Browsing Category

ନ୍ୟୁଜ୍

ଏସପି ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଏସପି ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ କଟକ ଡିସିପି । ସଂଜୀବ ଅରୋରାଙ୍କ ସ୍ଥାନରେ କବିତା ଜଲାନ ହେଲେ ନୂଆ ଡିସିପି । ସେହିପରି ପଣ୍ଡିତ ରାଜେଶ ହେଲେ କେନ୍ଦୁଝର ଏସପି, ସଂଜୀବ ଆରୋରା ଅନୁଗୁଳ ଏସପି , ଆଶିଷ ସିଂହ ବଲାଙ୍ଗିର ଏସପି , ପିନାକ ମିଶ୍ର…
Read More...

ଦମ୍ ଦେଖାଇଲେ ଦାମ : ବିଜେଡିରୁ ଟିକେଟ୍ ନ ମିଳିଲେ ବି ନିର୍ବାଚନ ଲଢିବେ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଦାମଙ୍କ ବୟାନକୁ ନେଇ ଚର୍ଚା । ଦମ୍ ଦେଖାଇଛନ୍ତି ଦାମ । କହିଛନ୍ତି, ମନ୍ତ୍ରୀମଣ୍ଡଳରୁ ବାଦ୍ ପଡିଲେ ବି ସରିବନି ତାଙ୍କ ରାଜନୈତିକ ଜୀବନ । ବିଜେଡିରୁ ଟିକେଟ୍ ନ ମିଳିଲେ ବି ନିର୍ବାଚନ ଲଢିବେ ବୋଲି ରୋକଠୋକ୍ କହି…
Read More...

ଟାର୍ଗେଟରେ ପୋଲିସ୍ : ୨୪ ଘଂଟାରେ କଟକର ଦୁଇଟି ସ୍ଥାନରେ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଂଜ

କଟକ ବ୍ୟୁରୋ ,କନକ ନ୍ୟୁଜ୍ : ୨୪ ଘଂଟାରେ କଟକର ଦୁଇଟି ସ୍ଥାନରେ ପୋଲିସକୁ ଅପରାଧୀଙ୍କ ଚ୍ୟାଲେଂଜ । ପୁଣି ଅଶାନ୍ତ ହୋଇଉଠିଛି କଟକ । ସିଲଭରସିଟି ଏବେ କ୍ରାଇମସିଟି । ପୁଣି ଫୁଟିଛି ଗୁଳି । ଏଥର ଅପରାଧୀଙ୍କ ଟାର୍ଗେଟରେ ପୋଲିସ । ହତ୍ୟାର ଶୀକାର ହୋଇଛନ୍ତି ଜଣେ ହୋମଗାର୍ଡ । ନଦୀ ପଠାରୁ…
Read More...

ହିରୋଇନ୍ ବନୁଛନ୍ତି ଶଯ୍ୟାସଂଗୀନି : ଓଲିଉଡର ବଡ ଖୁଲାସା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଲିଉଡରେ କାଷ୍ଟିଂ କାଉଚ୍ । ଟାଲେଂଟ ନୁହେଁ କମ୍ପ୍ରୋମାଇଜ୍ । ଫିଲ୍ମରେ ବ୍ରେକ୍ ଦେବା ନାଁରେ ଲୁଟ୍ ହେଉଛି ଯୁବତୀଙ୍କ ଇଜ୍ଜତ । ରାତି କଟାଇଲେ ମିଳୁଛି ବଡ ପରଦାର ଟିକେଟ୍ । ପ୍ରଲୋଭନ ଦେଖାଇ ଫିଲ୍ମ ଦୁନିଆକୁ ଆସୁଥିବା ଯୁବତୀଙ୍କ ଦେହକୁ ନିଲାମ କରାଯାଉଛି…
Read More...

ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି : ବର୍ଷା ଆଗମନକୁ ନେଇ ଚାଷୀକୂଳ ତତ୍ପର

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଦିନ କେଇଟା ପରେ ଓଡିଶା ଛୁଇଁବ ମୌସୁମି । ବର୍ଷା ଆଗମନକୁ ନେଇ ଚାଷୀକୂଳ ହୋଇଉଠିଛନ୍ତି ତତ୍ପର । ଧାନ ଚାଷ ପାଇଁ କାମରେ ଲାଗି ଗଲେଣି ଚାଷୀ । ହେଲେ ଏଯାଏଁ ଚାଷୀଙ୍କ ପାଖରେ ପହଂଚିପାରୁନି ବିହନ । ଫଳରେ ଚିନ୍ତାରେ ଚାଷି । ସେପଟେ କୃଷି ବିଭାଗ କହୁଛି ବିହନ…
Read More...

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଭୁବନେଶ୍ୱର ବିଡିଏ ଫିଲ୍ଡ ମ୍ୟାନ ପୁରୁଷୋତମ ବଳିୟାରିସିଂଙ୍କ ବାସଭବନରେ ରେଡ ହୋଇଛି । ପଟିଆ ବାସଭବନ, ଶାସ୍ତ୍ରୀନଗର ବାସଭବନ ସମେତ ୫ଟି ଯାଗାରେ ଚଢାଉ ହୋଇଛି । ଚଢାଉ ବେଳେ ତାଙ୍କ ଘରୁ ୭ଟି ଗାଡି , ନଗଦ ୧ଲକ୍ଷ…
Read More...

ବନ୍ଧୁକ ମୁନରେ ଲୁଟ୍ : ଖୋର୍ଦ୍ଧା ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କଠାରୁ ୪୫ ଲକ୍ଷ ଟଂକା ଲୁଟିନେଲେ ଦୁର୍ବୃତ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଲୁଟ୍ । ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କ ଠାରୁ ୪୫ ଲକ୍ଷ ଲୁଟି ନେଲେ ୨ଜଣ ଦୁର୍ବୃତ । ଏନଏଚ ୧୬ ଟୋଲଗେଟ୍ ନିକଟରୁ ଏହି ଲୁଟ୍ ହୋଇଛି । ତେବେ ଦୁର୍ବୃତମାନେ ମାଉଜର ଦେଖାଇ ଲୁଟ କରିଥିବା ନେଇ ସୂଚନା ମିଳିଛି ।
Read More...

ଚିଟଫଣ୍ଡ ସଂସ୍ଥା ଶୁଭମ୍ ସତ୍ୟମ୍ ଇନଫ୍ରାର ଏମ.ଡି ଗିରଫ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ସଂସ୍ଥା ଶୁଭମ୍ ସତ୍ୟମ୍ ଇନଫ୍ରାର ଏମ.ଡି ବିଜୟ ମିଶ୍ରଙ୍କୁ ଗିରଫ କଲା ନୟାପଲ୍ଲୀ ପୁଲିସ । ୮୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ହେଲେ ଗିରଫ ।
Read More...

ଧାମରା ବନ୍ଦରରେ ଚୀନ ନାଗରିକ ନିୟୋଜିତ ପ୍ରସଙ୍ଗ : ଗୃହ ସଚିବଙ୍କ ସୂଚନା ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଧାମରା ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଚୀନ ନାଗରିକଙ୍କୁ ନେଇ ମତ ରଖିଛନ୍ତି ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଘଟଣାର ତଦନ୍ତ ନେଇ ଏସପି ଭଦ୍ରକ ଓ ଡାଇରେକ୍ଟର ଇଣ୍ଟେଲିଜେନ୍ସଙ୍କୁ ଖବର ଦିଆଯାଇଛି । ବନ୍ଦରରେ ମୋଟ୍ ୮ ଜଣ ଚୀନ…
Read More...

ଓସ୍କାର ଚିଟଫଣ୍ଡ ଓଲିଉଡ ଲିଙ୍କ ପ୍ରସଙ୍ଗ : ଜେରା ପାଇଁ ଡକା ହୋଇପାରନ୍ତି ଓଲିଉଡ କଳାକାର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ଓଲିଉଡ ଲିଙ୍କ ପ୍ରସଙ୍ଗରେ ଜେରା ପାଇଁ ଡକା ହୋଇପାରନ୍ତି ଓଲିଉଡ କଳାକାର, ଜେରା ହୋଇପାରନ୍ତି ହାସ୍ୟ ଅଭିନେତା ପପୁ ପମପମ । କ୍ରାଇମବ୍ରାଂଚ ଡାକି କରିପାରେ ପଚରାଉଚରା । ଆଉ କିଛି କଳାକାର ମଧ୍ୟ ଆସିପାରନ୍ତି ତଦନ୍ତ ପରିସରକୁ । ଓସ୍କାର…
Read More...