Daily Archives

November 22, 2018

ବିମାନ ଯାତ୍ରା ସମୟରେ ମନ୍ତ୍ରୀ ମାଗିଥିବା ସାମଗ୍ରୀକୁ ଦେବା ପାଇଁ ମନାକଲେ ବିମାନ କର୍ତୃପକ୍ଷ । ହେଲେ କାହିଁକି?

କନକ ବ୍ୟୁରୋ : ସାଧାରଣ ଭାବରେ କୌଣସି ରାଜନେତାଙ୍କ ନାମ ମନକୁ ଆସିଲେ ସେମାନଙ୍କୁ ଭିଆଇପି ଶ୍ରେଣୀ ବୋଲି ଧରି ନିଆଯାଇଥାଏ । ତେବେ ସେହି ବ୍ୟକ୍ତି ଜଣକ ଯଦି ରାଜ୍ୟ କିମ୍ବା କେନ୍ଦ୍ରରେ କୌଣସି ପଦପଦବୀରେ ଥାଆନ୍ତି ତେବେ କଥା ସରିଲା । କାରଣ ସାଧାରଣ ଲୋକମାନେ ଭିଆଇପି କହିଲେ ଏକ ଧାରଣ ମନରେ…

ହକି ବିଶ୍ୱକପରେ ଉଦଘାଟନୀ ଉତ୍ସବରେ ମାଧୁରୀ ଦୀକ୍ଷିତଙ୍କ ଡ୍ୟାନ୍ସଙ୍କୁ ନେଇ ଚର୍ଚ୍ଚା : ଏଗାର ଶହ କଳାକାରଙ୍କ ସହ ନୃତ୍ୟ…

କନକ ବ୍ୟୁରୋ : ଆସନ୍ତା ୨୭ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ବିଶ୍ୱକପ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ୱର । ବିଭିନ୍ନ ଦେଶର ହକି ଦଳ ବି ରାଜଧାନୀରେ ଆସି ପଂହଚିବାରେ ଲାଗିଲେଣି । ସବୁଠାରୁ କଥା କଥା ହେଲା, ଏହି ଦିନ ଉଦଘାଟନୀ ଉତ୍ସବ ଧମାକେଦାର ହେବାକୁ ଯାଉଛି । ଉଦଘାଟନୀ…

ସମୁଦ୍ର ଭିତରର ଜୀବନକୁ ଅନୁଭବ କରାଏ ସମୁଦ୍ର ମ୍ୟୁଜିୟମ୍ ! ଦେଖନ୍ତୁ ବିଶ୍ୱର ସବୁଠାରୁ ବଡ ଅଣ୍ଡରୱାଟର୍ ମ୍ୟୁଜିୟମ୍ ।

ଯଦି ସମୁଦ୍ର ଭିତରର ଦୁନିଆକୁ କେବେ ଦେଖିବାକୁ ଚାହାନ୍ତି ତେବେ ସବୁଠାରୁ ବଡ ଅଣ୍ଡରୱାଟର୍ ମ୍ୟୁଜିୟମକୁ ଥରେ ବୁଲି ଆସନ୍ତୁ । ମ୍ୟାକ୍ସିକୋର ମାନ୍ୟୁମେଣ୍ଟଲ ଅଣ୍ଡରୱାଟର୍ କଣ୍ଟେପ୍ରେରୀ ମ୍ୟୁଜିୟମ୍ ଅଫ୍ ଆର୍ଟ ସମୁଦ୍ରଠାରୁ ୨୮ ଫୁଟ୍ ତଳେ ରହିଛି । ୫୦୦ ଟି ସ୍କଲ୍ପଚରରେ ସୁସର୍ଜିତ ହୋଇଥିବା…

ପୁରୀ ଓ ଗଞ୍ଜାମ ଜିଲ୍ଳାର ଲୁଣି ପାଣି ଅଂଚଳରେ ଯୋଗାଇଦିଆଯିବ ମିଠା ପାଣି : ବସୁଧା ଯୋଜନାରେ ୧୪୭ ଗାଁକୁ ମିଳିବ ପିଇବା…

କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଲୁଣିପାଣି ଅଂଚଳରେ ବସୁଧା ଯୋଜନାରେ ମିଠା ପିଇବା ପାଣି ପାଇଁ ଯୋଜନା  । ଏହି ଯୋଜନାରେ ପୁରୀ ଜିଲ୍ଳାର କୃଷ୍ଣପ୍ରସାଦ ବ୍ଲକର ୯୨ଟି ଓ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ୫୫ଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି । ପ୍ରାୟ ୧୮୩ କୋଟି…

ଭାରତରେ ବଢ଼ିଚାଲିଛି ଟ୍ୟୁସନ ଟ୍ରେଣ୍ଡ । ଟ୍ୟୁସନ ଉପରେ ଅଧିକ ଭରଷା କରୁଛନ୍ତି ଛାତ୍ରଛାତ୍ରୀ

କନକ ବ୍ୟୁରୋ : ଭାରତରେ ବଢ଼ିଚାଲିଛି ଟ୍ୟୁସନ ଟ୍ରେଣ୍ଡ । ସ୍କୁଲ ନୁହେଁ ଟ୍ୟୁସନ ଉପରେ ଅଧିକ ଭରଷା କରୁଛନ୍ତି ଭାରତର ଛାତ୍ରଛାତ୍ରୀ । ଆନ୍ତର୍ଜାତୀୟ ସର୍ଭେରେ ବିଶ୍ୱରେ ଭାରତ ଏହି କ୍ଷେତ୍ରରେ ନଂ-୧ ବୋଲି ଜଣାପଡିଛି । ଗଚ୍ଚିତରେ ସବୁଠାରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଟ୍ୟୁସନ ଯାଆନ୍ତି ।…

ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତ !

କନକ ବ୍ୟୁରୋ : ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୭୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲେ । ମଝିରେ ମଝିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା…