ବିଜୁଳି ଦର ବୃଦ୍ଧିକୁ କଂଗ୍ରେସ କରିବ ବିରୋଧ : ଆସନ୍ତାକାଲି ଅଧାଘଂଟା ପାଇଁ ବିଦ୍ୟୁତ୍ ଉପକରଣ ବନ୍ଦ ରଖିବାକୁ ଆହ୍ୱାନ ଦେଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ; କହିଲେ ଗୋଟିଏ ୟୁନିଟ ବିଜୁଳି ଉପାଦାନ ପାଇଁ ଖର୍ଚ୍ଚ ହେଉଛି ୩ ଟଙ୍କା ଗ୍ରାହକ ଦେଉଛନ୍ତି ୬ ଟଙ୍କା

16