ଅଶ୍ଳୀଳ ଫଟୋ ସୁଟ୍ କରିବା ପଡିଲା ମହଙ୍ଗା । ଥାନାରେ ଅଭିଯୋଗ ପରେ ଗିରଫ୍ ହେଲେ ଅଭିନେତ୍ରୀ ପୁନମ୍ ପାଣ୍ଡେ

କନକ ବ୍ୟୁରୋ : ଅଭିନେତ୍ରୀ ପୁନମ୍ ପାଣ୍ଡେ ଗିରଫ୍ । ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ଗିରଫ୍ କରିଛି ଗୋଆ ପୋଲିସ । କିଛି ଦିନ ତଳେ ଗୋଆ ସମୁଦ୍ର ବେଳାଭୂମିରେ ଅଶ୍ଳୀଳ ଫଟୋ ସୁଟ୍ କରୁଥିବା ନେଇ ନଭେମ୍ବର ୩ ତାରିଖରେ ଗୋଆ ଫରୱାର୍ଡ ପାର୍ଟିରି ମହିଳା ସଂଗଠନ ପୁନମ୍ ଙ୍କ ନାମରେ…

୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । କୋଲକତା ସେଣ୍ଟ୍ରାଲରେ ରାଲି । ଜନଜାତି ପରିବାର ସହ କରିବେ…

କନକ ବ୍ୟୁରୋ : ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅମିତ ଶାହା ୨ ଦିନିଆ ଗସ୍ତରେ ଆସି  ପଶ୍ଚିମବଙ୍ଗରେ ପହଂଚିଛନ୍ତି । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେବେ ଅମିତ୍ ଶାହା  । ଶ୍ରୀ ଶାହା ପଶ୍ଚିମବଙ୍ଗରେ…

ବିଜେଡିରୁ ଜୀବନ ପ୍ରଦୀପ ଦାଶ ନିଲମ୍ବିତ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଆସିଲା ନିଲମ୍ବନ ଆଦେଶ । ସୂଚନା ଦେଲେ…

କନକ ବ୍ୟୁରୋ : ବିଜେଡିରୁ ନିଲମ୍ବିତ ହେଲେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଉପନିର୍ବାଚନ ବେଳେ ସେ ଦଳ ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ…

ପାକିସ୍ତାନ ଓ ବାଂଗ୍ଲାଦେଶୀ ଶରଣାର୍ଥୀଙ୍କୁ ଦେଶର ବାହାର କରିଦେବା ପ୍ରସଙ୍ଗ । ଯୋଗୀଙ୍କୁ ଟାର୍ଗେଟ୍ କଲେ ନିତୀଶ ।…

କନକ ବ୍ୟୁରୋ : ଆସନ୍ତା ୭ ତାରିଖରେ ବିହାରରେ ଅନୁଷ୍ଠିତ ହେବ ତୃତୀୟ ବା ଶେଷ ମତଦାନ । ହେଲେ ଶେଷ ପର୍ଯ୍ୟାୟର ଭୋଟ ଗ୍ରହଣ ପୂର୍ବରୁ ଧିରେ ଧିରେ ଖୋଲୁଛି ଏନଡିଏ ମେଣ୍ଟ ଭିତରେ ଥିବା ବିବାଦ । ବିଜେପିର ତାରକା ପ୍ରଚାରକ ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍…

କେବିସିରେ ପଚାରାଯାଇଥିବା ପ୍ରଶ୍ନକୁ ନେଇ ଅମିତାଭ ବଚ୍ଚନଙ୍କ ନାମରେ ମାମଲା । ପ୍ରଶ୍ନ ଆଳରେ ହିନ୍ଦୁଧର୍ମ ଗ୍ରନ୍ଥ ଉପରେ…

କନକ ବ୍ୟୁରୋ : ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ । ସୂଚନା ମୁତାବକ ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି । ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା…

ବଦଳିଲା ୨ ଶ୍ରମିକଙ୍କ ଭାଗ୍ୟ । ମାଟି ଖୋଳିବା ବେଳେ ମିଳିଲା ଏତେ ପରିମାଣର ହୀରା ….

କନକ ବ୍ୟୁରୋ : ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡି ଦିଅନ୍ତି । ତାହା ଏବେ ପ୍ରମାଣିତ ହୋଇଛି ମଧ୍ୟପଦେଶର ୨ ଜଣ ଶ୍ରମିକଙ୍କ କ୍ଷେତ୍ରରେ । କେବେ ନିଜ ଜମିରେ ଚାଷ କରିବା ତ କେବେ ଅନ୍ୟମାନଙ୍କ ନିକଟରେ ମଜୁରୀ କରୁଥିବା ୨ ଜଣ ଶ୍ରମିକ ହଠାତ ପାଲଟି ଯାଇଛନ୍ତି କୋଟିପତି । ମାଟି ଖୋଳୁ ଖୋଳୁ…