ମାଆ ! ମୁଁ କଣ ଆଉ ସ୍କୁଲ ଯାଇପାରିବିନି…? କିଡନୀ ରୋଗରେ କଲବଲ ହେଉଛି କୁନି ପୁଅ କ୍ରିସ । ହସିବା, ଖେଳିବା…

କନକ ବ୍ୟୁରୋ: ତାର ବି ଇଚ୍ଛା ଅଛି ଘରୁ ଯାଇ ବାହାରେ ବୁଲିବ । ମାଆ କୋଳରୁ ଉଠିଯାଇ ସାଙ୍ଗମାନଙ୍କ ସହ କବାଡି ଖେଳିବ । ଆଉ ସମସ୍ତଙ୍କ ପରି ସ୍କୁଲ ଯାଇ ପାଠ ପଢିବ । ହେଲେ ତାର ସବୁ ଇଚ୍ଛା ଏରୁଣ୍ଡି ଡେଇଁ ପାରୁନି କି ସବୁ ସ୍ୱପ୍ନ କାନ୍ଥ ସେପାରିକୁ ଯାଇପାରୁନି । କିଡନୀ ରୋଗରେ କଲବଲ ହେଉଥିବା…

କାହା ପାଇଁ ଏ ବ୍ୟବସ୍ଥା ? ଡାକ୍ତରଖାନାରେ ଡାକ୍ତର ନଥିଲେ ବୋଲି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଅଭିଯୋଗ ପରେ ବି…

କନକ ବ୍ୟୁରୋ: ଘରେ ପଡ଼ିଛି କାନ୍ଦ ବୋବାଳି । ୪ ବର୍ଷର ଶିଶୁକନ୍ୟାର ଅକାଳ ମୃତ୍ୟୁ ପରେ ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ । ଗୋଟିଏ ପଟେ ଝିଅକୁ ହରାଇବାର ଦୁଃଖ ଆଉ ଅନ୍ୟପଟେ ଆମ ବ୍ୟବସ୍ଥାର ପାଇଁ ସାରା ପରିବାର ପେଶି ହେବାର ଦୁଃଖ । ପାଣିରେ ବୁଡିଯାଇଥିବା କୁନି ଝିଅକୁ ବଂଚାଇବା…

କାହିଁକି ଶଙ୍ଖ ଶିବିରକୁ ହଠାତ ଲମ୍ଫ ମାରିଲେ ଶିକ୍ତା ? ନବୀନଙ୍କ କ୍ୟାମ୍ପକୁ ଏଣ୍ଟ୍ରି ସହ ଓଡିଶା ଜନମୋର୍ଚ୍ଚାର…

କନକ ବ୍ୟୁରୋ: ନବୀନଙ୍କ କ୍ୟାମ୍ପରେ ପ୍ୟାରୀଙ୍କ ଝିଅ । ଶଙ୍ଖ ଶିବିରକୁ ଆସି ଶଙ୍ଖ ଫୁଙ୍କିଲେ ପ୍ୟାରୀ ମହାପାତ୍ରଙ୍କ ବଡ ଝିଅ ଶିକ୍ତା ପତି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ ଶିକ୍ତା । ଆଉ ସବୁଜ ଶିବିରକୁ ଶିକ୍ତାଙ୍କ ହଠାତ ଲମ୍ଫ ପ୍ରଦାନ ପରେ…

ନୂଆପଡାରେ ଭାଲୁ ଭୟ: ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ। ଲୋକେ ଭୟଭୀତ

କନକ ବ୍ୟୁରୋ: ସହର ଭିତରେ ବୁଲୁଛନ୍ତି ଭାଲୁ । ଜଙ୍ଗଲରୁ ଖସି ଆସି ସହରର ରାଜରାସ୍ତାରେ ଆତଙ୍କ ରଚୁଛନ୍ତି ତିନି ତିନିଟି ଭାଲୁ । ନୂଆପଡା ଖରିଆର ରୋଡରେ ୩ଟି ଭାଲୁ ଆତଙ୍କ ଖେଳାଇଥିବା ସୂଚନା ମିଳିଛି । ତେବେ ଆଜି ରାତି ୮ଟା ସମୟରେ ସହର ଭିତରକୁ ୩ଟି ଭାଲୁ ପଶି ଆସିଥିଲେ । ଗୋଟିଏ ମାଆ ଭାଲୁ ଓ…

ଶାନ୍ତନୁଙ୍କୁ ମିଳିଲା ସାହାଯ୍ୟ । ଆଶାବାଡି ନୁହେଁ ଏବେ ପ୍ଲାଷ୍ଟିକ ଗୋଡରେ ଚାଲିବେ ବାଟ, ଭୋକିଲା ପରିବାରର ଭରିବେ ପେଟ…

କନକ ବ୍ୟୁରୋ: ସେ ଆଉ ଅନ୍ୟର ସାହାରା ଲୋଡିବେନି କି ଆଶାବାଡିର ସାହାଯ୍ୟ ନେଇ ସାରା ଜୀବନ କାଟିବେନି । କିମ୍ବା ଦୁର୍ଘଟଣାରେ ଗୋଡ କଟି ଯିବା ପରେ ବିଛଣାରେ ଶୋଇ ରହି ଭାଗ୍ୟକୁ ନିନ୍ଦିବେନି । କାରଣ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସ୍ୱେଚ୍ଛାସେବୀ ସଙ୍ଗଠନ । କଟି ଯାଇଥିବା ଗୋଡରେ…

ସେଞ୍ଚୁରୀ ମାରିବ ପିଆଜ ଦର ? ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ଓଡିଶା ବଜାରରେ ୮୦ ଟପିଗଲା ଦର

କନକ ବ୍ୟୁରୋ: ପିଆଜ କିଣିଲେ ଆଖି ପୋଡୁଛି, ଦର ଶୁଣିଲେ ଲୁହ ବୋହୁଛି । ବଜାରରୁ ପିଆଜ କିଣିବାକୁ ହାତ ଯାଉନି କି ପରିବା ବ୍ୟାଗରେ ଘରକୁ ପିଆଜ ଭରି ଆଣିବାକୁ ମନ କହୁନି । ବଜାରରେ ପିଆଜ ଦର ହୁ ହୁ ହୋଇ ବଢୁଥିବାରୁ ପିଆଜକୁ ଭୁଲିଗଲେଣି ଲୋକେ । କେବଳ ଗରିବ ନୁହେଁ ଧନୀଙ୍କ ଭାତ ଥାଳି ପାଖରୁ…