ଟି ହୋଇଛି ଘୁର୍ଣିବଳୟ । ଦୁଇ ଦିନ ହେଲା କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜଧାନୀ…
Read More...

ଏକଜିଟ୍ ପୋଲ ସର୍ଭେର ପୂର୍ବାନୁମାନ : ୟୁପି, ଉତରାଖଣ୍ଡ, ଗୋଆ ଓ ମଣିପୁରରେ ଆଗରେ ବିଜେପି

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି । ଏବେ ମାର୍ଚ ୧୧ ତାରିଖରେ ହେବାକୁ ଥିବା ଗଣତି ଉପରେ ସମସ୍ତଙ୍କ ନଜର । କିନ୍ତୁ ଏହା ଭିତରେ ବିଭିନ୍ନ ସର୍ଭେ ସଂସ୍ଥା ଏକଜିଟ୍ ପୋଲ ମାଧ୍ୟମରେ ନିର୍ବାଚନର ଫଳାଫଳର ପୂର୍ବାନୁମାନ କରିଛି । ମିଳିଥିବା ସୂଚନା ଅନୁସାରେ, ଉତର…
Read More...

ସୁପ୍ରିମକୋର୍ଟ ଗ୍ରହଣ କଲେ ସାରଥିଙ୍କ ବେଲ୍ ଆବେଦନ ! ଆରମ୍ଭ ହେଲା ଣୁଣାଣୀ

କନକ ବ୍ୟୁରୋ : ବାବାର ବେଶ ଧରି ହଜାର ହଜାର ଲୋକଙ୍କୁ ଠକିଥିବା ସାରଥି ବାବାଙ୍କ ମାମଲାରେ ନୂଆ ମୋଡ ଆସିଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏବେ ଶୁଣିବେ ସାରଥିଙ୍କ କଥା । ସାରଥି ଆବେଦନ କରିଛନ୍ତି ତାଙ୍କୁ ବେଲ୍ ଦିଆଯାଉ । ଉଚ୍ଚତମ ନ୍ୟାୟାଳୟରେ ସାରଥିଙ୍କ ଓକିଲ ଯୁକ୍ତି ବାଢିଛନ୍ତି ଯେ, ସାରଥି…
Read More...