ସାରାଦେଶରୁ ଛୁଟୁଛି ସମବେଦନାର ସୂଅ । ବିଭିନ୍ନ ମହଲରେ ଶୋକ ପ୍ରକାଶ

କନକ ବ୍ୟୁରୋ : ମତେ ରକ୍ଷାକର, ମତେ ବଂଚାଅ । ଆର୍ତ ଚିତ୍କାରରେ ଥରହର ହେଉଥିଲା ବାହାନଗା ରେଳଷ୍ଟେସନ । କେହି ଭାବି ନଥିଲେ ଅନେକଙ୍କ ପାଇଁ ଏହି ରେଳ ଯାତ୍ରା ଅନ୍ତିମ ଯାତ୍ରା ହେବ ବୋଲି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଭାବିଲେ…

ଅଧାବାଟରେ ବଦଳିଥିଲା ବଗି, ବଞ୍ଚିଗଲା ୧୧୦ ତୀର୍ଥଯାତ୍ରୀଙ୍କ ଜୀବନ

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାକୁ ବର୍ତମାନ ସେହିମାନେ ବେଶ ଭଲଭାବେ ଅନୁଭବ କରିପାରୁଥିବେ ଯେଉଁମାନେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣାରେ ବର୍ତି ଯାଇଛନ୍ତି । । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ବ୍ୟକ୍ତି ଯେତେବେଳେ ଅଙ୍ଗେନିଭା କଥା ବଖାଣୁଛନ୍ତି ସେତେବେଳ…

ଜାଣନ୍ତୁ ଦେଶରେ କେବେ ଓ କେଉଁଠି ହୋଇଥିଲା ସବୁଠାରୁ ବଡ ଟ୍ରେନ ଦୁର୍ଘଟଣା ?

କନକ ବ୍ୟୁରୋ : ବାହାନଗାରୁ ଆସୁଛି ବେଦନା ଓ କୋହଭରା ଚିତ୍ର । ଲୁହା, ଲୁହ ଓ ଲହୁ ହୋଇଯାଇଛି ଏକାକାର । ଭୟାବହ ରେଳ ଦୁର୍ଘଟଣାରେ ଚାଲିଯାଇଛି ଅନେକଙ୍କ ଜୀବନ ନେଇଛି । । ତେବେ ଭାରତରେ ରେଳ ଦୁର୍ଘଟଣା ଯେତିକ ଲମ୍ବା ସେତିକି ବିଭତ୍ସ । ବିହାର ରେଳ ଦୁର୍ଘଟଣାକୁ ଦେଶର ସବୁଠୁ ବଡ ଦୁର୍ଘଟଣା…

‘କରମଣ୍ଡଳ’ର କଳା ଇତିହାସ, ଜାଣନ୍ତୁ କେବେ ଓ କେଉଁଠି ହୋଇଥିଲା ଦୁର୍ଘଟଣା

କନକ ବ୍ୟୁରୋ : ପୂର୍ବରୁ ଅନେକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । କେବେ ଟ୍ରେନ ଆପେ ଆପେ ଲାଇନଚ୍ୟୁତ ହୁଏ ତ କେବେ ଅନ୍ୟ ଟ୍ରେନ ସହ ଧକ୍କା ହୋଇଥାଏ । କୈାଣସି ଯାନ୍ତ୍ରିକ ତ୍ରୁଟି ହେଉ କି ମାନବିକ ତ୍ରୁଟି ଟ୍ରେନ ଦୁର୍ଘଟଣା ସବୁବେଳେ ଅମାପ ଧନଜୀବନ ହାନି ଘଟାଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ…

ଓଡିଶା ରେଳ ଦୁର୍ଘଟଣାକୁ ନେଇ ସାଂସଦ ବରୁଣ ଗାନ୍ଧୀଙ୍କ ଅନୁରୋଧ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୂଅ

କନକ ବ୍ୟୁରୋ : ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ବିଦେଶରୁ ବି ଅନେକ ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦି ଶୋକବାର୍ତ୍ତା ପଠାଇଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅନ୍ୟ ସାଂସଦମାନଙ୍କୁ ଏଭଳି…

ଭାରତୀୟ ରେଳ ବିଭାଗର ପ୍ରବକ୍ତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି । କହିଲେ ‘କବଚ’ ଥିଲେ ହୋଇନଥାନ୍ତା ଦୁର୍ଘଟଣା

କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ୨୬୧ ଜଣ ଯାତ୍ରୀଙ୍କର ଜୀବନ ଯାଇଛି । ୯୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ହେଲେ ଏବେ ଭାରତୀୟ ରେଳ ବିଭାଗର ପ୍ରବକ୍ତା ଅମିତାଭ ଶର୍ମାଙ୍କ ବୟାନ ରାଜନୀତିକୁ ସରଗରମ କରିଛି । ଅମିତାଭ…