Browsing Category

ସ୍ପେଶାଲ୍ ରିପୋର୍ଟ

ଷ୍ଟାର୍ଟଅପ୍ ର‌୍ୟାଙ୍କିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ : ୩୮ଟି ମାନଦଣ୍ଡ ଅନୁଯାୟୀ ମିଳିଲା ମାନ୍ୟନା,ବଡ଼ ସହରରେ…

ଷ୍ଟାର୍ଟଅପ୍ ର‌୍ୟାଙ୍କିଂରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ୨୦୧୮ରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ‌ର‌୍ୟାଙ୍କିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ( ଟପ୍ ପର୍‌ଫର୍ମର) ରାଜ୍ୟ ମାନ୍ୟତା ହାସଲ କରିଛି । ସଚିବାଳୟ ସମ୍ମଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟ…
Read More...

ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ ! ଭଉଣୀ କହିଲେ, ରାଷ୍ଟ୍ର ପାଇଁ ସମର୍ପିତ ମୋଦିଙ୍କ ଜୀବନ ।

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମୋଦିଙ୍କ ଶପଥ…
Read More...

ଏଣିକି ଆର୍ମି କ୍ୟାଣ୍ଟିନରୁ କାର୍ କିଣିବା ହେବ ମହଙ୍ଗା, ୧ ଜୁନରୁ ଏହି ନିୟମରେ ହେବ ପରିବର୍ତ୍ତନ

ସାଧାରଣତଃ ଲୋକେ ଶସ୍ତା ଜିନିଷ କିଣିବା ପାଇଁ ସେନାର କ୍ୟାଣ୍ଟିନ୍ କୁ ପ୍ରାଥମିକତା ଦିଅନ୍ତି । ଆର୍ମି କ୍ୟାଣ୍ଟିନରେ ଛୋଟରୁ ବଡ ସାମଗ୍ରୀ ପର୍ଯ୍ୟନ୍ତ ବଜାର ମୂଲ୍ୟରୁ ଶସ୍ତା ଦାମରେ ମିଳେ । ଏହା କାରଣ କି ଲୋକ କିଣାକିଣି କରିବା ପାଇଁ ସେନାରେ ସାମିଲ ଥିବା ସଂପର୍କୀୟଙ୍କ ପାଖକୁ ଯାଆନ୍ତି ।…
Read More...

କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଓଡିଆ ଝିଅଙ୍କ ଚମକ ! ପ୍ରଥମ ଓଡିଆ ମହିଳା ଭାବେ ଯୋଗ ଦେଲେ ଦୌଡରାଣୀ ଦୂତି ଚାନ୍ଦ…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା ଆଥଲେଟ୍ ଦୂତି ଚାନ୍ଦ । ପ୍ରଥମ ଓଡିଆ ମହିଳା ଭାବେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇଛନ୍ତି ଦୂତି ଚାନ୍ଦ । ସୋ’ରେ ଦୂତିଙ୍କ ସହ…
Read More...

ମନ ଜିଣିନେଲା ଜମାଟୋ ! ଦିବ୍ୟାଙ୍ଗ ଜମାଟୋ ଡେଲିଭର୍ ବଏଙ୍କୁ ଉପହାର ଦେଲା ବିଦ୍ୟୁତ୍ ଚାଳିତ ବାହନ , ସୋସିଆଲ୍ ମିଡିଆରେ…

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । କିଛି ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ । ଭିଡିଓଟି ଥିଲା ଜଣେ ଦିବ୍ୟାଙ୍ଗ ଜମାଟୋ ବଏଙ୍କ । ଜୋମାଟୋ ଡେଲିଭରୀ ବଏ ରାମୁଙ୍କ ଗୋଡ଼ ଅଚଳ ଥିଲେ ମଧ୍ୟ ସେ ନିଜ ହାତର…
Read More...

ଡାକ୍ତରୀ ଛାତ୍ରୀ ପାୟଲଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧାହେଲେ ୩ ସିନିୟର୍ ଡାକ୍ତର ! ଜାତିଆଣ ନିର୍ଯାତନା ଯୋଗୁଁ…

ସରକାରଙ୍କ ଦ୍ୱାରା ପରିଚାଳିତ ମୁମ୍ବାଇର ବିୱାଇଏଲ୍ ନାୟର ହସପିଟାଲର ଛାତ୍ରୀନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତଡ଼ଭିଙ୍କ ଆତ୍ମହତ୍ୟା ମାମଲାରେ ୩ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପୁଲିସ ହାଜତରେ ଏବେ ଜେରା ଚାଲିଛି। ପାୟଲଙ୍କୁ ନିର‌୍ୟାତନା ଦେଇଥିବା ଅଭିଯୋଗରେ…
Read More...

ଜନସନ୍ ଆଣ୍ଡ ଜନସନ୍ ବେବି ସାମ୍ପୁ ‘ଅସୁରକ୍ଷିତ’ : ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଲା ଜାତୀୟ ଶିଶୁ…

ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଆମେରିକୀୟ କମ୍ପାନୀ ଜନସନ୍ ଆର୍ଡ ଜନସନର ବେବି ସାମ୍ପୁକୁ ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ ଏହି ସାମ୍ପୁରେ କ୍ଷତିକାରକ ରାସାୟନିକ ପଦାର୍ଥ ଥିବା ଦାବି କରିଛି, ଯାହାକୁ କମ୍ପାନୀ ଖାରଜ କରି ତା’ ଉତ୍ପାଦ ସୁରକ୍ଷିତ ଥିବା…
Read More...

ୱାଟର ପ୍ୟୁରିଫାୟର ଯେତେ ଲାଭଦାୟକ ସେତେ କ୍ଷତିକାରକ ମଧ୍ୟ ! ୱାଟର୍ ପ୍ୟୁରିଫାୟର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ…

ଆରଓ ପ୍ୟୁରିଫାୟାର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରୀନ୍ ଟ୍ରିବ୍ୟୁନାଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରିବ୍ୟୁନାଲ୍ କହିଛନ୍ତି ଯେ ଯେଉଁଠାରେ ପାଣି ବେଶୀ କ୍ଷାର ଲାଗୁ ନଥିବ ସେଠାରେ ଏହି ପ୍ୟୁରିଫାୟର୍ ଉପରେ ପ୍ରତିବନ୍ଧକ ଲଗାଯାଉ । ଯେଉଁଠାରେ ପାଣିରେ ଟିଡିଏସର ମାତ୍ରା ଲିଟର…
Read More...

ପୁଣି ଚର୍ଚ୍ଚାକୁ ଆସିଲେ ଗାନ୍ଧିଜୀଙ୍କ ଫଟୋକୁ ଗୁଳି ମାରି ନକଲି ରକ୍ତ ବୁହାଇଥିବା ପୂଜା ସକୁନ୍ ପାଣ୍ଡେ ! ସ୍କୁଲର…

ଉତ୍ତରପ୍ରଦେଶର ଅଲ୍ଲିଗଡରେ ଗାନ୍ଧି ଜୟନ୍ତୀ ସମୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମାକୁ ଗୁଳି ମାରିଥିବା ପୂଜା ସକୁନ୍ ପାଣ୍ଡେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ସକୁନ୍ ପାଣ୍ଡେ ନୌରଙ୍ଗାବାଦ୍ ଅଞ୍ଚଳରେ ରହୁଛନ୍ତି । ସେ ଏବେ ଭିନ୍ନ ଭିନ୍ନ ସ୍କୁଲରେ…
Read More...

ଡାକ୍ତରୀ ଛାତ୍ରୀ ପାୟଲ୍ ଆତ୍ମହତ୍ୟା ଘଟଣା : ମନ୍ତ୍ରୀ କହିଲେ , ଜାତିଆଣ ନିର୍ଯାତନା ଯୋଗୁଁ ପାୟଲ୍ ଆତ୍ମହତ୍ୟା…

ମୁମ୍ବାଇର ଜଣେ ମହିଳା ଡାକ୍ତର ନିଜ ସିନିୟରଙ୍କ ଦ୍ୱାରା ଜାତିଆଣ ନିର‌୍ୟାତନାର ଶିକାର ହୋଇ ଆତ୍ମହତ୍ୟା କରିଥିବା ମହାରାଷ୍ଟ୍ର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଗିରିଶ ମହାଜନ ସ୍ପଷ୍ଟ କରିଛନ୍ତି । ମହାଜନ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ପାୟଲ ତଡ଼ଭି ନିଜ ସିନିୟରଙ୍କ ଦ୍ୱାରା ଜାତିଆଣ…
Read More...