କରୋନା ଟିକା ପାଇଁ ଟଙ୍କା କାରବାରର ଭିଡିଓ ଭାଇରାଲ : ବାଲେଶ୍ୱର ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ଲାଂଚ କାରବାରର ଭିଡିଓ; କାଗଜରେ ନାଁ ଓ ମୋବାଇଲ୍ ନମ୍ବର ଟିପି ରଖିବା ପରେ ଟଙ୍କା ମାଗୁଛନ୍ତି ଠିକା ସଂସ୍ଥାର କର୍ମଚାରୀ

10