କନକ ବ୍ୟୁରୋ: ପୁଣି ଟ୍ରେନ୍ ଅଘଟଣ । ତାଜ୍ ଏକ୍ସପ୍ରେସ ଟ୍ରେନରେ ଭୟଙ୍କର ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ଟ୍ରେନର ୪ଟି ବଗିରେ ଭୟଙ୍କର ନିଆଁ ଲାଗିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ଏଯାଏଁ ମିଳିନି ନାହିଁ । ତୋଗଲକାବାଦ-ଓଖଲା ମଧ୍ୟରେ ତାଜ୍ ଏକ୍ସପ୍ରେସ ଯାଉଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ହୋଇଛି, କେମିତି ନିଆଁ ଲାଗିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ପୁଣି ଟ୍ରେନ୍ ଅଘଟଣ । ତାଜ୍ ଏକ୍ସପ୍ରେସରେ ଲାଗିଲା ଭୟଙ୍କର ନିଆଁ, ଜଳୁଛି ୪ଟି ବଗି, କ୍ଷୟକ୍ଷତି ନେଇ ମିଳିନି ସୂଚନା ।
/kanak/media/post_attachments/wp-content/uploads/2024/06/11-7.jpg)