ଗୁଜୁରାଟ ଅହମ୍ମଦାବାଦ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ : ୩ ମହିଳା ସମେତ ୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ, ୪୧ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର; ଆଇସିୟୁରେ ନିଆଁ ଲାଗି ଅନ୍ୟ ୱାର୍ଡକୁ ବ୍ୟାପିଥିବା ସୂଚନା, ସଟସର୍କିଟ ଅନୁମାନ ,ଫରେନସିକ୍ ଟିମର ଯାଂଚ ଆରମ୍ଭ

11