ସମସ୍ୟା ସମାଧାନ କରିବାକୁ ଯାଇ ଗାଁ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ପ୍ରକଳ୍ପ ଅଧିକାରୀ । ଭିଡିଓ ହେଲା ଭାଇରାଲ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗାଁ ଲୋକେ

9