Daily Archives

July 2, 2019

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା : ଚାନ୍ଦବାଲିରେ ସର୍ବାଧିକ ୧୨୨ ମିଲିଲିଟର ବର୍ଷା ରେକର୍ଡ଼

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଚାନ୍ଦବାଲିରେ ସର୍ବାଧିକ ୧୨୨. ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୭୦.୮ ମିଲିମିଟର, ସୋନପୁରରେ ୭୦ ମିଲିମିଟର, ଅନୁଗୁଳରେ ୬୦ ମିମି, ସମ୍ବଲପୁରରେ ୫୮.୬ ମିମି, କଟକରେ ୫୫.୪ ମିଲିମିଟର…

ଆଜି ଶ୍ରୀବିଗ୍ରହଙ୍କ ହେବ ନେତ୍ରୋତ୍ସବ ନୀତି। ଶ୍ରୀଜିଉଙ୍କ ଚକ୍ଷୁ ସାଧାରଣ ଚକ୍ଷୁ ନୁହେଁ ବରଂ ଉନ୍ମୀଳିତ ନହୋଇ ବି…

କନକ ବ୍ୟୁରୋ: ଜ୍ୱରରେ ପିଡିତ ଶ୍ରୀଜିଉ ସମ୍ପ୍ରୁ୍ଣ୍ଣ ସୁସ୍ଥ ହେବାପରେ ଆଜି ନବଯୌବନ ଦର୍ଶନ ସହ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ଗତକାଲି ତ୍ରୟୋଦଶ ତିଥିରେ ପୁରୀରେ ଶ୍ରୀଜିଉଙ୍କର ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏଥିସହ ଦତ ମହାପାତ୍ର ସେବକମାନେ…

ବିଧାନସଭା ସ୍ଥାୟୀ କମିଟି : କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କଲେ ବାଚସ୍ପତି

କନକ ବ୍ୟୁରୋ : ବିଧାନସଭାର ୧୦ଟି ସ୍ଥାୟୀ କମିଟି ଘୋଷଣା କରିଛନ୍ତି ବାଚସ୍ପତି । ପ୍ରତି କମିଟିରେ ଜଣେ ଅଧ୍ୟକ୍ଷଙ୍କ ସମେତ ୧୨ ସଦସ୍ୟ ରହିବେ । ସ୍ଥାୟୀ କମିଟି ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି । ୧- ଗୃହ, ସାଧାରଣ ପ୍ରଶାସନ ଓ ଆଇନ ଅଧ୍ୟକ୍ଷ - କିଶୋର ମହାନ୍ତି…

ପୁଣି ଚର୍ଚ୍ଚାରେ ସିଦ୍ଧୁ ! ସୋସିଆଲ ମିଡିଆରୁ ସାମ୍ନାକୁ ଆସିଲା ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଥିବା ଫଟୋ

ପୁଣି ଚର୍ଚ୍ଚାରେ ନବଜୋତ୍ ସିଂ ସିଦ୍ଧୁ । ଏଥର କୌଣସି ବୟାନକୁ ନେଇ ଚର୍ଚ୍ଚାକୁ ଆସିନାହାନ୍ତି ବରଂ ମୁଣ୍ଡରେ ପାକିସ୍ତାନ ପତାକାକୁ ପଗଡି କରି ପିନ୍ଧିଥିବା ଫଟୋ ସାମ୍ନାକୁ ଆସିବା ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ଚର୍ଚ୍ଚାକୁ ଆସିଛନ୍ତି । ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନ ଶୀଖ୍…

ମୁମ୍ବାଇରେ ଜଳ ପ୍ରଳୟ : ସ୍କୁଲ କଲେଜ ବନ୍ଦ, ଟ୍ରେନ୍ ଓ ଫ୍ଲାଇଟ୍ ରଦ୍ଦ

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଅଟକିଗଲା ମାୟାନଗରୀ । ମୁମ୍ବାଇରେ ଜଳ ପ୍ରଳୟ । ଲଗାତର ବର୍ଷା ଯୋଗୁଁ ଏକ ପ୍ରକାର ଜଳବନ୍ଦୀ ହୋଇଯାଇଛି ମୁମ୍ବାଇ । ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ହେଉଥିବା ଲଗାତର ବର୍ଷାରେ ବେହାଲ…

ରାଜଧାନୀରେ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ! ଦୁଇ ଦିନ ପରେ ଆରମ୍ଭ ହେବ ଘୋଷଯାତ୍ରା , ୧୫ ପ୍ଲାଟୁନ୍ ପୋଲିସ୍ ଦେବେ କଡା…

ଦୁଇ ଦିନ ପରେ ଘୋଷଯାତ୍ରା। ରାଜଧାନୀରେ ଇସ୍କନ୍ ମନ୍ଦିର ସମେତ ୫୦ରୁ ଅଧିକ ସ୍ଥାନରେ ରଥଟଣା ହେବ। ବିଶେଷକରି ଇସ୍କନ୍ ଓ କିଟ୍ ରେ ଅଧିକ ଭିଡ଼ ପରିଲକ୍ଷିତ ହେବ। ତେଣୁ ଏହି ସମୟରେ ପୂରା ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ସହ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କମିସନରେଟ୍ ପୁଲିସ…