Daily Archives

November 8, 2019

ପଶ୍ଚିମବଙ୍ଗ ମୁହାଁ ‘ବୁଲବୁଲ’: ପାରାଦୀପଠୁ ୪୫୦ କିମି ଦୂରରେ ବାତ୍ୟା; ଓଡ଼ିଶା ଛୁଇଁବନି, ହେଲେ ଓଡ଼ିଶାରେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁହାଁ ଭୀଷଣ ସାମୁଦ୍ରିକ ଝଡରେ ବୁଲବୁଲ । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଂଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି । ଏବଂ ପଶ୍ଚିମବଙ୍ଗର ସାଗର…