Browsing Category

ଖେଳ

‘ମୋ ଶେଷ ଆଇପିଏଲ୍ ବୋଲି ତୁମେ ଭାବୁଛ…ମୁଁ କେବେ ବି ଭାବିନି…’ । ଅବସର ନେଇ ପୁଣି ମୁହଁ ଖୋଲିଲେ ଧୋନୀ ।…

କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ ଆଉ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦଳର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି କଥା କହିଛନ୍ତି, ଯାହା ଧୋନୀ ଫ୍ୟାନ୍ସଙ୍କ ମନରେ ଖୁସି ଖେଳାଇଦେଇଛି । ଏଥର ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ନୁହେଁ ବୋଲି…
Read More...

ଧାରଣା ଭିତରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କ ବଡ ଅଭିଯୋଗ । କହିଲେ, ମାମଲାକୁ ଦବାଇ ଦେବାକୁ ଚେଷ୍ଟା କରୁଛନ୍ତି…

କନକ ବ୍ୟୁରୋ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପିର ବାହୁବଳୀ ସାଂସଦ ବ୍ରିଜଭୂଷଣଙ୍କ ସିଂଙ୍କ ବିରୋଧରେ କିଛି କୁସ୍ତିଯୋଦ୍ଧା ଦିଲ୍ଲୀର ଜନ୍ତର-ମନ୍ତର ଠାରେ ଧାରଣା ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଦେଶର ଶୀର୍ଷ କୁସ୍ତଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି କି, ଜଣେ…
Read More...

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ନମ୍ବର ୱାନ ହେଲା ଟିମ ଇଣ୍ଡିଆ : ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆକୁ ପଛରେ ପକାଇଲା ଭାରତ

କନକ ବ୍ୟୁରୋ : ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆର ବଡ଼ ସଫଳତା । ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଠାରୁ ଏକ ନମ୍ବର ଆସନ ଛଡ଼ାଇ ଆଣିଛି ରୋହିତ ଶର୍ମାଙ୍କ ଟିମ୍ । ଅର୍ଥାତ ରାଙ୍କିଙ୍ଗରେ ଭାରତ ଏବେ ଏକ ଟେଷ୍ଟ ଟିମ୍ ହୋଇଛି । ଅଷ୍ଟ୍ରେଲିଆ ଦ୍ୱିତୀୟ…
Read More...

ବିରାଟ-ଗମ୍ଭୀରଙ୍କ ବାକଯୁଦ୍ଧ : ବଢୁଛି ଦୁଇ କିମ୍ବଦନ୍ତୀ ଖେଳାଳିଙ୍କ ତିକ୍ତତା; ୨୦୧୩ରେ ବି ହୋଇଥିଲେ ମୁହାଁମୁହିଁ

କନକ ବ୍ୟୁରୋ : କ୍ରିକେଟ ମୈଦାନରେ ଖେଳାଳୀଙ୍କ ମଧ୍ୟରେ ଝଗଡା ଏକ ସାଧାରଣ କଥା । କଥା କଟାକଟି ହୁଏ, ଯୁକ୍ତିତର୍କ ବି ହୁଏ । କିନ୍ତୁ ଯେତେବେଳେ ଏହା ସୀମା ଟପେ, ସେତେବେଳେ ଖେଳାଳୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ଠିକ୍ ଏମିତି ଝଲକ ଦେଖିବାକୁ ମିଳିଛି ଗତକାଲି…
Read More...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର । ପଡିଆ ମଝିରେ କଥା କଟାକଟି । ଆକ୍ସନ ନେଲା ମ୍ୟାନେଜମେଣ୍ଟ, କଟିଲା ମ୍ୟାଚ୍…

କନକ ବ୍ୟୁରୋ: ଆଇପିଏଲ୍ ପଡିଆ ମଝିରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଆଉ ଗୌତମ ଗମ୍ଭୀର । ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ କଥା…
Read More...

ବାଙ୍ଗାଲୋର ଓ ଲକ୍ଷ୍ନୌ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ସୋମବାର ବି ରହିଛି ବର୍ଷା ସମ୍ଭାବନା ।

କନକ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଆଇପିଏଲରେ ଦେଖିବାକୁ ମିଳିବ ସୁପରହିଟ୍ ମୁକାବିଲା । ଲକ୍ଷ୍ନୌରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଏହି ମୁକାବିଲା ବେଶ ରୋମାଞ୍ଚକର ହେବ । ସେହିଭଳି ବାଙ୍ଗାଲୋର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହା…
Read More...

ଆଇପିଏଲର ହାଇଭୋଲଟେଜ ମ୍ୟାଚ : ରାଜସ୍ଥାନକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ; ଶେଷ ଓଭରରେ ହ୍ୟାଟ୍ରିକ୍ ଛକା ମାରି ଦଳକୁ…

କନକ ବ୍ୟୁରୋ : ରବିବାର ମୁମ୍ବାଇରେ ଖେଳାଯାଈଥିବା ହାଇଭୋଲଟେଜ ମ୍ୟାଚରେ ରାଜସ୍ତାନ ରୟାଲ୍ସକୁ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ରୋମାଞ୍ଚକଭରା ମ୍ୟାଚରେ ରାଜସ୍ଥାନକୁ ୬ ୱିକେଟରେ ହରାଇଛନ୍ତି ମୁମ୍ବାଇ । ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୭ ରନ ଆବଶ୍ୟକ ପଡୁଥିବା ବେଳେ ପ୍ରଥମ ତିନିଟି ବଲରେ…
Read More...

ଆଜି ଖେଳାଯିବ ଆଇପିଏଲର ହଜାରେ ତମ ମ୍ୟାଚ୍ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍…

କନକ ବ୍ୟୁରୋ: ୧୮ ଏପ୍ରିଲ ୨୦୦୮ । କ୍ରିକେଟପ୍ରେମୀଙ୍କ ପାଇଁ ଏହି ତାରିଖ ଆଣିଦେଇଥିଲା ଏକ ନୂଆ ଉତ୍ସାହ । ଆରମ୍ଭ ହୋଇଥିଲା ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ । ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା କ୍ରିକେଟର ଏହି ମହାକୁମ୍ଭ । ଯାହାର କ୍ରେଜ୍ ପୂରା ବିଶ୍ୱରେ ଦେଖିବାକୁ ମିଳିଥିଲା ।…
Read More...

ହାତଯୋଡି ଅନୁରୋଧ କରୁଛି, ଅର୍ଜୁନଙ୍କୁ ଉପର ଅର୍ଡରରେ ଖେଳାଅ । ପୂରା ବିଶ୍ୱ ମନେ ରଖିବ, ଜାଣନ୍ତୁ କିଏ କହିଲେ ଏମିତି…

କନକ ବ୍ୟୁରୋ : ଦୀର୍ଘ ଦିନର ଅପେକ୍ଷା ପରେ ଆଇପିଏଲରେ ପଦାର୍ପଣ କରିଛନ୍ତି ଅର୍ଜୁନ ତେନ୍ଦୁଲକର । ନିଜର ପ୍ରଥମ ୪ମ୍ୟାଚରେ ଅର୍ଜୁନ ସେତେଟା ପ୍ରଭାବୀ ପ୍ରଦର୍ଶନ କରିନଥିଲେ ମଧ୍ୟ ନିରାଶ ମଧ୍ୟ କରିନାହାନ୍ତି । ପ୍ରଥମ ୪ ମ୍ୟାଚରେ ଅର୍ଜୁନ ୩ଟି ୱିକେଟ ହାସଲ କରିଛନ୍ତି । ଏହି ୪ଟି ମ୍ୟାଚରେ…
Read More...

କେମିତି ଅଫ୍ ସ୍ପିନରରୁ ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ? ଜନ୍ମଦିନରେ…

କନକ ବ୍ୟୁରୋ: କିଏ କୁହେ ହିଟ ମ୍ୟାନ୍ ତ କିଏ କୁହେ ସୁପରହିଟ୍ ଶର୍ମା । କାରଣ ତାଙ୍କ ଖେଳ ସମସ୍ତଙ୍କୁ ମନୋରଞ୍ଜନ ଦେଇଥାଏ । ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥାଏ ବଡ ବଡ ଛକା, ଚୌକା । ତାଙ୍କ ବ୍ୟାଟ ଚାଲିଲେ ବୋଲର ନିଜ ଲୟ ହରାଇଥାନ୍ତି । ଆଉ ତାଙ୍କୁ ଆଉଟ କରିବାକୁ ରଚିଥାନ୍ତି ସ୍ୱତନ୍ତ୍ର…
Read More...