ମୃତ ରୋଗୀଙ୍କ ଚିକିତ୍ସା ପାଇଁ ଟଙ୍କା ଦାବି କଲେ ଘରୋଇ ଡାକ୍ତରଖାନା କର୍ମଚାରୀ : ଚନ୍ଦ୍ରଶେଖରପୁର ଥାନାରେ ପହଁଚିଲା ଅଭିଯୋଗ , ରୋଗୀ ସମ୍ପର୍କୀୟ କହିଲେ, ୧୨ ଟାରେ ଡାକ୍ତର କହିଥିଲେ ରୋଗୀ ମୃତ; ପୁଣି ଦିନ ୩ଟାରେ ଔଷଧ ପାଇଁ ଟଙ୍କା ଜମା କରିବାକୁ କହିଲେ ବିଲିଂ କର୍ମଚାରୀ

13