Daily Archives

June 30, 2018

ନିର୍ଭୟା କାଣ୍ଡକୁ ବଳି ଗଲା ମଧ୍ୟପ୍ରଦେଶ ମନ୍ଦସୁର ଘଟଣା ! ୮ବର୍ଷର ବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଓ ଗୁପ୍ତାଙ୍ଗରେ…

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଆଉ ଏକ ନିର୍ଭୟା କାଣ୍ଡ । ଏହି ଖବର ଦେଶବ୍ୟାପି ଆଲୋଡନ ସୃ୍ଷ୍ଟି କରିଛି । ନିମଚ୍ ଜିଲ୍ଲା ଅନ୍ତର୍ଗତ ମନ୍ଦସୁରରେ ଜଣେ ୮ବର୍ଷର ବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ପରେ ବର୍ବର ଅତ୍ୟାଚାର କରାଯାଇଛି । ନାବାଳିକାଙ୍କ ତଂଟିଚିପି କାଟି ଓ ଗୁପ୍ତାଙ୍ଗରେ କାଠ…

ଫୁଟବଲ୍ ମହାକୁମ୍ଭର ଆଜିଠାରୁ ପ୍ରି-କ୍ୱାର୍ଟର ପରୀକ୍ଷା । ଆର୍ଜେଂଟିନା-ଫ୍ରାନ୍ସ ମଧ୍ୟରେ ମହାମୁକାବିଲା, ସେପଟେ…

କନକ ବ୍ୟୁରୋ: ଫୁଟବଲ୍ ମହାକୁମ୍ଭର ଆଜିଠାରୁ ପ୍ରି-କ୍ୱାର୍ଟର ପରୀକ୍ଷା । ମୋଟ୍ ୩୨ ଦଳରୁ ୧୬ ଦଳ ବିଦାୟ ନେଇଛନ୍ତି । ଆଜିଠାରୁ ମୁହାଁମୁହିଁ ହେବେ ଶ୍ରେଷ୍ଠ ୧୬ ଦଳ । ପ୍ରଥମ ମ୍ୟାଚରେ ଆର୍ଜେଂଟିନାକୁ ଭେଟିବ ଫ୍ରାନ୍ସ । ସନ୍ଧ୍ୟା ୭ଟା ୩୦ରେ ହେବ ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲ । ଯିବ ହାରିବ…

ଜାମୁକୋଳି ଖାଇବା ପରେ ଏହାର ମଞ୍ଜିକୁ ଫୋପାଡିବାର ଭୁଲ୍ କରନ୍ତୁ ନାହିଁ ! ମହୋଷଧି ସାବ୍ୟସ୍ତ ହୋଇପାରେ ।

ଜାମୁକୋଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । କିନ୍ତୁ ଆପଣ ଜାଣିଛନ୍ତି କି? ଜାମୁକୋଳି ଭଳି ତା’ର ମଞ୍ଜି ମଧ୍ୟ ଶରୀର ପାଇଁ କେତେ ଲାଭଦାୟକ? ଭିଟାମିନ୍ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି…

ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ମିଳିବ ସୂଚନା! ରାଏମସ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

କନକ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ମିଳିବ ସୂଚନା । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ ଓ ଥାଇଲ୍ୟାଣ୍ଡର ବ୍ୟାଙ୍କକ ସ୍ଥିତ ଆଂଚଳିକ ବହୁମୁଖି ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥା ରାଏମସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଦ୍ୱାରା…

ପୁଅ ନିର୍ବନ୍ଧରେ ମା’ ଲଗେଇଲେ ଠୁମକା ! ଭାଇରାଲ୍ ହେଲା ନୀତା ଅମ୍ବାନୀଙ୍କ ଡ୍ୟାନ୍ସ ଭିଡିଓ ।

ପୁତ୍ର ଆକାଶ ଅମ୍ବାନୀ ଓ ଭାବି ବଧୂ ଶ୍ଳୋକାଙ୍କ ନିର୍ବନ୍ଧ ଉତ୍ସବରେ ନୀତା ଅମ୍ବାନୀ ଏକ ବଲିଉଡ୍ ଗୀତରେ ଠୁମ୍କା ଲଗାଇ ଏବେ ବେଶ ଚର୍ଚ୍ଚାରେ। ଭାରତନାଟ୍ୟମ ନୃତ୍ୟଶିଳ୍ପୀ ନୀତା ‘କାଇ ପୋ ଚେଇ’ ଚଳଚ୍ଚିତ୍ରର ଶୁଭାରମ୍ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଶ୍ରୀମତୀ ଅମ୍ବାନୀ, ୫୪ ମରୁମ୍ ଅବୁ…

ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ! ସୋସିଆଲ ମିଡିଆରେ ଭାଇରାଲ ହେଲା ନୟାଗଡ କଂଟିଲୋର ଭିଡିଓ

କନକ ବ୍ୟୁରୋ: ଦରମା ନ ଦେବାରୁ ଶିକ୍ଷଙ୍କୁ ମାଡ । ନୟାଗଡ ଜିଲ୍ଲା କଂଟିଲୋରେ ଏକ ଘରୋଇ କୋଚିଂ ସେଂଟରରେ ଏଭଳି ଘଟଣା ଘଟିଛି । ଏପରିକି ଶିକ୍ଷକଙ୍କୁ ଗଛରେ ପିଟି ମାଡ ମରାଯିବାର ଭିଡିଓ ଭାଇରାଲ ହୋଇଛି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ଅଭିଯୋଗ ପାଇବା ପରେ ଖଣ୍ଡପଡା ପୋଲିସ ତନାଘନା ଆରମ୍ଭ କରିଛି…