କେନ୍ଦ୍ରାପଡା, ଜଗତସିଂହପୁର ଓ ପାରାଦୀପରେ ଦୁର୍ଘଟଣା: ୬ଜଣ ମୃତ୍ୟୁ, ୬ଜଣ ଗୁରୁତର, କୁହୁଡି ଭିତରେ ବାଡେଇ ହେଲା ଗାଡି, ସେପଟେ ତୃତୀୟ ଦିନରେ ଉପକୂଳ ଅଂଚଳରେ ପ୍ରବଳ କୁହୁଡି, ଅସ୍ତରଙ୍ଗରେ ହଜିଗଲା ସମୁଦ୍ର ।

18