ଚଳିତ ସପ୍ତାହର ଶେଷ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍ । ବିଭିନ୍ନ ଦାବି ନେଇ ଜାନୁଆର ୩୧ ଓ ଫେବୃଆରୀ ୨ଦିନିଆ ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ By Kanak News Bureau On Jan 29, 2020 - 10:33 AM Last updated Jan 29, 2020 - 10:40 AM 176 Share 176 Share FacebookTwitterGoogle+WhatsAppTelegramEmailPrint