କନକବ୍ୟୁରୋ:୭୦ଟି କେନ୍ଦ୍ରରେ ମତଗଣନା ଚାଲିବ ।ଏ ନେଇ ପ୍ରେସମିଟ କରି ସୁଚନା ଦେଇଛନ୍ତି ନିର୍ବାଚନ କମିଶନ ପୁରୁଷ ୭୩.୩୭ ପ୍ରତିଶତ ଥିବାବେଳେ ମହିଳା ୭୫.୫୫ ଭୋଟିଂ ରହିଛି । ଚଳିତଥର ନିର୍ବାଚନରେ ଅଧିକ ମହିଳା ଭୋଟିଂ କରିଛନ୍ତି । ଅଢେଇ କୋଟିରୁ ଅଧିକ ଲୋକଙ୍କ ମତଗଣନା ହେବ ।୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ,କହିଲେ ୭୦ଟି କେନ୍ଦ୍ରରେ ହେବ ମତଗଣନା ।
/kanak/media/post_attachments/wp-content/uploads/2024/06/15-1.jpg)