Browsing Category

ଖେଳ

ଆଇପିଏଲ ମହାସମର : ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷକୁ ଉଠିଲା ରାହୁଲଙ୍କ ଟିମ୍

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇଛି ଲକ୍ଷ୍ନୌ   ସୁପର ଜାଏଣ୍ଟସ । ଏହି ବିଜୟ ସହ କେଏଲ୍ ରାହୁଲଙ୍କ ଟିମ୍ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚରେ ସନରାଇଜର୍ସ ପ୍ରଥମେ…
Read More...

ଆଇପିଏଲ ମହାସମର : ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା

କନକ ବ୍ୟୁରୋ : ଆଇପିଏଲ ମହାସମର । ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା। ପ୍ରଥମ ମ୍ୟାଚ୍‌ରେ ମାରକ୍ରମଙ୍କ ଅନୁପସ୍ଥିତରେ ଭୁବନେଶ୍ବର କୁମାର ଏହି ଦଳର ନେତୃତ୍ବ ନେଇଥିଲେ। ହେଲେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦଳ ୭୨ ରନ୍‌ର ବଡ଼ ବ୍ୟବଧାନରେ ପରାଜୟ…
Read More...

କେକେଆର ବିଜୟୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୧ ରନ ହରାଇଲା କୋଲକତା

କନକ ବ୍ୟୁରୋ : କୋଲକତାରେ କେକେଆର କମାଲ । ଇଡେନ ଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୮୧ ରନ ହରାଇଛି କୋଲକତା । ରହମୁନୁଲା ଗୁରୁବାଜ ଓ ଶାର୍ଦୁଳ ଠାକୁରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୨୦୪ କରିଥିଲା ଘରୋଇ ଦଳ । ବେଙ୍ଗାଲୁରୁ ୧୮ ଓଭରରେ ଅଲଆଉଟ୍ ହୋଇ…
Read More...

ଆଇପିଏଲକୁ ପୁଣି ଘାରିଲା କରୋନା ଭୟ । ଖେଳାଳି, କୋଚିଂ ଷ୍ଟାଫ୍ ଓ ଫ୍ରାଞ୍ଚାଇଜଙ୍କ ଉପରେ କଡା ନଜର । କରୋନା ଗାଇଡଲାଇନ୍…

କନକ ବ୍ୟୁରୋ: ଆଇପିଏଲକୁ ପୁଣି କରୋନା ଭୟ । ଦେଶରେ କୋଭିଡ୍ ସଂକ୍ରମଣ ବଢିବା ପରେ ଆଇପିଏଲକୁ ନେଇ ଚିନ୍ତା ପ୍ରକାଶ କରିଛି ବିସିସିଆଇ । ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମଣର ହାର ବଢୁଥିବାରୁ, ଖେଳାଳି ଓ ଫ୍ରାଞ୍ଚାଇଜକୁ ସତର୍କ କରାଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ । ଗତ ୨୪ ଘଣ୍ଟା…
Read More...

ସିଂହ ଭଳି ଲଢିଥିଲେ ଯୁବରାଜ । ବିଶ୍ୱକପ୍ ଜିତାଇଲେ, ଜୀବନ ଯୁଦ୍ଧରେ ବି ଜିତିଲେ । ଯୁବରାଜଙ୍କ କ୍ୟାନସର କାହାଣୀ…

କନକ ବ୍ୟୁରୋ : ୨୦୧୧ ବିଶ୍ୱକପର ହିରୋ ଯୁବରାଜ ସିଂଙ୍କୁ କିଏ ବା ନ ଜାଣିଛି । କିନ୍ତୁ ବିଶ୍ୱକପ ବିଜୟ ପଛର ଯେଉଁ ସଂଘର୍ଷ ରହିଛି ତାହା କେବଳ ସାଥୀ ଖେଳାଳୀ ହିଁ ଜାଣିଛନ୍ତି । ବିଶ୍ୱକପ ବିଜୟର ଦୀର୍ଘ ୧୨ ବର୍ଷ ପରେ ଯୁବରାଜଙ୍କୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା…
Read More...

ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟକା । ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି କେନ୍ ୱିଲିୟମସନ୍ । ଜାଣନ୍ତୁ, ଏହା…

କନକ ବ୍ୟୁରୋ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ପାଇଁ ଆସିଛି ଖରାପ ଖବର । ଦଳର ଅଧିନାୟକ ଥିବା କେନ୍ ୱିଲିୟମସନ୍ ଏଥର ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି । ଆଇପିଏଲ୍ ଖେଳୁଥିବା ସମୟରେ କେନ୍ ଆହତ ହୋଇଥିଲେ । ଗୁଜରାଟ ପକ୍ଷରୁ ମ୍ୟାଚ୍…
Read More...

ରାଗିଲେ କ୍ୟାପଟେନ୍ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ : ବୋଲରଙ୍କୁ ଦେଲେ ଚେତାବନୀ; କହିଲେ …

କନକ ବ୍ୟୁରୋ : କ୍ୟାପଟେନ କୁଲ ଭାବେ ପରିଚିତ ଏମଏସ ଧୋନୀଙ୍କୁ ଆଇପିଏଲରେ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ସୋମବାର ଲକ୍ଷ୍ନୌ ସୁପଏଜାଏଣ୍ଟସ୍‌କୁ ୧୨ ରନରେ ହରାଇବା ପରେ ବି ଚେନ୍ନାଇ ବୋଲରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଥମେ ସିଏସ୍‌କେ ୭ ୱିକେଟ୍‌ ବିନିମୟରେ ୨୧୭ ରନ୍‌ କରିବା ପରେ…
Read More...

କେକେଆର ବିପକ୍ଷ ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋରକୁ ଲାଗିଲା ବଡ ଝଟକା । ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଷ୍ଟାର…

କନକ ବ୍ୟୁରୋ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । ଆହତ ହୋଇ ଦଳରୁ ବାଦ୍ ପଡିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ । କୋଲକାତା ବିପକ୍ଷ ମ୍ୟାଚ୍ ପୂର୍ବରୁ ଆରସିବିକୁ ଏହି ଝଟକା ଲାଗିଛି । ଏନେଇ ଆରସିବି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । Unfortunately, Rajat Patidar has…
Read More...

ଆଇପିଏଲକୁ ପୁଣି ରିଟର୍ଣ୍ଣ କଲା କରୋନା । ଲୋକପ୍ରିୟ କମେଣ୍ଟେଟର ହେଲେ କୋଭିଡ୍ ପଜିଟିଭ୍ ।

କନକ ବ୍ୟୁରୋ: ଆଇପିଏଲକୁ ପୁଣି ଘାରିଲା କରୋନା ଡର । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ଭିତରେ ଆଇପିଏଲ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ କରୋନା ପଜିଟିଭ୍ ଖବର ଆସିଛି । ପ୍ରସିଦ୍ଧ ହିନ୍ଦୀ ଭାଷ୍ୟକାର ଆକାଶ ଚୋପ୍ରା କରୋନା ସଂକ୍ରମିତ ହୋଇପଡିଛନ୍ତି । Caught and Bowled…
Read More...

ଆଜି ବି କମିନି ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ । ପୁଣିଥରେ ଝାଡଖଣ୍ଡର ସବୁଠୁ ଅଧିକ ଆୟକର ଦାତା ହେଲେ କ୍ୟାପଟେନ୍ କୁଲ୍ ମାହି…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ତଥା ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ ଆଜି ବି ଭରପୂର ହେଇ ରହିଛି । ଅନ୍ତର୍ଜାତୀୟ କ୍ରିକେଟରୁ ସେ ଅବସର ନେବା ପରେ, ଆଜି ବି ଆଇପିଏଲରେ ତାଙ୍କର ଜଲୱା ଦେଖିବାକୁ ମିଳୁଛି । ତେବେ ଏହାର ଫଳସ୍ୱରୂପ…
Read More...